Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଷ ପିଆଇବା ସହ ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା!: ସ୍ବାମୀ ଅଟକ
ଆଜିର ଖବର

ବିଷ ପିଆଇବା ସହ ପତ୍ନୀଙ୍କୁ ଠେଙ୍ଗାରେ ପିଟି ହତ୍ୟା!: ସ୍ବାମୀ ଅଟକ

November 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ୍ କିସିଣ୍ଡା ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର କୁଟ୍ରାଖୋଲ ଠାରେ ଜଣେ ଆଦିବାସୀ ମହିଳାକୁ ପ୍ରଥମେ ବିଷ ପିଆଇ ଦେବା ପରେ ତାଙ୍କର ସ୍ବାମୀ ନିସ୍ତୁକ ପିଟି ପିଟି ମାରିଦେଇଥିବା ଜଣାପଡିଛି। ଏନେଇ ୧୧ ବର୍ଷର କୁନି ଝିଅ ଦୀପ୍ତି ପୋଲିସ ଓ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛି।

ମୃତ ମହିଳା ଜଣଙ୍କ ହେଲେ କୁଟ୍ରାଖୋଲ ଗ୍ରାମର ପଙ୍କ କାଲୋ (୩୮)। ତେବେ ଶୁକ୍ରବାର ରାତିରେ ରୁଦ୍ର କାଲ୍ଲୋ ତାଙ୍କ ସ୍ତ୍ରୀ ପଙ୍କକୁ ବିଷ ପିଇବା ପାଇଁ ବାଧ୍ୟ କରିଥିଲା। ବିଷ ପାନ କରିବାରୁ ମୁହଁରେ ଫେଣ ବାହାରୁଥିବା ଝିଅ ପ୍ରକାଶ କରିଛି। ରୁଦ୍ରର ପୁଅ ରୁପନ୍ କାଲ୍ଲୋ ଭୁବନେଶ୍ୱର ଠାରେ କୌଣସି ଏକ ଇଟା ଭାଟିରେ କାମ କରୁଥିଲେ। ହଠାତ୍ ଖବର ପାଇ ଆଜି ଭୋର୍ ସକାଳେ ୫ଟାରେ ଘରକୁ ପହଞ୍ଚି ଦେଖିବାରୁ ମାଁ ମୁର୍ମୁଷୁ ଅବସ୍ଥାରେ ପଡ଼ିଛି।

ସକାଳ ୯ ଟାରେ ଆମ୍ବୁଲାନ୍ସ ଡାକି ନେବା ପୂର୍ବରୁ ମାଁ ମୃତ ବୋଲି ପୁଅ ନିଜେ ଜାଣିଲେ ଓ ପୋଡଶୀ ଲୋକଙ୍କୁ ଡାକି ଥିଲେ। ପରେ କିସିଣ୍ଡା ପୋଲିସ ଖବରପାଇ ଘଟଣା ସ୍ଥଳକୁ ପହଞ୍ଚି ସ୍ବାମୀ ରୁଦ୍ର କାଲୋଙ୍କୁ ଗିରଫ କରିଛି। ଏବେ ୧୬ ବର୍ଷର ପୁଅ ରୂପନ୍ ତିନି ଭଉଣୀ ଦୀପ୍ତି, ବିବିକା, ସୁନେଲିଙ୍କୁ ନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବଲପୁର ଜିଲ୍ଲା ସ୍ବାମୀ ଅଟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026

ଉଚ୍ଚ ଯୋଗ୍ୟତା ଲୁଚାଇ ଚାକିରି ପାଇବା ଅନ୍ୟାୟ: ସୁପ୍ରିମକୋର୍ଟ

June 5, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

June 5, 2026

ଦୁଇ-ତୃତୀୟାଂଶ ଲକ୍ଷ୍ୟରେ ଏନଡ଼ିଏ : ୨୪ ଆସନ ନିର୍ବାଚନରେ ବଦଳିବ କି ସଂସଦୀୟ ସମୀକରଣ?

June 5, 2026

UP CM Birthday: ଯୋଗୀ ଆଦିତ୍ୟନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

June 5, 2026

ବିଜେପିକୁ ବଡ଼ ଝଟକା! ଦଳ ଛାଡ଼ି ନୂଆ ରାଜନୈତିକ ଆନ୍ଦୋଳନର ଆରମ୍ଭ କଲେ ଅନ୍ନାମଲାଇ

June 5, 2026

RBI Repo Rate: ଅପରିବର୍ତ୍ତିତ ରହିଲା ଚଳିତ ଆର୍ଥିକ ବର୍ଷର ରେପୋ ରେଟ, ଆରବିଆଇର ଘୋଷଣା

June 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.