Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମ୍ୟୁନିଷ୍ଟ ପାର୍ଟି ର ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ
ଆଜିର ଖବର

କମ୍ୟୁନିଷ୍ଟ ପାର୍ଟି ର ଆଞ୍ଚଳିକ କମିଟି ସମ୍ମିଳନୀ ଅନୁଷ୍ଠିତ

October 5, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ରଣପୁର ଆଞ୍ଚଳିକ କମିଟି ସମ୍ମିଳନୀ ପଟିଆ ପଞ୍ଚାୟତର କଦମଝୋଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ ଜିଲ୍ଲାର ବରିଷ୍ଠ ସାଥୀ ବିଶ୍ବନାଥ ମହାପାତ୍ର। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ବିଶ୍ଵ ସାମ୍ରାଜ୍ୟ ବାଦି ନିଜ ସ୍ଵାର୍ଥ ପାଇଁ ବିଭିନ୍ନ ଦେଶ ଉପରେ ଆକ୍ରମଣ ଜାରି ରଖିଛି, ଆମେରିକା ସହଯୋଗ ରେ ଇସ୍ରାଏଲ ପାଲେଷ୍ଟାଇନ ଗାଜା ଉପରେ ଆକ୍ରମଣ କରି ନିରିହ ଲୋକଙ୍କୁ ହତ୍ୟା କରୁଛି ତାହା ବିରୋଧ ରେ ଜନସାଧାରଣ ସ୍ଵର ଉତ୍ତୋଳନ କରିବାକୁ ଆହ୍ବାନ ଦେଇଛନ୍ତି ସେହିଭଳି ଆମ ଦେଶରେ ମୋଦି ସରକାର ତାର ତୃତୀୟ ପାଳି ସହିତ ଆମ ରାଜ୍ୟରେ ବିଜେପି ସରକାର ଚାଲୁଛି ଅଳ୍ପ ଝୁଣ୍ଟୁଛି ବେଶି। ସେଥିମଧ୍ୟରୁ ସୁଭଦ୍ରା ଯୋଜନା ମାଧ୍ୟମରେ ଦୁଇ ବର୍ଷ ରେ ୫୦ହଜର ଟଙ୍କା ଦେବାକୁ କହି ବର୍ଷ କୁ ଦଶ ହଜାର ୫ ବର୍ଷ ରେ ୫୦ ହଜାର ଦେବା ଆରମ୍ଭ କରିଛନ୍ତି ଏଥିରେ କିପର ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇପାରିବ ବୋଲି ପ୍ରଶ୍ନ କରିଥିଲେ, ୩୦୦ ଇଉନିଟ୍ ମାଗଣା ବିଜୁଳି,୨୪ ଘଣ୍ଟା ରେ ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ କୁଆଡ଼େ ଗଲା, ବାର୍ଦ୍ଧକ୍ୟ ବିଧବା ଭିନ୍ନକ୍ଷମ ଭତା ୩୦୦୦. କୁଆଡ଼େ ଗଲା ଅପର ପକ୍ଷରେ ଖଣି ବିମାନ ବନ୍ଦର ଗୋପାଳପୁର ବନ୍ଦରକୁ ଆଦାନୀ କୁ ବିକ୍ରି କରି ସାରିଲେଣି ଏହା ବିରୋଧରେ ଅଇକ୍ୟା ବଦ୍ଦ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦେଇଥିଲେ।

ଆଞ୍ଚଳିକ କମିଟି ସଂପାଦକ ନିତ୍ୟାନନ୍ଦ ପରିଡ଼ା ସମ୍ପାଦକିୟ ବିବରଣୀ ପ୍ରଦାନ କରିଥିଲେ।ଏହା ଉପରେ ୯ଜଣ ସାଥୀ ଆଲୋଚନା କଲାପରେ ଆଗାମୀ ଦିନରେ ଜନସାଧାରଣଙ୍କ ସମାସ୍ୟା ଉପରେ ଗଣ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ବାନ ଦିଆ ଯାଇଥିଲା, ଅନ୍ୟ ମାନଙ୍କ ମଧ୍ୟରେ ବକ୍ତବ୍ୟ ରଖିଥିଲେ ସାଥୀ ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ, ଦୁଃଶାସନ ଜେନା ଗଦାଧର ପ୍ରଧାନ, ଶୁଶିଲ ମାହାନ୍ତି,ରଜତ ଜେନା ବିଜୟ କୁମାର ଜେନା ମହେନ୍ଦ୍ର କୁମାର ସାହୁ ବିନୋଦ ନାୟକ ଜୋଗି ନାୟକ ପ୍ରମୁଖ। ଆଗାମୀ ୩ ବର୍ଷ ପାଇଁ ନିତ୍ୟାନନ୍ଦ ପରିଡ଼ା ସମ୍ପାଦକ ଥାଇ ଏକ ୯ ଜଣିଆ ଆଞ୍ଚଳିକ କମିଟି ଗଠନ କରାଯାଇଛି। ଆଗାମୀ ଜିଲ୍ଲା ସମ୍ମିଳନୀ ନଭେମ୍ବର ୧୭,୧୮ ରଣପୁର ଠାରେ ଅନୁଷ୍ଠିତ ହେବ ଏହାକୁ ସଫଳ କରିବା ପାଇଁ ଆହ୍ୱାନ କରଯାଇଥିଲା।

ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପୁରୀ-ବାଦାମପାହାଡ଼ ମଧ୍ୟରେ ଗଡ଼ିବ ସିଧା ଟ୍ରେନ୍, ମୟୂରଭଞ୍ଜବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହେବ ସାକାର

October 21, 2026

iPhone ବ୍ୟବହାରକାରୀଙ୍କ ପାଇଁ ଆସିପାରେ ନୂଆ ପେମେଣ୍ଟ ବିକଳ୍ପ, Apple Payକୁ ମିଳିବ ଚ୍ୟାଲେଞ୍ଜ!

October 20, 2026

CJP ପ୍ରସଙ୍ଗରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ : ନବୀନଙ୍କ ଏକ୍ସ ପୋଷ୍ଟକୁ ନେଇ ଚର୍ଚ୍ଚା

October 20, 2026

ବାଣପୁର ଗୋଦାବରୀଶ ବିଦ୍ୟାପୀଠର ୧୯୯୯ ବ୍ୟାଚ୍‌ର ବନ୍ଧୁମିଳନ ଉତ୍ସବ ସମ୍ପନ୍ନ

October 20, 2026
Latest News

କିଡନୀ ଷ୍ଟୋନ୍ ସମସ୍ୟାରୁ ମୁକ୍ତି ପାଇଁ କିଛି ସହଜ ଘରୋଇ ଉପଚାର

October 21, 2026

ଭାରତ-ଆମେରିକା ଶୀଘ୍ର ହେବ ବାଣିଜ୍ୟ ଚୁକ୍ତି : ମାର୍କୋ ରୁବିଓ

October 21, 2026

ଆୟକର ନିୟମରେ ବଡ଼ ପରିବର୍ତ୍ତନ! TDS ପାଇଁ ଆଉ ୪ଟି ଫର୍ମ ନୁହେଁ, ଗୋଟିଏ ଫର୍ମରେ ହେବ ସବୁ କାମ

October 21, 2026

ଭାରତର ୩ ଶତ୍ରୁ: ଏକଜୁଟ ହେବାକୁ ମୋଦୀଙ୍କ ଆହ୍ୱାନ

October 21, 2026

ଭାରତରେ ଭିଟାମିନ୍ D ସଙ୍କଟ: ଜାଣନ୍ତୁ ଏହାର ୫ଟି ବଡ଼ କାରଣ

October 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.