Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁଭଦ୍ରା ଟଙ୍କା ନ ଆସିବାରୁ ଖାତା ଚେକ କରିବା ପାଇଁ ବ୍ୟାଙ୍କ ଆଗରେ ମହିଳାଙ୍କ ଅସମ୍ଭବ ଭିଡ
ଆଜିର ଖବର

ସୁଭଦ୍ରା ଟଙ୍କା ନ ଆସିବାରୁ ଖାତା ଚେକ କରିବା ପାଇଁ ବ୍ୟାଙ୍କ ଆଗରେ ମହିଳାଙ୍କ ଅସମ୍ଭବ ଭିଡ

September 18, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୁଭଦ୍ରା
ସୁଭଦ୍ରା ଟଙ୍କା ନ ଆସିବାରୁ ଖାତା ଚେକ କରିବା ପାଇଁ ବ୍ୟାଙ୍କ ଆଗରେ ମହିଳାଙ୍କ ଅସମ୍ଭବ ଭିଡ

ଯାଜପୁର: ସୁଭଦ୍ରା ଟଙ୍କା କି ପ୍ରକାରର ବାୟା କରିଛି କେଜାଣି ବର୍ତ୍ତମାନ ସାରା ଓଡିଶାରେ ଏହାକୁ ନେଇ ଚର୍ଚ୍ଚା। କେଉଁଠାରେ କିଏ ଫର୍ମ ଫିଲପ ପାଇଁ ଟଙ୍କା ମାଗିଲାଣି ତ କିଏ ଆଧାର ସଂଯୋଗ ପାଇଁ ହାତଗୁଞ୍ଜା ମାଗୁଛି। ତେବେ ରାଜ୍ୟ ସରକାରଙ୍କ ତରଫରୁ ସେ ସବୁ ନିୟନ୍ତ୍ରଣ କରାଯାଉଥିବା ବେଳେ ବର୍ତ୍ତମାନ କାହିଁକି ଟଙ୍କା ଆସି ନାହିଁ ସେ ନେଇ ସମସ୍ତଙ୍କର ଚିନ୍ତା।

ଏସବୁ ଭିତରେ ଯାଜପୁରରୁ ଆସିଛି ଏକ ଅଭାବନୀୟ ଘଟଣା। ତାହା ହେଲା ଯାଜପୁର ବରିର ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କର ଆଗରେ ମହିଳାମାନଙ୍କ ଅସମ୍ଭବ ଭିଡ। ଏକ ପୁରୁଣା ଘରେ ହୋଇଥିବା ଏହି ବ୍ୟାଙ୍କର ସିଡିରେ ମହିଳାମାନେ ଯେପରି ବିପଦ ପୂର୍ଣ୍ଣ ଭାବେ ଆକାଉଣ୍ଟ ଯାଞ୍ଚ କରିବା ପାଇଁ ଅପେକ୍ଷା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଘଟଣାରୁ ଜଣାପଡିଛି ଯେ, ଗତକାଲି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ବିଭିନ୍ନ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିଲା। ହେଲେ କେତେକଙ୍କ ପାଖକୁ ମେସେଜ ନ ଆସିଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିଥିଲା। ଏହି ଖବର ଜଣାପଡିବା ପରେ ଯେଉଁମାନଙ୍କ ପାଖକୁ ମେସେଜ ଆସିନାହିଁ ସେମାନେ ବ୍ୟାଙ୍କ ଆଗରେ ପ୍ରବଳ ଭିଡ କରିଛନ୍ତି।

ଯାଜପୁର ସୁଭଦ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026
Latest News

ଭାରତରେ ଲିଭରପୁଲ୍ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପ୍ରତିଷ୍ଠା ନେଇ ମଞ୍ଜୁରୀ ପତ୍ର ପ୍ରଦାନ

June 5, 2026

କୁଏତ ବିମାନବନ୍ଦର ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ; ଆହତ ୧୩ ଜଣଙ୍କୁ ସହାୟତା ପ୍ରଦାନ

June 5, 2026

ଉତ୍ତର ପୂର୍ବ ପରିଷଦର ୭୩ତମ ପୂର୍ଣ୍ଣାଙ୍ଗ ବୈଠକର ଅଧ୍ୟକ୍ଷତା କଲେ ଅମିତ ଶାହ

June 5, 2026

ଆଜି ଜୁନ ୫ ତାରିଖ ଶୁକ୍ରବାରରେ ଏହି ସାତୋଟି ରାଶିର ଭାଗ୍ୟ ଚମକିବ, କରନ୍ତୁ ଏହି କାମ

June 5, 2026

ମୋଦିଙ୍କ ପ୍ରଶଂସାରେ ପୁଟିନ, ଭାରତକୁ ନେଇ କହିଲେ ବଡ଼ କଥା

June 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.