Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶା ବିଧାନସଭାର ବାଚସ୍ପତି ହେବେ ରଣପୁର ବିଧାୟିକା ସୁରମା ପାଢ଼ୀ
ଆଜିର ଖବର

ଓଡିଶା ବିଧାନସଭାର ବାଚସ୍ପତି ହେବେ ରଣପୁର ବିଧାୟିକା ସୁରମା ପାଢ଼ୀ

June 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହୋଇଛି। ମୁଖ୍ୟମନ୍ତ୍ରୀ, ଉପ-ମୁଖ୍ୟମନ୍ତ୍ରୀଙ୍କ ସମେତ ଆଜି ୧୬ ଜଣିଆ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ନୂଆ ସରକାରରେ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା ଶପଥ ନେଇଛନ୍ତି।

ମୋହନ୍‌ ସରକାରରେ ୮ ଜଣ କ୍ୟାବିନେଟ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ ପରେ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଘୋଷଣା କରାଯାଇଛି। ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ବାଚସ୍ପତି ଭାବେ ମନୋନୀତ କରିଛି।

ଓଡିଶା ବିଧାନସଭା ବିଜେପି ସରକାର ରଣପୁର ବିଧାୟିକା ସୁରମା ପାଢ଼ୀ
Share. Facebook Twitter LinkedIn Email WhatsApp Copy Link

Related Posts

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

IND vs PAK ମ୍ୟାଚ୍ ପାଇଁ ଶ୍ରୀଲଙ୍କାରୁ ଆସିଲା ଖୁସି ଖବର: ଜାଣନ୍ତୁ ଖେଳ ସମୟରେ କିପରି ରହିବ ପାଗ?

February 15, 2026
Latest News

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଆମେରିକାର ଦାବିର ଜବାବ ଦେଲେ ଏସ୍. ଜୟଶଙ୍କର

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.