ନୂଆଦିଲ୍ଲୀ: ବାଂଲାଦେଶ ସାଂସଦ ଅନୱାରୁଲ ଅଜିମ ଅନାରଙ୍କୁ ହତ୍ୟା କରାଯାଇଛି। ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଉଦ୍ଧାର କରାଯାଇଛି। କୋଲକାତା ପୋଲିସ ତାଙ୍କ ମୃତଦେହକୁ ଏକ ଆପାର୍ଟମେଣ୍ଟରୁ ପାଇଛି। ସେ ଗତ ଆଠ ଦିନ ଧରି ନିଖୋଜ ଥିଲେ। Breaking News found dead
ଓଡ଼ିଶାରେ 4ହଜାର କୋଟିରୁ ଅଧିକ ବ୍ୟୟରେ 2ଟି ସେମିକଣ୍ଡକ୍ଟର ନିର୍ମାଣ ୟୁନିଟ୍ ଖୋଲିବ: କେନ୍ଦ୍ର ମନ୍ତ୍ରୀDecember 12, 2025