Breaking News: ଆଜି ୪୬ ବିଡିଓଙ୍କ ହେଲା ବଦଳି, ଦେଖନ୍ତୁ ଆପଣଙ୍କ ବିଡିଓ କୁଆଡେ ଗଲେ

Published: Sep 26, 2024, 6:44 pm IST

ଭୁବନେଶ୍ବର: ରାଜ୍ୟ ସରକାର ଓଏସଏସ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିବାରେ ଲାଗିଛନ୍ତି। ଗତକାଲି ଓ ଆଜି ବହୁ ବରିଷ୍ଠ ଓଏଏସଙ୍କୁ ବଦଳି କରିବା ପରେ ଆଜି ବିଡିଓଙ୍କ ବଦଳି କରାଯାଇଛି।

ଏହି ତାଲିକାରେ ଏକାଥରେ ୪୬ ବିଡିଓଙ୍କ ବଦଳି ଆଦେଶ ଦିଆଯାଇଛି। ସେମାନେ ତୁରନ୍ତ ନୂଆ ସ୍ଥାନରେ ଯୋଗଦେବା ପାଇଁ କୁହାଯାଇଛି।

Related posts