Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମୂର୍ଖ ସ୍ୱର୍ଗରେ ବାସ କରୁଛନ୍ତି କଂଗ୍ରେସ ମୁଖିଆ’: ଖଡଗେଙ୍କୁ ସମାଲୋଚନା କଲେ କେ ଅନ୍ନାମଲାଇ
ଆଜିର ଖବର

‘ମୂର୍ଖ ସ୍ୱର୍ଗରେ ବାସ କରୁଛନ୍ତି କଂଗ୍ରେସ ମୁଖିଆ’: ଖଡଗେଙ୍କୁ ସମାଲୋଚନା କଲେ କେ ଅନ୍ନାମଲାଇ

June 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
​​ଅନ୍ନାମଲାଇ
ଥରେ ଦଳର ପୋଷ୍ଟର ବୟ, କିନ୍ତୁ ଏବେ...: ​​ଅନ୍ନାମଲାଇଙ୍କ ଅନୁପସ୍ଥିତି ବିଜେପି ଉପରେ ଗମ୍ଭୀର ପ୍ରଶ୍ନ

ନୂଆଦିଲ୍ଲୀ: ତାମିଲନାଡୁ ବିଜେପି ସଭାପତି କେ ଅନ୍ନାମଲାଇ ଆଜି କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ସଭାପତି କହିଥିଲେ ଯେ, କେନ୍ଦ୍ରରେ ମିଳିତ ସରକାର ଭୁଲ ଭାବରେ ଗଠିତ ହୋଇଛି ଏବଂ ଏହା ଯେକୌଣସି ସମୟରେ ଭାଙ୍ଗିଯାଇପାରେ।

ମଲ୍ଲିକାର୍ଜୁନ ଖାର୍ଗେ କହିଥିଲେ ଯେ, ଭୁଲରେ ଏନଡିଏ ସରକାର ଗଠନ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଖରେ ଜନାଦେଶ ନାହିଁ। ଏହି ସରକାର ଯେକକୌଣସି ସମୟରେ ଭାଙ୍ଗିଯାଇପାରେ। ଦେଶକୁ ମଜବୁତ କରିବା ପାଇଁ ଆମେ ସମସ୍ତେ କାର୍ଯ୍ୟ କରିବା ଉଚିତ, କିନ୍ତୁ ଆମର ପ୍ରଧାନମନ୍ତ୍ରୀଙ୍କ ଅଭ୍ୟାସ ହେଉଛି ଯେ, ସେ ବ୍ୟବସ୍ଥାକୁ ଠିକ୍ ଭାବରେ କାମ କରିବାକୁ ଦିଅନ୍ତି ନାହିଁ।

ତାମିଲନାଡୁ ବିଜେପି ରାଜ୍ୟ ସଭାପତି କେ ଅନ୍ନାମଲାଇ କହିଛନ୍ତି ଯେ, କଂଗ୍ରେସ ମୁଖିଆ ଏକ ମୂର୍ଖ ସ୍ୱର୍ଗରେ ବାସ କରୁଛନ୍ତି। କେନ୍ଦ୍ରରେ ମୋଦି ସରକାର ୩.o ଶାସନ କେବେ ଭଙ୍ଗିବ ନାହିଁ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୨୪ ଲୋକସଭା ନିର୍ବାଚନର ଫଳାଫଳରେ ଏଥର ବିଜେପି ନିଜେ ସଂଖ୍ୟାଗରିଷ୍ଠତା ହାସଲ କରିପାରି ନାହିଁ। କିନ୍ତୁ ଏନଡିଏ ମେଣ୍ଟ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ଦେଶରେ ସରକାର ପୁଣି ଗଠନ କରିଛି। ଯେଉଁଠାରେ ବିଜେପି ସର୍ବାଧିକ ୨୪୦ ଟି ଆସନ ପାଇଛି। ଏବଂ ଏନଡିଏ ଆଲାଇନ୍ସର ଏହି ସଂଖ୍ୟା ୨୯୬ ରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଜବାହରଲାଲ ନେହେରୁଙ୍କ ପରେ ସେ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

AAM AADMI PARTY BJP Congress INDIA Alliance Mallikarjun Kharge NDA
Share. Facebook Twitter LinkedIn Email WhatsApp Copy Link

Related Posts

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026
Latest News

NEET ପେପର ଲିକ୍ କୁ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ କଣ କହିଲେ

May 14, 2026

ଧାନର ଏମଏସପି ବୃଦ୍ଧି

May 14, 2026

ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାରେ ଡିଏଭି ପୋଖରୀପୁଟର ସଫଳତା

May 13, 2026

ଭୁବନେଶ୍ବରରେ ହେବ ‘କଲରାପତ୍ରିଆ ବାଘ ସଂରକ୍ଷଣ’ ଶୀର୍ଷକ କାର୍ଯ୍ୟକ୍ରମ

May 13, 2026

ପୁଣି ମଣିପୁର ଅଶାନ୍ତ : ଗଡିଲା ମୁଣ୍ଡ

May 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.