Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ଥିବା ରାଜା ଚକ୍ର ଅଡୁଆରେ, ନଅ ଘଣ୍ଟା ଧରି ଜେରା କଲା ଇଓଡବ୍ଲୁ
ଆଜିର ଖବର

ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ଥିବା ରାଜା ଚକ୍ର ଅଡୁଆରେ, ନଅ ଘଣ୍ଟା ଧରି ଜେରା କଲା ଇଓଡବ୍ଲୁ

March 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ
ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ଥିବା ରାଜା ଚକ୍ର ଅଡୁଆରେ, ନଅ ଘଣ୍ଟା ଧରି ଜେରା କଲା ଇଓଡବ୍ଲୁ

ଭୁବନେଶ୍ବର: ବିଜେଡି ନେତା ତଥା ଚିଲିକା ବିଜେଡିର ପର୍ଯ୍ୟବେକ୍ଷକ ଥିବା ରାଜା ଚକ୍ର ବର୍ତ୍ତମାନ ଅଡୁଆ ପରିସ୍ଥିତିରେ। କୋଇଲା ପରିବହନ ହେରେଫେର ମାମଲାରେ ତାଙ୍କୁ ଇଓଡବ୍ଲୁ ନଅ ଘଣ୍ଟା ଧରି ଜେରା କରିଛି। ଏଥିରେ ପ୍ରାୟ ୪୦ ରୁ ୫୦ କୋଟି ଟଙ୍କା ହେରେଫେରେ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ଇଓଡବ୍ଲୁ ଦୁଇଜଣଙ୍କୁ ଗିରଫ କରିସାରିଛି।

ଘଟଣାରୁ ଜଣାପଡିଛି ଯେ, କେଉଁଝରର ଗନ୍ଧମାର୍ଦ୍ଧନ ଲୋଡିଂ ଆଣ୍ଡ କୋ-ଅପରେଟିଭ୍‌ ସୋସାଇଟିର ଖଣିଜ ପରିବହନ ନେଇ ହେରେଫେର ହୋଇଛି। ଏହି ସୋସାଇଟ ଓଏମସି ର ପରିବହନ କାର୍ଯ୍ୟ କରୁଥିଲେ। ଏହି ସଂସ୍ଥା ପାଇଁ ରାଜା ଚକ୍ର ଖଣିଜ ପରିବହନ ଦାୟିତ୍ବ ନେଇଥିଲେ। ହେଲେ ସେତେବେଳେ ସେ ଟନ ପିଛା ଲୋଡିଂ ପାଇଁ ଯେତିକି ଅର୍ଥ ନେଉଥିଲେ ତାହା ସର୍ବାଧିକ ଥିଲା। ଏପରିକି ସେ କେତେକ ଶ୍ରମିକଙ୍କ ନାମରେ ଟଙ୍କା ହେରେଫେର କରିଥିବାର ମଧ୍ୟ ଅଭିଯୋଗ ହୋଇଛି।

ରାଜାଙ୍କୁ ଇଓଡବ୍ଲୁରେ ହାଜର ହେବା ପାଇଁ ବହୁ ଦିନ ଆଗରୁ ନୋଟିସ କରାଯାଇଥିଲା। ହେଲେ ସେ ଧରାଛୁଆଁ ଦେଉ ନ ଥିଲେ। ପରେ ଇଓଡବ୍ଲୁ କଡା ଆଭିମୁଖ୍ୟ ଗ୍ରହଣ କରିବା ପରେ ସେ ଭୁବନେଶ୍ବର ଅଫିସରେ ହାଜର ହୋଇଛନ୍ତି।

ଇଓଡବ୍ଲୁ ଖଣି କାରବାର ରାଜା ଚକ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026

ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ, ଭୁବନେଶ୍ବରେ ମେଗା-ରକ୍ତଦାନ ଶିବିର

September 17, 2026
Latest News

ପୁରସ୍କାର ଘୋଷଣା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ ଅନନ୍ତ ନାଗ

September 17, 2026

ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଶେଷ!: ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା ତାଲିକାରେ ଓଡିଶାର ଦୁଇ ନାମ

September 17, 2026

ବାଣପୁର: ଶ୍ରୀନିବାସପୁର ଶାସନରେ ପରିବେଷଣ ହେଲା “ଗଣେଶ ଗୀତିନାଟ୍ୟ”

September 17, 2026

୧୯ରେ ବଙ୍ଗୋପସାଗରରେ ଲଘୁଚାପ: ବାତ୍ୟା ଗୁଜବରୁ ଦୂରେଇ ରହିବାକୁ IMDର ପରାମର୍ଶ

September 17, 2026

ଉଦ୍ଧାର ଓରାଙ୍ଗଉଟାନ ଛୁଆ ମଧ୍ୟରୁ ୩ ଜଣ ରକ୍ତହୀନତାରେ ପୀଡ଼ିତ, ଚିକିତ୍ସା ଜାରି

September 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.