Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରତାପ ଷଡଙ୍ଗୀଙ୍କୁ ପ୍ରସଂଶା କଲେ ମୋଦୀ, ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ମତରଖି କଲେ ଏହି ପ୍ରସଂଶା
ଆଜିର ଖବର

ପ୍ରତାପ ଷଡଙ୍ଗୀଙ୍କୁ ପ୍ରସଂଶା କଲେ ମୋଦୀ, ଗୃହରେ ଧନ୍ୟବାଦ ପ୍ରସ୍ତାବ ଉପରେ ମତରଖି କଲେ ଏହି ପ୍ରସଂଶା

June 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଲୋକସଭାରେ ବକ୍ତବ୍ୟ ରଖୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବା ଅବସରରେ ସାରା ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଉଭୟ ଗୃହରେ ଚର୍ଚ୍ଚା ଲାଗି ରହିଛି। ଆଜି ପ୍ରଧାନମନ୍ତ୍ରୀ ମୋଦି ଲୋକସଭାରେ ଏହି ଚର୍ଚ୍ଚା ଉପରେ ତାଙ୍କର ମତ ରଖିଛନ୍ତି। ଏହି ଅବସରରେ ମୋଦି ୨.୦ ସରକାରର ଏଜେଣ୍ଡା ଉପରେ ଆଲୋକପାତ କରିଛନ୍ତି। ସାଧାରଣ ଜନତା ପ୍ରଚଣ୍ଡ ବହୁମତ ଦେଇ ପୁଣିଥରେ ତାଙ୍କୁ ସରକାରକୁ ଆଣିଥିବାରୁ ଜନତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଅନେକ ବର୍ଷ ପରେ ଦେଶ ଏକ ମଜବୁତ୍‌ ଜନାଦେଶ ଦେଇଛି ବୋଲି କହିଛନ୍ତି। ସେହିପରି ୫ ବର୍ଷର କଠିନ ପରିଶ୍ରମକୁ ଲୋକେ ଅନୁମୋଦନ କରିଛନ୍ତି। ବହୁ ପରୀକ୍ଷା ନିରୀକ୍ଷା ପରେ ଜନାଦେଶ ଆସିଛି। ଯାହାର କେହି ନାହିଁ, ତାଙ୍କ ପାଇଁ ସରକାର ବୋଲି ମୋଦି କହିଛନ୍ତି। ଏହି ଅବସରରେ ପ୍ରତାପଙ୍କ ସମେତ ଅନ୍ୟ ନେତାମାନଙ୍କର ଭାଷଣକୁ ପ୍ରଶଂସା କରିଛନ୍ତି। ନୂଆ ସଦସ୍ୟମାନେ ବହୁ ମର୍ମସ୍ପର୍ଶୀ ଯୁକ୍ତି ଉପସ୍ଥାପନ କରିଛନ୍ତି  ବୋଲି କହିଛନ୍ତି ମୋଦି। ଅନେକ ବର୍ଷ ପରେ ଦେଶ ଏକ ମଜବୁତ୍‌ ଜନାଦେଶ ଦେଇଛି। ଗୋଟିଏ ସରକାରକୁ ଦ୍ବିତୀୟବାର ପ୍ରଚଣ୍ଡ ମତଦାନ ଦେଇ ସତ୍ତାକୁ ଆଣିଛନ୍ତି, ଏହା ଆମ ମତଦାତା ନିଜଠାରୁ ନିଜ ଦେଶକୁ ଅଧିକ ଭଲପାଉଥିବାର ପ୍ରମାଣ ଦେଉଛି। ସଶକ୍ତି, ସମୃଦ୍ଧ ତଥା ସମାବେଶୀ ଭାରତ ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଆମ ସରକାର ଗରିବଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ମୋଦି। କିଏ ଜିତିଲା, କିଏ ହାରିଲା, ସେ ବିଷୟ ଛାଡ଼ିକୁ ଆଗକୁ ଚିନ୍ତା କରିବା ଦରକାର ବୋଲି କହିବା ସହିତ ସମସ୍ତେ ମିଳିମିଶି ଅଖଣ୍ଡ ଭାରତର ସ୍ବପ୍ନକୁ ପୂରା କରିବାକୁ ହେବ ବୋଲି କହିଛନ୍ତି ମୋଦି।

Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025

ଉଡ଼ାଣର କିଛି ମିନିଟ୍ ରେ ବିମାନର ଜରୁରୀକାଳୀନ ଅବତରଣ: ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ

December 22, 2025

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରେ ତ୍ରୁଟି: ୧୭ ଦିନ ମଧ୍ୟରେ ଏହା ତୃତୀୟ ଘଟଣା

December 22, 2025
Latest News

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗର ତୁରନ୍ତ ପୁନର୍ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ

December 22, 2025

୨୦୨୩ ବିଶ୍ୱକପ୍ ପରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ରୋହିତ ଶର୍ମା: ବହୁତ ବଡ଼ ନିଷ୍ପତ୍ତି ନେବାକୁ କରୁଥିଲେ ବିଚାର

December 22, 2025

ଓଡିଶାର ଚିଟଫଣ୍ଡ ଜମାକାରୀଙ୍କୁ ମିଳିବ ଟଙ୍କା, ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେମିତି କରିବେ ଆବେଦନ

December 22, 2025

ଟ୍ରମ୍ପଙ୍କୁ ଝଟକା!: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେଲା ମୁକ୍ତ ବାଣିଜ୍ୟ ଚୁକ୍ତିନାମା

December 22, 2025

ସୁନାର ମୂଲ୍ୟ କମିଲା ନା ବଢିଲା?: ଜାଣନ୍ତୁ ଆଜିର ଦର

December 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.