Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»AAP କୁ ଝଟକା ଦେଇଥିବା ୮ ବିଧାୟକ ବିଜେପିରେ ହେଲେ ସାମିଲ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା
ଆଜିର ଖବର

AAP କୁ ଝଟକା ଦେଇଥିବା ୮ ବିଧାୟକ ବିଜେପିରେ ହେଲେ ସାମିଲ, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

February 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେବା ପରେ ଆଜି ଅନେକ ଆମ୍ ଆଦମୀ ପାର୍ଟି ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏହି ବିଧାୟକମାନେ ଦିଲ୍ଲୀ ବିଜେପି ସଭାପତି ବିରେନ୍ଦ୍ର ସଚ୍ଚେଦେବ ଏବଂ ବୈଜୟନ୍ତ ଜୟ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି।

ଆମ୍ ଆଦମୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିବା ନେତାଙ୍କ ମଧ୍ୟରେ ଆଦର୍ଶ ନଗରର ପୱନ ଶର୍ମା, ମାଦୀପୁରର ଗିରିଶ ସୋନି, ଜନକପୁରୀର ରାଜେଶ ଋଷି, ବିଜୱାସନରୁ ବିଏସ୍ ଜୁନ୍, ପାଲମରୁ ଭାବନା ଗୌର, ତ୍ରିଲୋକପୁରୀରୁ ରୋହିତ, କସ୍ତୁରବା ନଗରର ମଦନଲାଲ ଏବଂ ମେହରୌଲିଆ ନରେଶ ଯାଦବ ଅଛନ୍ତି।

ପ୍ରକାଶ ଯେ, ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟିକୁ ଝଟକା ୮ ଜଣ ବିଧାୟକ ଦଳରୁ ବିଦାୟ ନେଇଛନ୍ତି। ବର୍ତ୍ତମାନ ଏହି ବିଧାୟକମାନେ ବିଜେପିରେ ଯୋଗ ଦେଇଛନ୍ତି। ସୂଚନାନୁସାରେ ଏହି ବିଧାୟକମାନେ ନିର୍ବାଚନ ପାଇଁ ଟିକେଟ୍ ନ ପାଇ ଅସନ୍ତୁଷ୍ଟ ଥିଲେ ଏବଂ ଅନ୍ୟ ଦଳ ସହ ଯୋଗାଯୋଗରେ ଥିଲେ। କେତେକ ବିଧାୟକ ସୋସିଆଲ ମିଡିଆରେ ସେମାନଙ୍କ ଇସ୍ତଫା ସେୟାର କରିଥିଲେ। ସେମାନେ ଦୁର୍ନୀତି ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଥିଲେ।

AAP କ’ଣ କହିଲା?:

ଇସ୍ତଫା ଦେଇଥିବା ବିଧାୟକଙ୍କୁ ସମାଲୋଚନା କରି AAP ଜାତୀୟ ମୁଖପାତ୍ର ରୀନା ଗୁପ୍ତା କହିଛନ୍ତି ଯେ, ଦଳ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ସମସ୍ତେ ନିଜ ନିଜ ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ନୁହଁନ୍ତି ଏବଂ ସେଥିପାଇଁ ସେମାନଙ୍କୁ ନିର୍ବାଚନ ଟିକେଟ୍ ଦିଆଯାଇନଥିଲା। ସର୍ଭେର ପ୍ରତିକୂଳ ଫଳାଫଳ ଯୋଗୁଁ ଆମେ ତାଙ୍କୁ ଟିକେଟ୍ ଦେଇନାହୁଁ ବୋଲି ସେ କହିଛନ୍ତି। ଟିକେଟ୍ ନ ପାଇବା ପରେ ସେ ବର୍ତ୍ତମାନ ଅନ୍ୟ ପାର୍ଟୀରେ ଯୋଗ ଦେଉଛନ୍ତି, ଏହା ବଡ କଥା ନୁହେଁ। ଏହା ରାଜନୀତିର ଏକ ଅଂଶ।

aap BJP Delhi News
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ କ୍ରୀଡ଼ାରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଚମତ୍କାର କଲେ ଦେଶର ଝିଅ

September 29, 2026

FCRA ସହ ଜଡିତ ମାମଲା: ଦୁଇ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 

September 29, 2026

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026
Latest News

ଏସୀୟ କ୍ରୀଡ଼ାରେ ଷଷ୍ଠ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ: ଚମତ୍କାର କଲେ ଦେଶର ଝିଅ

September 29, 2026

FCRA ସହ ଜଡିତ ମାମଲା: ଦୁଇ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ 

September 29, 2026

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ବଡ଼ ନିଷ୍ପତ୍ତି ନେଲେ ଡିଏମକେ-ଆପ: ଯୋଗ ଦେବେ ନାହିଁ ଅଖିଳେଶ

September 29, 2026

Nalco Dividend: ନାଲକୋ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୧,୦୮୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ

September 29, 2026

ଆମେରିକାର ‘ମୋଷ୍ଟ ୱାଣ୍ଟେଡ୍’ ତାଲିକାରେ ଗୋଲ୍ଡୀ ବ୍ରାର: ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲା FBI

September 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.