Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲୋଡ୍ରା ଗାଁ ରେ ୯ ଟିକିଆ ହାତୀ ପଲଙ୍କ ଆତଙ୍କ
ଆଜିର ଖବର

ଲୋଡ୍ରା ଗାଁ ରେ ୯ ଟିକିଆ ହାତୀ ପଲଙ୍କ ଆତଙ୍କ

February 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ନୂଆପଡା ଜିଲ୍ଲା ଧରମବନ୍ଦା ସେକ୍ସନ ଛୋଟ ଲୋଡ୍ରା ଗାଁରେ ହାତୀ ଆତଙ୍କ। ୯ ଟିକିଆ ଜଙ୍ଗଲି ହାତୀ ପଲ ଗାଁ ନିକଟ କୁ ଚାଲି ଆସିଥିବାରୁ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ବନ୍ ବିଭାଗ ପକ୍ଷରୁ ହାତୀ ପଲକୁ ଘଉଡାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଗ୍ରାମବାସୀଙ୍କୁ ମଧ୍ୟ ସଜାଗ ରହିବା ସହ ହାତୀଙ୍କ ଉତ୍ୟକ୍ତ କରିବା ଭଳି କୌଣସି କାର୍ଯ୍ୟ ନ କରିବାକୁ ଆହ୍ବାନ କରିଛନ୍ତି।

ହାତୀ ପଲରେ ୯ ଗୋଟି ହାତୀରୁ ୭ ଟି ବଡ ହାତୀ ୨ ଗୋଟି ଛୋଟ ହାତୀ ରହିଥିବା ଜଣାପଡିଛି। ହାତୀ ପଲ ଛତିଶଗଡରୁ ସୁନାବେଡା ଅଭୟାରଣ୍ୟ ଦେଇ ଆସିଥିବା କୁହାଯାଉଛି। ବନ୍ୟଜନ୍ତୁ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଚିଂ ହାତୀର ଗତିବିଧି ଅନୁଧ୍ୟାନ କରୁଛନ୍ତି। ଛୋଟ ଲୋଡ୍ରା ଗାଁରେ ଭୟର ବାତାବରଣ ଲାଗି ରହିଛି।

ନୂଆପଡା ଜିଲ୍ଲା
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026
Latest News

ଖୋର୍ଦ୍ଧା ରୋଡ଼ ଡିଭିଜନରେ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

May 22, 2026

ଶୁକ୍ରବାରରେ ଏହି ତିନୋଟି ରାଶିର ବ୍ୟକ୍ତି ଗାଡି ଚଲାଇବା ବେଳେ ରୁହନ୍ତୁ ସାବଧାନ

May 22, 2026

ମହାରାଜା ଫିଲ୍ମ ହଲରେ ମାରପିଟ୍

May 22, 2026

କେନ୍ଦ୍ର କ୍ୟାବିନେଟ ବୈଠକ : କମ୍ ସମୟରେ ଅଧିକ କାମ

May 22, 2026

ନିର୍ମାଣ ବିଭାଗର ସମୀକ୍ଷା : ଦୁର୍ନୀତିମୁକ୍ତ କାର୍ଯ୍ୟାନ୍ବୟନକୁ ଗୁରୁତ୍ବ

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.