Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ଵର: ଚ଼ିଲିକା ନିର୍ବାଚନ ମଣ୍ଡଳୀର ବିକାଶ ସମ୍ବନ୍ଧୀୟ ଆଲୋଚ଼ନା ଚ଼କ୍ରରେ ଯୋଗଦେଲେ ଆଇନ ମନ୍ତ୍ରୀ
ଆଜିର ଖବର

ଭୁବନେଶ୍ଵର: ଚ଼ିଲିକା ନିର୍ବାଚନ ମଣ୍ଡଳୀର ବିକାଶ ସମ୍ବନ୍ଧୀୟ ଆଲୋଚ଼ନା ଚ଼କ୍ରରେ ଯୋଗଦେଲେ ଆଇନ ମନ୍ତ୍ରୀ

December 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଆଜି ଭୁବନେଶ୍ବର ସ୍ଥିତ ରେଡ଼କ୍ରସ ଭବନ ଠାରେ ମା’ ଭଗବତୀ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଚ଼ିଲିକା ନିର୍ବାଚନ ମଣ୍ଡଳୀର ବିକାଶ ଉପଲକ୍ଷେ କର୍ମଶାଳା ଓ ଆଲୋଚ଼ନା ଚ଼କ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ ନିର୍ବାଚନ ମଣ୍ଡଳୀର ବିକାଶ ବିଷୟରେ ବିସ୍ମୃତ ଆଲୋଚନା କରିଥିଲେ।

ଏହି ଆଲୋଚନା ଚକ୍ରରେ ମା’ ଭଗବତୀ ମନ୍ଦିରର ଉନ୍ନତିକରଣ ଖୁବଶୀଘ୍ର ଶେଷ ହେବା, ମା’ ଭଗବତୀ ମନ୍ଦିର ନିକଟରେ ଯାନବାହାନ ପାଇଁ ପାର୍କିଂ ବ୍ୟବସ୍ଥା,ବାଣପୁର କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପ୍ରଦାନ, ମିନି ଷ୍ଟାଡିୟମ, ପାର୍କ, ମୁକ୍ତ ବ୍ୟାୟାମ ଗାର, ମାର୍କେଟ କମ୍ପ୍ଲେକ୍ସ, ଅଟୋ ରିକ୍ସା ଷ୍ଟାଣ୍ଡ, ଗୋଶାଳା, ବାଣପୁର କୋର୍ଟରେ ସ୍ଥାୟୀ ବିଚାର ବିଭାଗୀୟ ଏଡ଼ିଜେ କୋର୍ଟ ପ୍ରତିଷ୍ଠା, ବାଣପୁର ତହସିଲରୁ ଚ଼ିଲିକା ତହସିଲ ପର୍ଯ୍ୟନ୍ତ ଟାଉନ ବସ ଚ଼ଳାଚ଼ଳ ବ୍ୟବସ୍ଥା ଆଦି ନିର୍ବାଚନ ମଣ୍ଡଳୀ ସାମୂହିକ ଓ ଅର୍ଥନୈତିକ ବିକାଶ ସମ୍ପର୍କରେ ଆଲୋଚ଼ନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମା’ ଭଗବତୀ ବିକାଶ ପରିଷଦ ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଡ଼ାଃ ଦେବେନ୍ଦ୍ର ନାଥ ମାନସିଂହ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବିଶିଷ୍ଟ ଶିକ୍ଷାବିତ୍ ତଥା ବୁଦ୍ଧିଜୀବି ସୁବଳ ଚ଼ରଣ ଭୋଳଙ୍କ ସମେତ ବହୁ ସମାଜସେବୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ।

ଚିଲିକା ନିର୍ବାଚନ ମଣ୍ଡଳୀ ମା’ ଭଗବତୀ ମନ୍ଦିର ରେଡ଼କ୍ରସ ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଆତଙ୍କବାଦୀ ମହମ୍ମଦ କାମରୁଜ୍ ଜମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ

December 31, 2025

ଡ୍ରଗ୍ସ କାରବାରର ପର୍ଦ୍ଦାଫାସ, ପ୍ରାୟ ୧୦ କୋଟି ମୂଲ୍ୟର ହେରୋଇନ୍ ଜବତ

December 31, 2025

ନୂଆ ବର୍ଷରେ ନୂଆ ରେକର୍ଡ, ଗୋଟିଏ ଦିନରେ ମୁକ୍ତିଲାଭ କଲା ୧୫ଟି ମ୍ୟୁଜିକ୍ ଭିଡିଓ

December 31, 2025

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

December 31, 2025
Latest News

ଆତଙ୍କବାଦୀ ମହମ୍ମଦ କାମରୁଜ୍ ଜମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ

December 31, 2025

ଡ୍ରଗ୍ସ କାରବାରର ପର୍ଦ୍ଦାଫାସ, ପ୍ରାୟ ୧୦ କୋଟି ମୂଲ୍ୟର ହେରୋଇନ୍ ଜବତ

December 31, 2025

ନୂଆ ବର୍ଷରେ ନୂଆ ରେକର୍ଡ, ଗୋଟିଏ ଦିନରେ ମୁକ୍ତିଲାଭ କଲା ୧୫ଟି ମ୍ୟୁଜିକ୍ ଭିଡିଓ

December 31, 2025

ଭାରତ ସରକାରଙ୍କ କ୍ୟାଲେଣ୍ଡର ୨୦୨୬’ର ଉନ୍ମୋଚନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

December 31, 2025

୧୮୦ କି. ମି. ବେଗରେ ସିଆରଏସ୍ ହାଇସ୍ପିଡ୍ ପରୀକ୍ଷଣକୁ ସଫଳତାର ସହ ଶେଷ କଲା ବନ୍ଦେ ଭାରତ ସ୍ଲିପର ଟ୍ରେନ୍

December 31, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.