
ଭୁବନେଶ୍ଵର: ଆଜି ଦେଶର ସାଧାରଣ ନିର୍ବାଚନ ସହିତ ଓଡିଶାର ବିଧାନସଭା ଆସନ ପାଇଁ ଭୋଟ ଗଣତି ଜାରି ରହିଛି। ତେବେ ଭୋଟ ଗଣତିରେ ରାଜ୍ୟରେ ବିଜେପି ଭଲ ସ୍ଥିତିରେ ଥିବା ବେଳେ ବିଜେଡ଼ି ସଂଘର୍ଷ କରୁଥିବା ଦେଖାଯାଉଛି। ତେବେ ଏହିକ୍ରମରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡ଼ି ପ୍ରାର୍ଥୀ ରଘୁନାଥ ସାହୁଙ୍କ ଠାରୁ ଚତୁର୍ଥ ରାଉଣ୍ଡରେ ୨୧୧୭ ଭୋଟରେ ଆଗୁଆ ଅଛନ୍ତି।
ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ମୋଟ ଭୋଟ:
ପୃଥ୍ବୀରାଜ ହରିଚନ୍ଦନ (ବିଜେପି): ୧୯୯୧୮ ଭୋଟ
ରଘୁନାଥ ସାହୁ (ବିଜେଡ଼ି): ୧୭୮୦୧
ପ୍ରଦୀପ କୁମାର ସ୍ଵାଇଁ (କଂଗ୍ରେସ): ୯୯୦ ଭୋଟ
Tags: chilika