Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୪୬ଟି ଟ୍ରେନରେ ଲଗାଗଲା ୯୨ ଟି ସାଧାରଣ ଶ୍ରେଶୀ କୋଚ୍: ପଢନ୍ତୁ ତାଲିକା
ଆଜିର ଖବର

୪୬ଟି ଟ୍ରେନରେ ଲଗାଗଲା ୯୨ ଟି ସାଧାରଣ ଶ୍ରେଶୀ କୋଚ୍: ପଢନ୍ତୁ ତାଲିକା

July 13, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ସାଧାରଣ ବର୍ଗର ଯାତ୍ରୀମାନଙ୍କୁ ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ ୪୬ଟି ଗୁରୁତ୍ୱପୂର୍ଣ୍ଣ ଦୀର୍ଘ ଦୂରତା ଅତିକ୍ରମ କରୁଥିବା ଟ୍ରେନ୍ ରେ ୯୨ଟି ନୂଆ ସାଧାରଣ ଶ୍ରେଣୀର କୋଚ୍ ଲଗାଇ କୋଚ୍ ସଂଖ୍ୟା ବୃଦ୍ଧି କରିଛି। ଏହାବ୍ୟତୀତ ଅନ୍ୟ ୨୨ଟି ଟ୍ରେନ୍ କୁ ଚିହ୍ନଟ କରାଯାଇଛି ଏବଂ ଖୁବ୍ ଶୀଘ୍ର ସେଥିରେ ଅତିରିକ୍ତ ସାଧାରଣ ଶ୍ରେଣୀ କୋଚ୍ ଲଗାଇବାକୁ ଯୋଜନା କରାଯାଇଛି।

ଯେଉଁ ଟ୍ରେନ୍ ଗୁଡ଼ିକରେ ଅତିରିକ୍ତ କୋଚ୍ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି, ସେଗୁଡ଼ିକ ମଧ୍ୟରେ ନିମ୍ନଲିଖିତଗୁଡିକ ଅନ୍ତର୍ଭୁକ୍ତ:

  • ୧୫୬୩୪/୧୫୬୩୩ ଗୌହାଟୀ ବିକାନେର ଏକ୍ସପ୍ରେସ,
  • ୧୫୬୩୧/୧୫୬୩୨ ଗୌହାଟୀ ବାରମେର ଏକ୍ସପ୍ରେସ,
  • ୧୫୬୩୦/୧୫୬୨୯ ସିଲଘାଟ ଟାଉନ ତାମ୍ବରାମ ନଗାଓଁ ଏକ୍ସପ୍ରେସ,
  • ୧୫୬୪୭/୧୫୬୪୮ ଗୌହାଟୀ ଲୋକମାନ୍ୟ ତିଳକ ଏକ୍ସପ୍ରେସ,
  • ୧୫୬୫୧/୧୫୬୫୨ ଗୌହାଟୀ ଜାମ୍ମୁ ତାୱି ଏକ୍ସପ୍ରେସ,
  • ୧୫୬୫୩/୧୫୬୫୪ ଗୌହାଟୀ ଜାମ୍ମୁ ତାୱି ଏକ୍ସପ୍ରେସ,
  • ୧୫୬୩୬/୧୫୬୩୫ ଗୌହାଟୀ ଓଖା ଏକ୍ସପ୍ରେସ,
  • ୧୨୫୧୦/୧୨୫୦୯ ଗୌହାଟୀ ବେଙ୍ଗାଲୁରୁ ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୫୯୦୯/୧୫୯୧୦ ଦିିବ୍ରୁଗଡ଼ ଲାଲଗଡ଼ ଅବଧ ଆସାମ ଏକ୍ସପ୍ରେସ,
  • ୨୦୪୧୫/୨୦୪୧୬ ବାରାଣସୀ ଇନ୍ଦୋର ସୁପର ଫାଷ୍ଟ ଏକ୍ସପ୍ରେସ,
  • ୨୦୪୧୩/୨୦୪୧୪ କାଶୀ ମହାକାଳ ବାରାଣସୀ ଇନ୍ଦୋର ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୩୩୫୧/୧୩୩୫୨ ଧାନବାଦ ଆଲାପୁଜା ଏକ୍ସପ୍ରେସ,
  • ୧୪୧୧୯/୧୪୧୨୦ କାଠଗୋଦାମ ଡେରାଡୁନ ଏକ୍ସପ୍ରେସ,
  • ୧୨୯୭୬/୧୨୯୭୫ ଜୟପୁର ମହୀଶୂର ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୭୪୨୧/୧୭୪୨୨ ତିରୁପତି କୋଲ୍ଲାମ ଏକ୍ସପ୍ରେସ,
  • ୧୨୭୦୩/୧୨୭୦୪ ହାୱଡା ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସ,
  • ୧୨୨୫୩/୧୨୨୫୪ ବେଙ୍ଗାଲୁରୁ ଭାଗଲପୁର ଏକ୍ସପ୍ରେସ,
  • ୧୬୫୨୭/୧୬୫୨୮ ଯଶବନ୍ତପୁର କନ୍ନୁର ଏକ୍ସପ୍ରେସ,
  • ୧୬୨୦୯/୧୬୨୧୦ ଆଜମେର ମହୀଶୂର ଏକ୍ସପ୍ରେସ,
  • ୧୨୭୦୩/୧୨୭୦୪ ହାୱଡା ସିକନ୍ଦରାବାଦ ଏକ୍ସପ୍ରେସ,
  • ୧୬୨୩୬/୧୬୨୩୫ ମହୀଶୂର ଟୁଟିକୋରିନ ଏକ୍ସପ୍ରେସ,
  • ୧୬୫୦୭/୧୬୫୦୮ ଯୋଧପୁର ବେଙ୍ଗାଲୁରୁ ଏକ୍ସପ୍ରେସ,
  • ୨୦୬୫୩/୨୦୬୫୪ କେଏସଆର ବେଙ୍ଗାଲୁରୁ ସିଟି ବେଲଗାଭି ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୭୩୧୧/୧୭୩୧୨ ଚେନ୍ନାଇ ସେଣ୍ଟ୍ରାଲ ହୁବଳି ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୨୨୫୩/୧୨୨୫୪ ବେଙ୍ଗାଲୁରୁ ଭାଗଲପୁର ଅଙ୍ଗ ଏକ୍ସପ୍ରେସ,
  • ୧୬୫୫୯/୧୬୫୯୦ ବେଙ୍ଗାଲୁରୁ ସିଟି ସାଙ୍ଗଲି ରାଣୀ ଚେନ୍ନାମ୍ମା ଏକ୍ସପ୍ରେସ,
  • ୦୯୮୧୭/୦୯୮୧୮ କୋଟା ଜଙ୍କସନ ଦାନପୁର ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୯୮୧୩/୧୯୮୧୪ କୋଟା ସିରସା ଏକ୍ସପ୍ରେସ,
  • ୧୨୯୭୨/୧୨୯୭୧ ଭାବନଗର ବାନ୍ଦ୍ରା ଟର୍ମିନସ ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୯୨୧୭/୧୯୨୧୮ ଭେରାଭାଲ ଜଙ୍କସନ ମୁମ୍ବାଇ ବାନ୍ଦ୍ରା ଭେରାଭାଲ ଜଙ୍କସନ ସୌରାଷ୍ଟ୍ର ଜନତା ଏକ୍ସପ୍ରେସ,
  • ୨୨୯୫୬/୨୨୯୫୫ ମୁମ୍ବାଇ ବାନ୍ଦ୍ରା – ଭୁଜ କଚ୍ଛ ସୁପରଫାଷ୍ଟ ଏକ୍ସପ୍ରେସ,
  • ୨୦୯୦୮/୨୦୯୦୭ ଭୁଜ ଦାଦର ସୟାଜୀ ନଗରୀ ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୧୩୦୧/୧୧୩୦୨ ମୁମ୍ବାଇ ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ,
  • ୧୨୧୧୧/୧୨୧୧୨ ମୁମ୍ବାଇ ଅମରାବତୀ ସୁପରଫାଷ୍ଟ ଏକ୍ସପ୍ରେସ,
  • ୧୨୧୩୯/୧୨୧୪୦ ଛତ୍ରପତି ଶିବାଜୀ ଟର୍ମିନାଲ ନାଗପୁର ସେବାଗ୍ରାମ ଏକ୍ସପ୍ରେସ

ଏହି ସମସ୍ତ ଟ୍ରେନରେ ଏହି ଅତିରିକ୍ତ କୋଚ୍ ସାଧାରଣ ଲୋକଙ୍କୁ ଯାତ୍ରାରେ ବହୁତ ଆଶ୍ୱସ୍ତି ପ୍ରଦାନ କରିବ।

ଭାରତୀୟ ରେଳବାଇ ସାଧାରଣ ଶ୍ରେଶୀ କୋଚ୍
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Latest News

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରେ ଦୀର୍ଘ ପ୍ରତୀକ୍ଷାର ପ୍ରଭାବ:ଡଲାର ତୁଳନାରେ ହ୍ରାସ ପାଇଲା ଟଙ୍କା

July 21, 2025

ପୋଖରୀରେ ବୁଡି ବରିଷ୍ଠ ନାଗରିକଙ୍କ ମୃତ୍ୟୁ

July 21, 2025

ଅବତରଣ ସମୟରେ ରନୱେରେ ଖସିଗଲା ଏୟାର ଇଣ୍ଡିଆର ବିମାନ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୋରା ବାଲି ମହଜୁଦ ଡିପୋରେ ଚଢ଼ାଉ: ଜବତ ହେଲା ଶତାଧିକ ଟ୍ରକର ବାଲି

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.