Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୂଡାନ୍ତ ହେଲା ମୋଦୀ କ୍ୟାବିନେଟ୍, ଜଣେ ପ୍ରଧାନମନ୍ତ୍ରୀ ଏବଂ ଦୁଇ ଉପ- ପ୍ରଧାନମନ୍ତ୍ରୀ? ଜାଣନ୍ତୁ ଅନ୍ତିମ ଡିଲ୍
ଆଜିର ଖବର

ଚୂଡାନ୍ତ ହେଲା ମୋଦୀ କ୍ୟାବିନେଟ୍, ଜଣେ ପ୍ରଧାନମନ୍ତ୍ରୀ ଏବଂ ଦୁଇ ଉପ- ପ୍ରଧାନମନ୍ତ୍ରୀ? ଜାଣନ୍ତୁ ଅନ୍ତିମ ଡିଲ୍

June 7, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
NDA
ମୌସୁମୀ ଅଧିବେଶନରେ କିପରି ବିଲ ପାସ କରିବେ ମୋଦୀ ସରକାର: ଜାଣନ୍ତୁ ସଂଖ୍ୟା ଗଣିତ

ନୂଆଦିଲ୍ଲୀ: ଜୁନ୍ ୪ ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ହେବା ପରେ ନୂତନ ସରକାର ଗଠନକୁ ନେଇ ନିରନ୍ତର ଆଲୋଚନା ହେଉଛି। ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ, ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି, ତାଙ୍କ କ୍ୟାବିନେଟ ସମ୍ପର୍କରେ ଆଲୋଚନା ତୀବ୍ର ହେବାରେ ଲାଗିଛି। ବାସ୍ତବରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ନାହିଁ, କିନ୍ତୁ ଏନଡିଏ ସଂଖ୍ୟାଗରିଷ୍ଠ ସରକାର ଗଠନ କରିବାକୁ ଯାଉଛି। ତେଣୁ ଟିଡିପିର ଚନ୍ଦ୍ରବାବୁ ନାଇଡୁ ଏବଂ ଜେଡିୟୁ ନୀତୀଶ କୁମାରଙ୍କ ଭୂମିକାକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି।

ସୂଚନାନୁସାରେ, ଶପଥ ଗ୍ରହଣ ସମାରୋହର ତାରିଖ ଜୁନ୍ ୯ ତାରିଖରେ ସ୍ଥିର ହୋଇଥିବାବେଳେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଅନୁଷ୍ଠିତ ଏହି ଶପଥ ଗ୍ରହଣ ସମାରୋହ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଅନେକ ବିଦେଶୀ ଅତିଥିଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏସବୁ ମଧ୍ୟରେ ବିଜେପି ଚାହୁଁଛି ଯେ ସହଯୋଗୀମାନଙ୍କ ସହ ସବୁ ଜିନିଷ ଚୂଡାନ୍ତ ହେଉ। ବର୍ତ୍ତମାନ କେଉଁ ଜିନିଷଗୁଡ଼ିକ ଉପରେ ଆଲୋଚନା ହେଉଛି?

JDU ର ଦାବି:

ସରକାର ଗଠନରେ ସାହାଯ୍ୟ କରିଥିବା ଜେଡିୟୁ କେବଳ ବିହାର ରାଜ୍ୟ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରିଛି। ଏହା ସହିତ ଏହା ସହିତ ୩ କ୍ୟାବିନେଟ୍ ଏବଂ ୪ ଟି ରାଜ୍ୟ ମନ୍ତ୍ରୀ ମଧ୍ୟ ଦାବି କରିଛି।

TDP ର ଦାବି:

ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ୫ ଟି ମନ୍ତ୍ରଣାଳୟ ସହିତ ଆନ୍ଧ୍ରପ୍ରଦେଶ ପାଇଁ ସ୍ୱତନ୍ତ୍ର ମାନ୍ୟତା ଦାବି କରୁଛି।

ଶିବସେନାର ଦାବି:

ଶିବସେନା (ସିନ୍ଦେ) ଦଳ ଦାବି କରିଛି ଯେ, ତାଙ୍କୁ ୩ କ୍ୟାବିନେଟ୍ ଏବଂ ୨ ରାଜ୍ୟ ମନ୍ତ୍ରୀ ପଦ ମିଳୁ। ଏଥି ସହ ଚିରାଗ ପାସୱାନଙ୍କ ଦଳ ଏଲଜେପି ୧ କ୍ୟାବିନେଟ ଏବଂ ୨ ଟି ରାଜ୍ୟ ମନ୍ତ୍ରୀ ପାଇଁ ଦାବି କରିଛି। ଜିତନ ରାମ ମାଞ୍ଝି ରାଜ୍ୟ ମନ୍ତ୍ରୀ ଦାବି କରିଚ୍ଚନତି ଏବଂ ସେହିପରି ଅନୁପ୍ରିୟା ପଟେଲ ଜଣେ ରାଜ୍ୟ ମନ୍ତ୍ରୀ ଦାବି କରିଛନ୍ତି।

କେଉଁ ଫର୍ମୁଲା ଉପରେ ବଣ୍ଟନ କରାଯିବ?:

ଗତ ସରକାରରେ ପ୍ରତି ୫ ସାଂସଦଙ୍କୁ ଗୋଟିଏ କ୍ୟାବିନେଟ୍ ପଦ ଦିଆଯାଇଥିଲା। ଏହି ସମୟରେ ସମାନ ସୂତ୍ର ମଧ୍ୟ ବ୍ୟବହୃତ ହେବ କାରଣ ଏଥର ସହଯୋଗୀଙ୍କ ସଂଖ୍ୟା ମଧ୍ୟ ଅଧିକ। ୪୧ ସାଂସଦ ସହଯୋଗୀ ଦଳର ଅଟନ୍ତି ଯାହାଙ୍କର ଭରସାରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବେ। ଯଦି ତିନିଜଣ ସାଂସଦଙ୍କୁ ଗୋଟିଏ ମନ୍ତ୍ରୀ ପଦ ଦିଆଯାଏ ତେବେ ସହଯୋଗୀଙ୍କ ଦାବି ପୂରଣ ହୋଇପାରିବ। ଏବେ ଦେଖିବାକୁ ବାକି ରହିଲା ବିଜେପି କେଉଁ ଫର୍ମୁଲା ଗ୍ରହଣ କରିବ।

chandrababu naidu jdu narendra modi NDA nitish kumar tdp
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026
Latest News

ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ମହିଳା ହକି ଦଳକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

October 3, 2026

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.