Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବରଙ୍ଗପୁର ଜିଲ୍ଲାରେ ପ୍ରୋଟିନ ଯୁକ୍ତ ମକା ଓ ଧାନ ବିହନ ବଣ୍ଟନ
ଆଜିର ଖବର

ନବରଙ୍ଗପୁର ଜିଲ୍ଲାରେ ପ୍ରୋଟିନ ଯୁକ୍ତ ମକା ଓ ଧାନ ବିହନ ବଣ୍ଟନ

November 19, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ସୁନାମି ବାତ୍ୟା ପ୍ରବଣ ଅଞ୍ଚଳ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ସାନ କୃଷ୍ଣପୁର ଗ୍ରାମକୁ ମିଳିତ ଜାତିସଂଘ ର ୯ ଜଣ ପ୍ରତିନିଧି ଦଳ ପହଞ୍ଚି ଅନୁଧ୍ୟାନ କରିଛନ୍ତି।ଏହି ପ୍ରତିନିଧୂ ଦଳରେ ଜାତିସଂଘ ମୁଖ୍ୟ ରାଧୋକା ବାର୍ଷା, ଉଇଲ ମହାନ୍ ଲୋନ୍, ସର୍ବଜିତ୍ ସହୋଟା,ଓମ୍ ଖାରେ, ବାଙ୍ଗଲା ଦେଶ ର ୟୁ ଏନ୍ ଅଧୂକାରୀ ହର୍ଷ ଦ ଜି ଜର୍ମାନ ରେଡକ୍ରସ ର ଶ୍ରୀ ଗୌରବ,ବିପର୍ଯ୍ୟ ‌ୟ ପରିଚାଳନା ର ମୁଖ୍ୟ ଅନି ମେଶ ପ୍ରକାଶ,ସମେତ ୯ ଜଣ ପ୍ରତିନିଧୂ ଦଳ ସାନ ସାନ କୃଷ୍ଣପୁର, ବଡ ହାବେଲି ସାହି, ଅଢୁଆଁ,ମୋହନ ପୁର ଏପରି ୪ ଟି ସୁନାମି ପ୍ରବଣ ଗ୍ରାମ ର ଜନ ସାଧାରଣ ଏବଂ ଗ୍ରାମବାସୀ ଙ୍କ ସହ ଆଲୋଚନା କରି ବନ୍ୟା ବାତ୍ୟା କୁ ଭୟ ନ କରି ମୁକାବିଲାକରିବା ରିବା ସହ ସଚେତନ ହେବାକୁ ପରାମର୍ଶ ଦେଇଥିଲେ ଏବଂ ମକ୍ ଡ୍ରିଲ ଅନୁଷ୍ଠିତ ହାଇଥିଲା।

ଏହି ଅବସର ରରେ ଭଦ୍ରକ କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଅତିରିକୁ ଜିଲ୍ଲାପାଳ ଳ ଶାନୁନୁ ମହାନ୍ତି,ଜିଲ୍ଲା ଜିଲ୍ଲା ଜରୁରୀ କାଳୀନ ଅଧୂକାରୀ ତନିତା କର,ଙ୍କ [ଖ ଯୋଗ ଦେଇ ସମେତ ୯ ଜଣ ଜାତିସଂଘ ପ୍ରତିନିଧୂ ପ୍ରମୁଖ ପ୍ରାକୃତିକ ବିପର୍ଜୟ କୁ କିପରି ମୁକାବିଲା କରା ଯାଇ ପାରିବ ସମସ୍ତେ ଏ ଦିଗରେ ସଜାଗ ସତର୍କ ସଚେତନ ରହିବାକୁ ମହାପର୍ଣ ରେଇଥିଲେ।

ବାସୁଦେବପୁର ଭଦ୍ରକ ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Latest News

ରାୟଗଡା ଭିଡ଼ ହିଂସା ମାମଲାରେ ବଡ଼ ଆକ୍ସନ୍ : ‘ରେଡ୍ ଫ୍ଲାଗ୍’ କେସ୍ ଘୋଷଣା ପାଇଁ ସୁପାରିଶ

June 21, 2026

ଟ୍ରାଫିକ ଜାମରୁ ମିଳିବ କି ମୁକ୍ତି : ଟ୍ଵିନ ସିଟି ଟ୍ରାଫିକ ସମସ୍ୟା ପାଇଁ କମିଟି ଗଠନ

June 20, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026

ପୁଣି ହର୍ମୁଜ୍‌ରେ ସଙ୍କଟ : ଭାରତକୁ ଆଶ୍ୱସ୍ତି, ୩ ଟ୍ୟାଙ୍କର ସୁରକ୍ଷିତ

June 20, 2026

୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.