ସ୍ୱାମୀ ବିବେକାନନ୍ଦଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Published: Jul 4, 2024, 3:05 pm IST

ନୂଆଦିଲ୍ଲୀ: ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ପୂଣ୍ୟ ତିଥିରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

“ସ୍ୱାମୀ ବିବେକାନନ୍ଦଙ୍କୁ ତାଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ଶିକ୍ଷା ଲକ୍ଷାଧିକ ଲୋକଙ୍କୁ ସାହସ ଦେଇଛି। ତାଙ୍କର ଗଭୀର ଜ୍ଞାନ ଏବଂ ନିୟମିତ ଜ୍ଞାନର ସନ୍ଧାନ ଅଭ୍ୟାସ ସମସ୍ତଙ୍କୁ ପ୍ରୋତ୍ସାହିତ କରିଥାଏ। ଏକ ସମୃଦ୍ଧ ଓ ବିକଶିତ ସମାଜ ଗଠନ ଲାଗି ଥିବା ତାଙ୍କର ସ୍ୱପ୍ନକୁ ପୂରଣ କରିବା ପାଇ ଆମେ ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ”।

Related posts