
ଭୁବନେଶ୍ବର: ଲୋକସଭା ଆସନ ବ୍ରହ୍ମପୁରରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ। ସେ ତାଙ୍କର ନିକଟତମ ପ୍ରାର୍ଥୀ ବିଜେଡିର ଭୃଗୁ ବକ୍ସି ପାତ୍ରଙ୍କଠାରୁ ବେଶ ଆଗରେ ରହିଛନ୍ତି। ଗଣତି ଅନୁସାରେ 52 ହଜାର 294 ଖଣ୍ଡ ଭୋଟରେ ପ୍ରଦୀପ ଆଗରେ ଅଛନ୍ତି। ସେମାନଙ୍କର ଭୋଟ ହାସଲ କରିଥିବା ସଂଖ୍ୟା ହେଲା
1- ପ୍ରଦୀପ ପାଣିଗ୍ରାହୀ, ବିଜେପି- 1,68,139
2- ଭୃଗୁ ବକ୍ସି ପାତ୍ର, ବିଜେଡି- 1,15,845
3- ରଶ୍ମୀରଞ୍ଜନ ପଟ୍ଟନାୟକ, କଂଗ୍ରେସ- 60,393
4- ନୋଟା- 5549