Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଲାମ କରାଯାଇଥିବା ଏବଂ ପ୍ରକ୍ରିୟା ସମାପ୍ତିର ବିଭିନ୍ନ ସ୍ଥିତି ଉପରେ ସମୀକ୍ଷା କଲା କୋଇଲା ମନ୍ତ୍ରଣାଳୟ
ଆଜିର ଖବର

ନିଲାମ କରାଯାଇଥିବା ଏବଂ ପ୍ରକ୍ରିୟା ସମାପ୍ତିର ବିଭିନ୍ନ ସ୍ଥିତି ଉପରେ ସମୀକ୍ଷା କଲା କୋଇଲା ମନ୍ତ୍ରଣାଳୟ

September 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଆୟୋଜିତ ଏକ ବୈଠକରେ କୋଇଲା ମନ୍ତ୍ରଣାଳୟ ବିଭିନ୍ନ ପର୍ଯ୍ୟାୟରେ ନିଲାମ କରାଯାଇଥିବା ଏବଂ ପ୍ରକ୍ରିୟା ସମାପ୍ତିର ବିଭିନ୍ନ ସ୍ଥିତି ଉପରେ ସମୀକ୍ଷା କରାଯାଇଛି। ଏହି ବୈଠକରେ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ନାମାଙ୍କିତ ପ୍ରାଧିକରଣ ରୂପିନ୍ଦର ବ୍ରାର ଅଧ୍ୟକ୍ଷତା କରିଥିଲେ। ଏହି ବିସ୍ତୃତ ସମୀକ୍ଷାରେ ଘରୋଇ କୋଇଲା ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆଲୋକିତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପରିଚାଳନାର ଅଗ୍ରୀମ ପର୍ଯ୍ୟାୟ କୋଇଲା ବ୍ଲକଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅତିରିକ୍ତ ସଚିବ ଆବଣ୍ଟନଗ୍ରାହୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି ୭୧ଟି କୋଇଲା ବ୍ଲକ ନିୟାମକ ସ୍ୱୀକୃତି ପାଇବାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହି ବ୍ଲକଗୁଡିକ ୯ଟି ରାଜ୍ୟରେ ବଣ୍ଟନ କରାଯାଇଛି: ଅରୁଣାଚଳ ପ୍ରଦେଶ, ଆସାମ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ।

ଏହି ରଣନୀତିକ ସମୀକ୍ଷା ବୈଠକରେ ଭାରତର ବୃଦ୍ଧି ପାଉଥିବା ଶକ୍ତି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋଇଲା ବ୍ଲକ କାର୍ଯ୍ୟକ୍ଷମ ଦିଗରେ ଆସୁଥିବା ସମସ୍ୟା ଦୂର କରିବାରେ ମନ୍ତ୍ରଣାଳୟର ସକ୍ରିୟ ଆଭିମୂଖ୍ୟକୁ ଗୁରୁତ୍ୱ ଦିଆଯାଇଛି। ଏହି ଖଣିଗୁଡିକ ଉପରେ ଧ୍ୟାନ ଦେଇ ସରକାର ଘରୋଇ ସମ୍ବଳର ସର୍ବାଧିକ ଉପଯୋଗ ଏବଂ କୋଇଲା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ଲକ୍ଷ୍ୟ ରଖିଛନ୍ତି।

କୋଇଲା ମନ୍ତ୍ରଣାଳୟ ଘରୋଇ କୋଇଲା ଉତ୍ପାଦନ ବୃଦ୍ଧି ମାଧ୍ୟମରେ ଭାରତର ଶକ୍ତି ନିରାପତ୍ତାକୁ ସୁଦୃଢ଼ କରିବା ସହ ଦେଶର ଦୀର୍ଘକାଳୀନ ଆର୍ôଥକ ବିକାଶ ପଥକୁ ଅଧିକ ପ୍ରଶସ୍ତ କରିବା ପାଇଁ ପ୍ରତିବଦ୍ଧ।

କୋଇଲା ମନ୍ତ୍ରଣାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.