ଦିଲ୍ଲୀରେ ହିଟ୍ ୱେଭ୍ ଆଲର୍ଟ, ମଧ୍ୟାହ୍ନ ୧୨ରୁ ୩ ଯାଏଁ ଶ୍ରମିକମାନଙ୍କ ପାଇଁ ଛୁଟି ନିର୍ଦ୍ଦେଶ

Published: May 29, 2024, 1:53 pm IST

ନୂଆଦିଲ୍ଲୀ: ପ୍ରଚଣ୍ଡ ଉତ୍ତାପକୁ ଦୃଷ୍ଟିରେ ରଖି ଦିଲ୍ଲୀର ଉପ-ରାଜ୍ୟପାଳ ବିନୟ କୁମାର ସକ୍ସେନା ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ପାଇଁ ଛୁଟି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ନିର୍ମାଣ ସ୍ଥଳରେ ଥିବା ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ପରିମାଣର ଜଳ ଏବଂ ନଡିଆ ପାଣି ଯୋଗାଇବା ପାଇଁ ଉପ-ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ବସ ଷ୍ଟାଣ୍ଡ ମାନଙ୍କରେ ପର୍ଯ୍ୟାପ୍ତ ପାଣି ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related posts