Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେସ୍‌ଲର୍ ଅମନ୍ ସେରାୱତ୍‌ଙ୍କୁ ବ୍ରୋଞ୍ଜ ପଦକ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ରେସ୍‌ଲର୍ ଅମନ୍ ସେରାୱତ୍‌ଙ୍କୁ ବ୍ରୋଞ୍ଜ ପଦକ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

August 10, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଫ୍ରାନ୍ସର ପ୍ୟାରିସ୍‌ରେ ଚାଲିଥିବା ଅଲମ୍ପିକ୍ସରେ ପୁରୁଷ ଫ୍ରି-ଷ୍ଟାଇଲ୍ ୫୭ କିଲୋ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରେସ୍‌ଲର୍ ଅମନ୍ ସେରାୱତ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି ;

“ଅଧିକ ଗର୍ବର ବିଷୟ, ଆମର ରେସ୍‌ଲର୍‌ମାନଙ୍କୁ ଧନ୍ୟବାଦ!

ପ୍ୟାରିସ୍ ଅଲମ୍ପିକ୍ସରେ ପୁରୁଷ ଫ୍ରି-ଷ୍ଟାଇଲ୍ ୫୭ କିଲୋ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅମନ ସେରାୱତ୍‌ଙ୍କୁ ଅଭିନନ୍ଦନ। ଏହି ସଫଳତାରୁ ତାଙ୍କର କଠିନ ପରିଶ୍ରମ ଓ ସାଧନା ସମ୍ପର୍କରେ ସ୍ପଷ୍ଟ ଜଣାପଡୁଛି। ତାଙ୍କର ଏହି ଉଲ୍ଲେଖନୀୟ ସଫଳତାକୁ ନେଇ ଆଜି ସାରା ଦେଶ ବିଜୟ ଖୁସି ମନାଉଛି।”

france narendra modi Paris Olympic ପ୍ୟାରିସ୍ ଅଲମ୍ପିକ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଏନସିସି କ୍ୟାଡେଟ୍

December 28, 2025

ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ ର ଦାବି ଅନୁଧ୍ୟାନ ପାଇଁ ଆନ୍ତଃବିଭାଗୀୟ କମିଟି ଗଠନ

December 28, 2025

ଦକ୍ଷ ନେତାଟିଏ ହେବା ପାଇଁ ଅନୁସରଣ କରନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉପଦେଶ

December 28, 2025

ଆରମ୍ଭ ହେଲା ୭୧ତମ ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା

December 28, 2025
Latest News

ସାଧାରଣତନ୍ତ୍ର ଦିବସ ଶିବିରରେ ଭାଗନେବେ ଓଡ଼ିଶାର ୧୨୭ ଏନସିସି କ୍ୟାଡେଟ୍

December 28, 2025

ଓଡିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ ର ଦାବି ଅନୁଧ୍ୟାନ ପାଇଁ ଆନ୍ତଃବିଭାଗୀୟ କମିଟି ଗଠନ

December 28, 2025

ଦକ୍ଷ ନେତାଟିଏ ହେବା ପାଇଁ ଅନୁସରଣ କରନ୍ତୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଉପଦେଶ

December 28, 2025

ଆରମ୍ଭ ହେଲା ୭୧ତମ ରାଜ୍ୟ ସ୍ତରୀୟ ଖେଳ କୁଦ ପ୍ରତିଯୋଗିତା

December 28, 2025

ସୂର୍ଯ୍ୟ ନମସ୍କାରରେ ଲୁଚି ରହିଛି ଏହି ୧୦ ଟି ଆସନ: ଏହା ଦ୍ଵାରା ଆପଣଙ୍କୁ ମିଳିବ ଅନେକ ଲାଭ

December 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.