Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁରୀକୁ କେନ୍ଦ୍ର ବଜେଟରୁ ମିଳିଛି କ’ଣ?: ପ୍ରେସମିଟ୍ କରି କହିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସାଂସଦ
ଆଜିର ଖବର

ପୁରୀକୁ କେନ୍ଦ୍ର ବଜେଟରୁ ମିଳିଛି କ’ଣ?: ପ୍ରେସମିଟ୍ କରି କହିଲେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ସାଂସଦ

March 2, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Sampada Chandra Swain
Sampada Chandra Swain Writes to Health Minister seeking Nursing College in Jagatsinghpur

ପୁରୀ: କେନ୍ଦ୍ର ବଜେଟକୁ ନେଇ ଶନିବାର ପୁରୀରେ ପ୍ରେସମିଟ୍ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ପୁରୀ ସାଂସଦ ସମ୍ବିତ ପାତ୍ର ବଜେଟ୍ ରେ ଓଡ଼ିଶା ତଥା ପୁରୀକୁ ମିଳିବାକୁ ଥିବା ଲାଭ ଉପରେ ସୂଚନା ଦେଇଛନ୍ତି। ୨୦୨୫-୨୬ କେନ୍ଦ୍ର ବଜେଟ୍ ରୁ ଓଡ଼ିଶା ସିଂହଭାଗ ପାଇବା କୁ ଥିବା ବେଳେ ପୁରୀ ଜିଲ୍ଲାକୁ ମଧ୍ୟ ବଜେଟ୍ରେ ଫାଇଦା ମିଳିଅଛି।

ଖୋର୍ଦ୍ଧା, ପୁରୀ, କଟକ ଭଳି ସହରକୁ ନେଇ ୭ ହଜାର କିଲୋମିଟର ପରିମିତ ଏକ ମହାନଗରୀ ପରିକଳ୍ପନା କରାଯାଉଥିବା ବେଳେ ପୁରୀ ଏଥିରେ ସାମିଲ ରହିଛି। ରାଜ୍ୟର ବିଭିନ୍ନ ସହରକୁ ସମୃଦ୍ଧ ସହର ଭାବରେ ଗଢିବାକୁ ବଜେଟ୍ ରେ ପ୍ରାବଧାନ ରହିଥିବା ବେଳେ ଏଥିରେ ମଧ୍ୟ ପୁରୀ ସାମିଲ ରହିଛି।

ସେହିପରି ଜଗନ୍ନାଥ ଦର୍ଶନ ଯୋଜନାରେ ସଦର ମହକୁମାରୁ ଲୋକଙ୍କୁ ବସ୍ ରେ ଆଣି ଜଗନ୍ନାଥ ଦର୍ଶନ କରାଇବା ସହ ମହାପ୍ରସାଦ ସେବନ ପାଇଁ ୩୦ କୋଟି ବଜେଟ୍ କରାଯାଇଛି। ବକୁଳ ବନ ଉନ୍ନୟନ ଯୋଜନା ମାଧ୍ୟମରେ ବକୁଳ ବନ ଉନ୍ନତିକରଣ ପାଇଁ ମଧ୍ୟ ବଜେଟ୍ ରେ ସ୍ଥାନ ଦିଆଯାଇଛି।

ସେହିପରି ହୋମ୍ ଷ୍ଟେ ପାଇଁ ମୁଦ୍ରା ଲୋନ୍ ମିଳିବାକୁ ଥିବାବେଳେ ପର୍ଯ୍ୟଟନ ହବ, ଯୁବ ବ୍ୟବସାୟୀ, ଇକୋ ଟୁରିଯିମ୍ ଉନ୍ନତି ପାଇଁ ବଜେଟରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ମଧ୍ୟ ପୁରୀବାସୀ ଲାଭ ଉଠାଇ ପାରିବେ ବୋଲି ସାମ୍ବାଦିକ ସମ୍ବିଳନୀରେ ମନ୍ତ୍ରୀ ସୂଚନା ଦେଇଛନ୍ତି।

କେନ୍ଦ୍ର ବଜେଟ ପୁରୀ ସମ୍ପଦ ସ୍ୱାଇଁ ସମ୍ବିତ ପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026

ଚାକିରି ପାଇଁ ଯୋଗ ବାଧ୍ୟତାମୂଳକ!: HSSC ଏବଂ HPSC ପରୀକ୍ଷାରେ ବଡ଼ ହେବ ପରିବର୍ତ୍ତନ

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.