Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀ ସାଂସଦ ଡାଃ ସମ୍ବିତ ପାତ୍ରଙ୍କ ସଂସଦୀୟ କ୍ଷେତ୍ର ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ପର୍ଶୁରାମ ବିଷୋୟୀ
ଆଜିର ଖବର

ପୁରୀ ସାଂସଦ ଡାଃ ସମ୍ବିତ ପାତ୍ରଙ୍କ ସଂସଦୀୟ କ୍ଷେତ୍ର ପ୍ରତିନିଧି ଭାବେ ନିଯୁକ୍ତି ପାଇଲେ ପର୍ଶୁରାମ ବିଷୋୟୀ

September 17, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୁରୀ ସାଂସଦ ଡା ସମ୍ବିତ ପାତ୍ରଙ୍କ ସଂସଦୀୟ କ୍ଷେତ୍ର ପ୍ରତିନିଧି ଭାବେ ନିଯୁକ୍ତି ପାଇଛନ୍ତି ବରିଷ୍ଠ ସଂଗଠକ ପର୍ଶୁରାମ ବିଷୋୟୀ। ଶ୍ରୀ ବିଷୋୟୀଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ପ୍ରତିନିଧି ଭାବେ ନିଯୁକ୍ତି ଦେଇଛନ୍ତି ସାଂସଦ ଡା ପାତ୍ର। ଏ ନେଇ ନିକଟରେ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ ଜିଲ୍ଲପାଳଙ୍କୁ ପତ୍ର ଲେଖିଛନ୍ତି ସାଂସଦ ଡା ପାତ୍ର।

ପର୍ଶୁରାମ ବିଷୋୟୀ ଆରଏସଏସ ସ୍ୱୟଂସେବକ ଥିବାବେଳେ ୨୦୦୩ ମସିହାରୁ ଭାଜପା ସହ ଜଡ଼ିତ। ସେ ପୂର୍ଣ୍ଣକାଳିକ ବିସ୍ତାରକ ଭବେ ଦୀର୍ଘ ବର୍ଷ ଧରି ଦଳରେ ସଂଗଠନ କାର୍ଯ୍ୟ କରିଥିବା ବେଳେ, ବିଭିନ୍ନ ଜିଲ୍ଲାର ବିଜେପି ସଂଗଠନ ସମ୍ପାଦକ, ପୁରୀ ଲୋକସଭାର ସଂଯୋଜକ ଭଳି ଗୁରୁଦାୟିତ୍ୱ ମଧ୍ୟ ତୁଲାଇଛନ୍ତି।

ପୁରୀ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଲୋକସଭା କ୍ଷେତ୍ର ହୋଇଥିବାବେଳେ ଏହା ଅଧୀନରେ ଥିବା ସମସ୍ତ ସାତ ଗୋଟି ନିର୍ବାଚନମଣ୍ଡଳୀ ମଧ୍ୟ ଗୁରୁତ୍ୱ ବହନ କରୁଛି। ପୁରୀ ସଂସଦୀୟ କ୍ଷେତ୍ରରେ ଦୀର୍ଘବର୍ଷର ସଂଗଠନ ଅଭିଜ୍ଞତା ଥିବା ଶ୍ରୀ ବିଷୋୟୀଙ୍କ ନିଷ୍ଠାପର କାର୍ଯ୍ୟକୁ ଭରସା କରି ତାଙ୍କୁ ଏହି ନୂତନ ଦାଇତ୍ୱ ପ୍ରଦାନ କରିଛନ୍ତି ସାଂସଦ ଡା ପାତ୍ର। ଏଥିନିମନ୍ତେ ଶ୍ରୀ ବିଷୋୟୀ ପୁରୀ ସାଂସଦ ଡା ପାତ୍ରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଡ଼ା ସମ୍ବିତ ପାତ୍ର ପୁରୀ ସାଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Latest News

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025

ବାଣ ଫୁଟାଇବାର ଜୋରଦାର ଶବ୍ଦ ହୃଦଘାତର କାରଣ ହୋଇପାରେ?: ଏଭଳି ନିଅନ୍ତୁ ଯତ୍ନ

October 20, 2025

ଦୀପାବଳିରେ ଉପହାର ଦିଅନ୍ତୁ ଫାସ୍‌ଟ୍ୟାଗ ବାର୍ଷିକ ପାସ୍

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.