Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାସାଚୁସେଟ୍ସ ଗଭର୍ଣ୍ଣରଙ୍କ ଦ୍ୱାରା ନୀତା ଅମ୍ବାନୀ ସମ୍ମାନିତ
ଆଜିର ଖବର

ମାସାଚୁସେଟ୍ସ ଗଭର୍ଣ୍ଣରଙ୍କ ଦ୍ୱାରା ନୀତା ଅମ୍ବାନୀ ସମ୍ମାନିତ

February 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ମାସାଚୁସେଟ୍ସ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷା ନୀତା ଅମ୍ବାନୀଙ୍କୁ ଆମେରିକାର ମାସାଚୁସେଟ୍ସ ର ଗଭର୍ଣ୍ଣର ମୋରା ହିଲି ସମ୍ମାନିତ କରିଛନ୍ତି। ନୀତା ଅମ୍ବାନୀଙ୍କୁ ଦିଆଯାଇଥିବା ପ୍ରଶସ୍ତିପତ୍ରରେ ତାଙ୍କୁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ଏବଂ ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ମାନ୍ୟତା ଦିଆଯାଇଛି। ବୋଷ୍ଟନରେ ଏକ ସ୍ୱତନ୍ତ୍ର ସମାରୋହରେ ନୀତା ଅମ୍ବାନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛ।

ଗଭର୍ଣ୍ଣରଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚନା ଦିଆଯାଇଛି ଯେ “ଏହି ସମ୍ମାନ ଶିକ୍ଷା, ସ୍ୱାସ୍ଥ୍ୟସେବା, କ୍ରୀଡା, କଳା, ସଂସ୍କୃତି ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ନୀତା ଅମ୍ବାନୀଙ୍କ ପ୍ରଭାବଶାଳୀ କାର୍ଯ୍ୟ ତଥା ଉତ୍ସର୍ଗୀକୃତ ଭାବନାକୁ ସମ୍ମାନ ଜଣାଉଛି – ଯାହା ଭାରତ ତଥା ବିଶ୍ୱ ସ୍ତରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଉପରେ ସକାରାତ୍ମକ ପ୍ରଭାବ ପକାଇଛି।”

ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ କଳା, ପରମ୍ପରା ଏବଂ ସଂସ୍କୃତି ପ୍ରଦର୍ଶନ କରିବାକୁ ନୀତା ଅମ୍ବାନୀ କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ବୋଷ୍ଟନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଧ୍ୟ ନୀତା ଅମ୍ବାନୀ ଭାରତରେ ସମୃଦ୍ଧ କଳାତ୍ମକ ଐତିହ୍ୟର ପ୍ରତୀକ ଭାବରେ ହାତରେ ବୁଣାଯାଇଥିବା ଶିକାରଗାହ ବନାରସୀ ଶାଢ଼ୀ ପିନ୍ଧିଥିଲେ। ଜଟିଳ ବୁଣା କୌଶଳ ଏବଂ ପାରମ୍ପରିକ କୋନ୍ୟା ଡିଜାଇନର ଏହି ଶାଢ଼ୀ ଭାରତୀୟ ହସ୍ତଶିଳ୍ପ କୌଶଳର ଏକ ଅନନ୍ୟ ଉଦାହରଣ।

Nita Ambani
Share. Facebook Twitter LinkedIn Email WhatsApp Copy Link

Related Posts

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

ଭିବି- ଜୀ ରାମ ଜୀ ବିଲ୍, ୨୦୨୫କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025
Latest News

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

ଭିବି- ଜୀ ରାମ ଜୀ ବିଲ୍, ୨୦୨୫କୁ ଅନୁମୋଦନ ପ୍ରଦାନ କଲେ ରାଷ୍ଟ୍ରପତି

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025

ଏସିଆ କପ ଫାଇନାଲରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ: ପାକିସ୍ତାନ ହେଲା ନୂଆ ଚମ୍ପିୟାନ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.