Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି
ଆଜିର ଖବର

ଆଜି ଦିଲ୍ଲୀ ଏବଂ ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ, ଜାଣନ୍ତୁ ପିଚ୍ ରିପୋର୍ଟ ଏବଂ ସମ୍ଭାବ୍ୟ ଖେଳାଳି

March 30, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇପିଏଲ
2026 IPL ର ଉଦଘାଟନୀ ଉତ୍ସବ ବାତିଲ: ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଆଜି IPL ର ୨ ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ସହ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ। ବିଶାଖପାଟନମରେ ଉଭୟ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ ଅପରାହ୍ନ ୩.୩୦ ରେ ଆରମ୍ଭ ହେବ। ଲକ୍ଷ୍ନୌ ସୁପର ଜଏଣ୍ଟସକୁ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ ଟୁର୍ଣ୍ଣାମେଣ୍ଟର ଅଭିଯାନ ଆରମ୍ଭ କରିଥିଲା।

ସନରାଇଜର୍ସ ହାଇଦ୍ରାବାଦ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ପ୍ୟାଟ୍ କମିନ୍ସଙ୍କ ଅଧିନାୟକତ୍ୱରେ ସନରାଇଜର୍ସ ହାଇଦ୍ରାବାଦକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ପରାସ୍ତ କରିଛି।

ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦର ସମାନ ୨-୨ ପଏଣ୍ଟ ରହିଛି, କିନ୍ତୁ ଭଲ ନେଟ ରନ୍ ଆଧାରରେ ଦିଲ୍ଲୀ କ୍ୟାପିଟାଲ୍ସ ପଞ୍ଚମ ସ୍ଥାନରେ ଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ ଷଷ୍ଠ ସ୍ଥାନରେ ରହିଛି।

ଜାଣନ୍ତୁ ପିଚ୍‌ର ସ୍ଥିତି:

ବାସ୍ତବରେ ହାଇଦ୍ରାବାଦର ପିଚ୍ ଏକ ସନ୍ତୁଳନ ପିଚ୍ ଭାବରେ ଜଣାଶୁଣା। ଏହି ପିଚରେ ବ୍ୟାଟ୍ସମ୍ୟାନ୍ ଏବଂ ବୋଲରଙ୍କ ପାଇଁ ସମାନ ସୁଯୋଗ ଅଛି। ତେବେ ଏହି ପିଚ୍‌ର ରେକର୍ଡ ଦର୍ଶାଏ ଯେ ବ୍ୟାଟିଂ କିଛି ମାତ୍ରାରେ ସହଜ ହୋଇଛି। ପ୍ରଥମ ଇନିଂସରେ ହାରାହାରି ସ୍କୋର ହେଉଛି ୧୬୭ ରନ୍। କିନ୍ତୁ ଏହା ବ୍ୟତୀତ ଦ୍ରୁତ ବୋଲରମାନେ ପିଚରୁ ଉପକୃତ ହୁଅନ୍ତି। ଏହି ପିଚରେ ଦ୍ରୁତ ବୋଲରଙ୍କ ପାଇଁ ପ୍ରାରମ୍ଭିକ ଓଭରରେ ଖେଳିବା କଷ୍ଟକର।

ଦିଲ୍ଲୀ କ୍ୟାପିଟାଲ୍ସର ସମ୍ଭାବ୍ୟ ଖେଳାଳି ଏକାଦଶ:

ଜେକେ ଫ୍ରେଜର-ମ୍ୟାକଗର୍କ, ଫାଫ ଡୁ ପ୍ଲେସିସ୍, ଅଭିଷେକ ପୋରେଲ (ୱିକେଟ୍ କିପର), କେ.ଏଲ୍ ରାହୁଲ, ଅକ୍ସର ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ବିପରାଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା ଏବଂ ମୁକେଶ କୁମାର।

ଇମ୍ପାକ୍ଟ ପ୍ଲେୟାର- ଆଶୁତୋଷ ଶର୍ମା

ସନରାଇଜର୍ସ ହାଇଦ୍ରାବାଦର ସମ୍ଭାବ୍ୟ ଖେଳାଳି ଏକାଦଶ:

ଅଭିଷେକ ଶର୍ମା, ଟ୍ରାଭିସ୍ ହେଡ୍, ଇଶାନ୍ କିଶାନ୍, ନୀତୀଶ କୁମାର ରେଡ୍ଡୀ, ହେନ୍ରିକ କ୍ଲାସେନ୍ (ୱିକେଟ୍ କିପର), ଅନିକେତ ବର୍ମା, ପ୍ୟାଟ୍ କମିନ୍ସ (ଅଧିନାୟକ), ସିମରଜିତ୍ ସିଂ, ରାହୁଲ ଚହର, ମହମ୍ମଦ ଶାମି ଏବଂ ଆଦାମ ଜାମ୍ପା।

ଇମ୍ପାକ୍ଟ ପ୍ଲେୟାର-

ସଚିନ୍ ବେବି / ଅଭିନାଭ ମନୋହର।

Dc Vs Srh Delhi Capitals IPL 2025 sunrisers hyderabad
Share. Facebook Twitter LinkedIn Email WhatsApp Copy Link

Related Posts

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026
Latest News

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଶିଫଳ: ଆଜି ଏପ୍ରିଲ ୨୭ ତାରିଖ ସୋମବାରରେ ଏହି ରାଶିର ବ୍ୟକ୍ତମାନେ ରୁହନ୍ତୁ ସାବଧାନ

April 27, 2026

ବାହାଘର ବାଣ ପଡି ଜଳିଗଲା 6 ବଖରା

April 26, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.