Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବଜାତ ଶିଶୁର ଯକୃତ ପ୍ରତିରୋପଣ ପାଇଁ ଅର୍ଥ ସାଜିଛି ବାଧକ
ଆଜିର ଖବର

ନବଜାତ ଶିଶୁର ଯକୃତ ପ୍ରତିରୋପଣ ପାଇଁ ଅର୍ଥ ସାଜିଛି ବାଧକ

August 4, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: ଏରସମା ବ୍ଲକ କୁଞ୍ଜକୋଠୀ ପଞ୍ଚାୟତରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଦୁଇ ମାସର ନବଜାତ ଶିଶୁ ଏବେ ଯକୃତ ଜନିତ ରୋଗରେ ପୀଡିତ। ଏନେଇ ପିତା ବଳରାମ ପ୍ରଧାନ ଓ ମା’ ବନିତା ପ୍ରଧାନ ନବଜାତ ସନ୍ତାନର ଯକୃତ ପ୍ରତିରୋପଣ ପାଇଁ ଅର୍ଥ ସାଜିଛି ବାଧକ ବୋଲି କହିଛନ୍ତି।

ସୂଚନା ଅନୁସାରେ, କୁଞ୍ଜକୋଠି ଗ୍ରାମର ବଳରାମ ଓ ବନିତାଙ୍କ ନବଜାତ ଶିଶୁ ଗତ କିଛି ଦିନ ଧରି ଯକୃତ ଜନିତ ରୋଗରେ ପୀଡିତ ଥିବା ଜଣାପଡିଛି। ସେ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ପ୍ରତି ସପ୍ତାହରେ ନବଜାତ ଶିଶୁର ଡ଼ାୟାଲିସିସ ଚାଲିଛି।

ବାପା ମା ‘ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ପୁତ୍ର ସନ୍ତାନର ଯକୃତ ଜନିତ ରୋଗରେ ପୀଡିତ ହେବା ପରେ ଯାହା କିଛି ପାଖରେ ସମ୍ବଳ ଥିଲା ସେ ସବୁ ଚିକିତ୍ସାରେ ଖର୍ଚ୍ଚ ହୋଇସାରିଛି। ଏବେ ଡାକ୍ତରଙ୍କ କହିବା ଅନୁଯାୟୀ ଯକୃତ ପ୍ରତିରୋପଣ ପାଇଁ ବ୍ୟୟ ବହୁଳ ଅର୍ଥ ଆବଶ୍ୟକ। ମାତ୍ର ଏହି ବ୍ୟୟ ବହୁଳ ଚିକିତ୍ସା ପାଇଁ ପାଖରେ ଅର୍ଥ ନ ଥିବାରୁ ଏବେ ବାପା ଓ ମା ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି।

ଉକ୍ତ ନବଜାତ ଶିଶୁ ର ଚିକିତ୍ସା ପାଇଁ ସରକାରୀ କିମ୍ବା ବେସରକାରୀ ଭାବେ ସହାୟତା ଯୋଗାଇଦେବାକୁ ସମାଜସେବୀ ବବୁଲ ମଲ୍ଲିକ ଦାବି କରିଛନ୍ତି।

ଏରସମା ବ୍ଲକ ନବଜାତ ଶିଶୁ ଯକୃତ ପ୍ରତିରୋପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

January 18, 2026

ଗତକାଲିଠାରୁ ବିଜାପୁରରେ ଗୁଳିବିନିମୟ ଜାରି: ମୃତ ମାଓବାଦୀଙ୍କ ସଂଖ୍ୟା ୬ କୁ ବୃଦ୍ଧି

January 18, 2026

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026

କୋଲକାତାରୁ ଚେନ୍ନାଇ: ଆଉ ଏକ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

January 18, 2026
Latest News

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ମୁଖପତ୍ର ‘ପ୍ରଗତି ପ୍ରବାହ’ ଉନ୍ମୋଚିତ

January 18, 2026

ଓଡିଶାରେ ହେବ ସର୍ବଭାରତ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୭ ଲକ୍ଷ

January 18, 2026

ଗତକାଲିଠାରୁ ବିଜାପୁରରେ ଗୁଳିବିନିମୟ ଜାରି: ମୃତ ମାଓବାଦୀଙ୍କ ସଂଖ୍ୟା ୬ କୁ ବୃଦ୍ଧି

January 18, 2026

ରଣପୁରରେ ମା ହାବୁଡ଼ାସିଂହୀ ପୀଠରେ ୨୯ତମ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତୀ ସମ୍ପନ୍ନ

January 18, 2026

ଆସାମର ବଢିଚାଲିଥିବା ବିଶ୍ବାସ,ସାମର୍ଥ୍ୟ ଓ ପ୍ରଗତି ସହ ଭାରତର ଅଭିବୃଦ୍ଧି କାହାଣୀ ବଢିଚାଲିଛି: ପ୍ରଧାନମନ୍ତ୍ରୀ

January 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.