ଭୁବନେଶ୍ବର: ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ ଅଛନ୍ତି। ସେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ ୭୭ ହଜାର ୨୨୭ ଭୋଟ ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ଉଭୟ ପ୍ରାର୍ଥୀ ପାଇଥିବା ଭୋଟ… ୧- ସମ୍ବିତ ପାତ୍ର, ବିଜେପି- ୪, ୫୦,୦୯୨ ୨- ଅରୂପ ପଟ୍ଟନାୟକ, ବିଜେଡି- ୩, ୭୨,୮୬୫ BJD BJP chilika Puri
ହାତୀ ସହିତ ଧକ୍କା ହେଲା ରାଜଧାନୀ ଏକ୍ସପ୍ରେସ ଟ୍ରେନ: ଇଞ୍ଜିନ ସମେତ ଟି କୋଚ୍ ଲାଇନଚ୍ୟୁତ , ୮ଟି ହାତୀ ମୃତDecember 20, 2025