ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ, ଘୋଷଣା ହେଲା ତାରିଖ

Published: May 23, 2024, 8:14 am IST

ଭୁବନେଶ୍ବର: ଓଡିଶାର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଘୋଷଣା କରାଯାଇଛି। ସେହି ଅନୁସାରେ ଆସନ୍ତା 26 ତାରିଖ ଦିନ ଅପରାହ୍ନରେ ଏହି ପରୀକ୍ଷା ଫଳ ପ୍ରକାଶିତ ହେବ। ଗୋଟିଏ ଦିନରେ କଳା, ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବ।

ଏ ନେଇ ପରୀକ୍ଷାର୍ଥୀମାନେ ପରିଷଦର ୱେବସାଇଟକୁ ଯାଇ ସେମାନଙ୍କର ଫଳ ସଂପର୍କରେ ଜାଣିପାରିବେ। ୱେବସାଇଟ ହେଲା https://orissaresults.nic.in/CHSE 

Related posts