Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାଗୁ ହେଲା ଡାକଘର ଅଧିନିୟମ ୨୦୨୩
ଆଜିର ଖବର

ଲାଗୁ ହେଲା ଡାକଘର ଅଧିନିୟମ ୨୦୨୩

June 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
post office
ପ୍ରଥମ ତ୍ରୈମାସିକରେ ଇଣ୍ଡିଆ ପୋଷ୍ଟର ୪,୦୦୦ କୋଟିରୁ ଅଧିକ ଆୟ

ନୂଆଦିଲ୍ଲୀ: ୧୦.୦୮.୨୦୨୩ରେ ରାଜ୍ୟସଭାରେ ‘‘ଡାକଘର ବିଧେୟକ, ୨୦୨୩’’ ଆଗତ ହୋଇଥିଲା ଏବଂ ୦୪.୧୨.୨୦୨୩ରେ ରାଜ୍ୟସଭାରେ ଗୃହିତ ହୋଇଥିଲା। ଏହାପରେ ୧୩.୧୨.୨୦୨୩ ଏବଂ ୧୮.୧୨.୨୦୨୩ରେ ଏହି ବିଧେୟକ ଉପରେ ବିଚାର କରାଯାଇ ଲୋକସଭାରେ ଅନୁମୋଦନ ଲାଭ କରିଥିଲା।

‘‘ଡାକଘର ଆଇନ, ୨୦୨୩’’ ୨୪ ଡିସେମ୍ବର ୨୦୨୩ରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ଏବଂ ସାଧାରଣ ସୂଚନା ପାଇଁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ (ବିଧାନ ବିଭାଗ) ଦ୍ୱାରା ୨୪ ଡିସେମ୍ବର ୨୦୨୩ରେ ଭାରତର ଗେଜେଟ, ଅସାଧାରଣ, ଭାଗ ୨, ଧାରା ୧ରେ ପ୍ରକାଶିତ ହୋଇଥିଲା।

ନାଗରିକ କୈନ୍ଦ୍ରିକ ସେବା, ବ୍ୟାଙ୍କିଙ୍ଗ ସେବା ଏବଂ ସରକାରୀ ଯୋଜନାର ଲାଭ ଅନ୍ତିମ ସୋପାନରେ ପହଞ୍ଚାଇବା ପାଇଁ ଏକ ସରଳ ଆଇନଗତ ଢାଞ୍ଚା ସୃଷ୍ଟି କରିବା ଏହି ଆଇନର ଉଦ୍ଦେଶ୍ୟ।

ଏହି ଆଇନରେ ବ୍ୟବସାୟ କରିବାର ସୁଗମତା ଏବଂ ସହଜ ଜୀବନଧାରଣକୁ ବଢ଼ାଇବା ଲାଗି ଚିଠି ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ବିତରଣର ସ୍ୱତନ୍ତ୍ର ଅଧିକାର ବ୍ୟବସ୍ଥାକୁ ସମାପ୍ତ କରିଦିଯାଇଛି।

ଏହି ଆଇନରେ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନାହିଁ।

ଏହା ବସ୍ତୁ, ଚିହ୍ନଟକାରୀ ଓ ପୋଷ୍ଟ କୋଡର ଉପଯୋଗ ବିଷୟରେ ନିର୍ଦ୍ଧାରିତ ମାନଦଣ୍ଡ ପାଇଁ ଏକ ଢାଞ୍ଚା ଉପଲବ୍ଧ କରିଛି।

୧୮ ଜୁନ୍‌ ୨୦୨୪ ଠାରୁ ‘‘ଡାକଘର ଅଧିନିୟମ, ୨୦୨୩’’ ବିଜ୍ଞପ୍ତି ସଂଖ୍ୟା ଏସ.ଓ. ୨୩୫୨€ ତାରିଖ ୧୭ ଜୁନ, ୨୦୨୪ ବଳରେ ଲାଗୁ ହୋଇଛି ଏବଂ ଏହା ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିଥାଏ।

ରାଜ୍ୟସଭା ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

July 30, 2026

ଜାତୀୟ ସ୍ତରରେ ପୁଣି ପ୍ରଥମ ସ୍ଥାନ ଅଧିକାର କଲା ଓମ୍ଫେଡ୍

July 30, 2026

ସ୍ମାର୍ଟୱାଚ୍ ପିନ୍ଧିବା ଦ୍ୱାରା କର୍କଟ ରୋଗ ହୁଏ କି?: କ’ଣ କୁହନ୍ତି ବିଶେଷଜ୍ଞ

July 30, 2026

ଅଗଷ୍ଟ ମାସରୁ ମହଙ୍ଗା ମାଡ଼!: ଏହି ଜିନିଷଗୁଡ଼ିକର ବଢିବ ମୂଲ୍ୟ

July 30, 2026
Latest News

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ

July 30, 2026

ଜାତୀୟ ସ୍ତରରେ ପୁଣି ପ୍ରଥମ ସ୍ଥାନ ଅଧିକାର କଲା ଓମ୍ଫେଡ୍

July 30, 2026

ସ୍ମାର୍ଟୱାଚ୍ ପିନ୍ଧିବା ଦ୍ୱାରା କର୍କଟ ରୋଗ ହୁଏ କି?: କ’ଣ କୁହନ୍ତି ବିଶେଷଜ୍ଞ

July 30, 2026

ଅଗଷ୍ଟ ମାସରୁ ମହଙ୍ଗା ମାଡ଼!: ଏହି ଜିନିଷଗୁଡ଼ିକର ବଢିବ ମୂଲ୍ୟ

July 30, 2026

ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା, ଚାରିଦିନ ପାଇଁ ଶିକ୍ଷକ ଓ କର୍ମଚାରୀଙ୍କ ଛୁଟି ବାତିଲ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.