Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ
ଆଜିର ଖବର

ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

August 11, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ନଟବର ସିଂହଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଖ ପ୍ରକାଶ କରିଛନ୍ତି।

ବିଶ୍ୱ କୂଟନୀତି ଓ ବିଦେଶ ନୀତିକୁ ତାଙ୍କର ଥିବା ଅନେକ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ଏଥିସହ ଶ୍ରୀ ସିଂହ ତାଙ୍କ ବୁଦ୍ଧି ଓ ଉତ୍ତମ ଲେଖା ପାଇଁ ମଧ୍ୟ ପରିଚିତ ଥିଲେ।

ଶ୍ରୀ ମୋଦୀ ଏକ୍ସ ର ଏକ ପୋଷ୍ଟରେ ଲେଖିଛନ୍ତି:

“ଶ୍ରୀ ନଟବର ସିଂହ ଜୀଙ୍କ ପରଲୋକରେ ଗଭୀର ଦୁଃଖିତ। ବିଶ୍ୱ କୂଟନୀତି ଓ ବିଦେଶ ନୀତିକୁ ତାଙ୍କର ଅନେକ ଅବଦାନ ଥିଲା। ସେ ତାଙ୍କର ବୁଦ୍ଧି ଓ ଉତ୍ତମ ଲେଖା ପାଇଁ ମଧ୍ୟ ପରିଚିତ। ଏଭଳି ଦୁଃଖର ସମୟରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ମୋର ସମବେଦନା। ଓମ୍ ଶାନ୍ତି।”

narendra modi passes away
Share. Facebook Twitter LinkedIn Email WhatsApp Copy Link

Related Posts

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026
Latest News

ପିଟି ଉଷାଙ୍କ ସ୍ୱାମୀ ଭି. ଶ୍ରୀନିବାସନଙ୍କ ଦେହାନ୍ତ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୋକ ପ୍ରକାଶ

January 30, 2026

ସୁନା ଏବଂ ରୂପା ମୂଲ୍ୟରେ ବଡ ହ୍ରାସ: ୮ ହଜାରରୁ ୧୫ ହଜାର ପର୍ଯ୍ୟନ୍ତ କମିଲା ଦର

January 30, 2026

ମନ୍ତ୍ରୀଙ୍କ ସହାୟକଙ୍କ ମୃତ୍ୟୁ: ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ

January 30, 2026

ରାଜ୍ୟରେ ପାନ ମସଲା ଉପରେ କଟକଣା ନାହିଁ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

January 30, 2026

ଓଡ଼ିଆ ଯବାନ ଜିତୁ ବେହେରାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.