Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜା ଚକ୍ରକୁ ନେଇ ବିସ୍ପୋରକ ତଥ୍ୟ ଦେଲେ ବିଧାୟକ ବଦ୍ରି ପାତ୍ର, କହିଲେ ପାଣ୍ଡିଆନଙ୍କୁ ଲେଖି ଜଣାଇଥିଲି
ଆଜିର ଖବର

ରାଜା ଚକ୍ରକୁ ନେଇ ବିସ୍ପୋରକ ତଥ୍ୟ ଦେଲେ ବିଧାୟକ ବଦ୍ରି ପାତ୍ର, କହିଲେ ପାଣ୍ଡିଆନଙ୍କୁ ଲେଖି ଜଣାଇଥିଲି

March 13, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BadriPatra
ରାଜା ଚକ୍ରକୁ ନେଇ ବିସ୍ପୋରକ ତଥ୍ୟ ଦେଲେ ବିଧାୟକ ବଦ୍ରି ପାତ୍ର, କହିଲେ ପାଣ୍ଡିଆନଙ୍କୁ ଲେଖି ଜଣାଇଥିଲି

ଭୁବନେଶ୍ବର: ଆଜି କ୍ରାଇମ ବ୍ରାଞ୍ଚ ଖଣି ପରିବହନ ବ୍ୟବସାୟ ତଥା ବିଜେଡି ନେତାଙ୍କୁ ଗିରଫ କରିଛି। ସେ ଗନ୍ଧମାର୍ଦ୍ଦନ ଲୋଡିଂ ଏଜନ୍ସି ମାଧ୍ୟମରେ କୋଟିକୋଟି ଟଙ୍କା ହଡପ ଅଭିଯୋଗରେ ଗିରଫ କରାଯାଇଛି। ତେବେ ଏହାକୁ ନେଇ କେଉଁଝର ଘସିପୁରା ବିଧାୟକ ବଦ୍ରି ପାତ୍ର ବିସ୍ପୋରକ ତଥ୍ୟ ଦେଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

ବଦ୍ରି ପାତ୍ର କହିଛନ୍ତି ଯେ, ରାଜା ଚକ୍ର ଖଣି ପରିବହନ ନାମରେ କୋଟିକୋଟି ଟଙ୍କା ଦୁର୍ନିତି କରୁଛି। ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେତେବେଳେ ବିଜେଡି ନେତା ଭି କେ ପାଣ୍ଡିଆନଙ୍କୁ ଜଣାଇଥିଲି। ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ରାଜା ଯୋଗୁ କେଉଁଝରରେ ବିଜେଡିର ସ୍ଥିତି ଖରାପ ହେଉଛି ବୋଲି କହିଥିଲି। ଏ ନେଇ ଲିଖିତ ଭାବ ମଧ୍ୟ ଜଣାଇଥିଲି ହେଲେ ତା ବିରୋଧରେ କିଛି କରାଗଲା ନାହିଁ।

ସେତିକି ନୁହେଁ, ସେ କେଉଁଝର ଖଣି ପରିବହନର ପୁରା ମାଲିକ ଥିଲା। ତାହାର ବିନା ନିର୍ଦ୍ଦେଶ ବିନା କିଛି ହେଉ ନ ଥିଲା। ସେ ସେତେବେଳର ଜିଲ୍ଲାପାଳ ଏବଂ ଏସପିଙ୍କ ପୂର୍ଣ୍ଣ ସମର୍ଥନ ପାଉଥିଲା। ସେ ସେମାନଙ୍କୁ ବଟି ଦେଉଥିଲା ବୋଲି ବଦ୍ରି ଖୋଲମ ଖୋଲା କହିଛନ୍ତି। ବିଭିନ୍ନ ଟିଭିକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ସେହି ପ୍ରଶାସନ ଅଧିକାରୀ ବଦଳି ହୋଇଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ରାଜା ତାଙ୍କୁ ବଟି ଦେଉଛି।

ବଦ୍ରି ପାତ୍ର ରାଜା ଚକ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026
Latest News

ଏସିଆନ୍ ପାରା ଗେମ୍ସ ୨୦୨୬:ଭାରତର ଧ୍ୱଜାବାହକ ହେବେ ପ୍ରମୋଦ ଭଗତ ଓ ଭାବିନା ପଟେଲ୍

October 8, 2026

ଆଜି ଓଡିଶା ବନ୍ଦ: ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଲେ ଡିଜିପି

October 8, 2026

ଆଜି କେଉଁ ରାଶିର ବ୍ୟକ୍ତିଙ୍କ ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ ପଢନ୍ତୁ ଆଜିର ରାଶିଫଳ

October 8, 2026

ଏସିବିସିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି : ଗଠନ ହେବ କମିଶନ

October 8, 2026

ଓଡ଼ିଶା ବନ୍ଦ ସତ୍ତ୍ୱେ ହେବ D.El.Ed ପରୀକ୍ଷା, ସ୍ପଷ୍ଟ କଲେ ବୋର୍ଡ ସଭାପତି

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.