Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାରର ଭିଟାଠାରେ ନ୍ୟୁ ସିଭିଲ ଏନକ୍ଲେଭ ର ବିକାଶ କୁ କ୍ୟାବିନେଟ ମଞ୍ଜୁରୀ: ୧୪୧୩ କୋଟି ବ୍ୟୟ ଅଟକଳ
ଆଜିର ଖବର

ବିହାରର ଭିଟାଠାରେ ନ୍ୟୁ ସିଭିଲ ଏନକ୍ଲେଭ ର ବିକାଶ କୁ କ୍ୟାବିନେଟ ମଞ୍ଜୁରୀ: ୧୪୧୩ କୋଟି ବ୍ୟୟ ଅଟକଳ

August 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ୧୪୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ବିହାରର ପାଟନାସ୍ଥିତ ଭିଟା ଠାରେ ଏକ ନୂତନ ସିଭିଲ ଏନକ୍ଲେଭ ର ବିକାଶ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ପ୍ରସ୍ତାବକୁ ମଞ୍ଜୁର କରିଛି।

ଏହି ଭିତ୍ତିଭୂମି ପ୍ରକଳ୍ପ ପାଟନା ବିମାନ ବନ୍ଦରରେ କ୍ଷମତାର ଆଶାନୁରୂପ ସନ୍ତୁଳନକୁ ଦୂର କରିବା ପାଇଁ ଏକ ରଣନୈତିକ ପଦକ୍ଷେପକୁ ପ୍ରତିନିଧିତ୍ୱ କରେ। ଏଏଆଇ ପାଟନା ବିମାନବନ୍ଦରରେ ଏକ ନୂତନ ଟର୍ମିନାଲ ବିଲ୍ଡିଂ ନିର୍ମାଣ ପ୍ରକ୍ରିୟାରେ ଥିବା ବେଳେ ସୀମିତ ଜମି ଉପଲବ୍ଧତା ଯୋଗୁଁ ଅଧିକ ସମ୍ପ୍ରସାରଣ ବାଧାପ୍ରାପ୍ତ ହୋଇଛି।

ଭିଟା ବିମାନବନ୍ଦରରେ ପ୍ରସ୍ତାବିତ ନୂତନ ସମନ୍ୱିତ ଟର୍ମିନାଲ ବିଲ୍ଡିଂ ୬୬,୦୦୦ ବର୍ଗ ମିଟର ପରିବ୍ୟାପ୍ତ ଏବଂ ଏହା ୩୦ ପିକ୍ ଆୱାର ଯାତ୍ରୀ (ପିଏଚପି) ପରିଚାଳନା ପାଇଁ ଡିଜାଇନ୍ କରାଯାଇଛି ଏବଂ ବାର୍ଷିକ ୫୦ ଲକ୍ଷ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ଆବଶ୍ୟକ ସ୍ଥଳେ ଏହାକୁ ଆହୁରି ୫୦ ଲକ୍ଷ ବୃଦ୍ଧି କରାଯିବ ଏବଂ ବାର୍ଷିକ ଏକ କୋଟି ଯାତ୍ରୀଙ୍କ ସର୍ବାଧିକ କ୍ଷମତା ରହିବ। ଏହି ପ୍ରକଳ୍ପର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା ଏ-୩୨୧/ବି-୭୩୭-୮୦୦/ଏ-୩୨୦ ପ୍ରକାର ବିମାନ ପାଇଁ ଉପଯୁକ୍ତ ୧୦ଟି ପାର୍କିଂ ବେ’ ଏବଂ ଦୁଇଟି ଲିଙ୍କ୍ ଟ୍ୟାକ୍ସିୱେ ନିର୍ମାଣ କରିବାରେ ସକ୍ଷମ ଏକ ଆପ୍ରନ୍ ନିର୍ମାଣ।

ଅର୍ଥନୈତିକ ବ୍ୟାପାର ଏଏଆଇ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Latest News

ଭଉଣୀଙ୍କ ପାଇଁ ରାକ୍ଷୀ ଉପହାର: ରକ୍ଷାବନ୍ଧନରେ ମାଗଣା ‘ଆମ ବସ୍’ ସେବା

August 27, 2026

ନଭେମ୍ବର ୨୪ରୁ ବାଲିଯାତ୍ରା: ମହାନଦୀରେ ଜଳକ୍ରୀଡ଼ା ହେବ ମୁଖ୍ୟ ଆକର୍ଷଣ

August 27, 2026

କ୍ୟାଶ୍‌ଲେସ୍‌ ଚିକିତ୍ସାରେ କ୍ୟାଶ୍‌ର ଖେଳ! ଆୟୁଷ୍ମାନ ହିତାଧିକାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି ଘରୋଇ ହସ୍ପିଟାଲ?

August 26, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

କୃତ୍ରିମ ବୁଦ୍ଧିମତା ଓ ମାନବିକୀ ବିଜ୍ଞାନ ମଧ୍ୟରେ ସେତୁ ସ୍ଥାପନ ପାଇଁ ସୋଆରେ କମର୍ଶାଳା

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.