Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକରେ ମହିଳାଙ୍କୁ ନିର୍ମମ ହତ୍ୟା!: ଫ୍ରିଜରୁ ମିଳିଲା ୩୦ ଖଣ୍ଡରେ କଟାଯାଇଥିବା ଅଙ୍ଗ
ଆଜିର ଖବର

କର୍ଣ୍ଣାଟକରେ ମହିଳାଙ୍କୁ ନିର୍ମମ ହତ୍ୟା!: ଫ୍ରିଜରୁ ମିଳିଲା ୩୦ ଖଣ୍ଡରେ କଟାଯାଇଥିବା ଅଙ୍ଗ

September 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଲେଶ୍ୱରମ: କର୍ଣ୍ଣାଟକର ମଲେଶ୍ୱରମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୂଚନାନୁସାରେ ୨୬ ବର୍ଷିୟା ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମହିଳାଙ୍କ ଶରୀରକୁ ଅନେକ ଖଣ୍ଡରେ କାଟି ଦିଆଯାଇଛି। ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ମଲେଶ୍ୱରମ ନିକଟ ୱାଲିକାୱଲରେ ଏକ ଫ୍ରିଜ ଭିତରେ ଖଣ୍ଡ ବିଖଣ୍ଡିତ ଅଙ୍ଗକୁ ରଖାଯାଇଛି। ଦୁର୍ଗନ୍ଧ ବାହାରିବା ପରେ ପୋଲିସ ଏହି ସ୍ଥାନରେ ପହଞ୍ଚିଛି। ବର୍ତ୍ତମାନ ସମଗ୍ର ଘଟଣାର ଗଭୀର ଅନୁସନ୍ଧାନ କରାଯାଉଛି।

ମହିଳାଙ୍କ ମୃତଦେହକୁ ୩୦ ଖଣ୍ଡରେ କାଟି ଏକ ଘରେ ଥିବା ରେଫ୍ରିଜରେଟରରେ ରଖାଯାଇଥିବା ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣାର ତଦନ୍ତ ଚାଲିଛି। ପୋଲିସ କହିଛି ଯେ ଫୋରେନସିକ୍ ଟିମ୍ ମଧ୍ୟ ଡକାଯାଇଛି। ଏହି ଘଟଣାର ସମ୍ପୂର୍ଣ୍ଣ ଅନୁସନ୍ଧାନ କରାଯାଉଛି।

ମୃତଦେହ ଚିହ୍ନଟ ହୋଇଥିବା ପୋଲିସ କହିଛି। ପୋଲିସ କହିଛି ଯେ, ବର୍ତ୍ତମାନ ତଦନ୍ତ ଚାଲିଛି, ସେମାନେ ତଦନ୍ତ ପରେ ଅଧିକ ସୂଚନା ଦେବେ। ମହିଳାଜଣଙ୍କ କର୍ଣ୍ଣାଟକରେ ଅବସ୍ଥାନ କରିଥିଲେ କିନ୍ତୁ ମୂଳତଃ ଅନ୍ୟ ରାଜ୍ୟରୁ ଆସିଥିଲେ।

crime death karnatak murder
Share. Facebook Twitter LinkedIn Email WhatsApp Copy Link

Related Posts

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026

ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

January 29, 2026

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ସୁରକ୍ଷା ଉପରେ ବିଶେଷ ଧ୍ୟାନ: ଜାଣନ୍ତୁ ଶ୍ରୀଲଙ୍କାର ଯୋଜନା

January 29, 2026

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026
Latest News

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ

January 29, 2026

ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଅଖିଳ କୁମାର ମିଶ୍ରଙ୍କ ସମ୍ବୋଧନ

January 29, 2026

ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ପାଇଁ ସୁରକ୍ଷା ଉପରେ ବିଶେଷ ଧ୍ୟାନ: ଜାଣନ୍ତୁ ଶ୍ରୀଲଙ୍କାର ଯୋଜନା

January 29, 2026

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026

ଆର୍ଥିକ ସର୍ବେକ୍ଷଣ ରିପୋର୍ଟ 2025-26: ଜିଡିପି ଅଭିବୃଦ୍ଧି 7.4% ରହିବା ନେଇ ଆକଳନ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.