Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକର ଅଳିଆ ଆବର୍ଜ୍ଜନାରୁ ବାହାରିବ ଜାଳେଣି ଗ୍ୟାସ, ଅଏଲ ଇଣ୍ଡିଆ ସହ ବୁଝାମଣା କଲା ସିଏମସି
ଆଜିର ଖବର

କଟକର ଅଳିଆ ଆବର୍ଜ୍ଜନାରୁ ବାହାରିବ ଜାଳେଣି ଗ୍ୟାସ, ଅଏଲ ଇଣ୍ଡିଆ ସହ ବୁଝାମଣା କଲା ସିଏମସି

April 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
cuttack
କଟକର ଅଳିଆ ଆବର୍ଜ୍ଜନାରୁ ବାହାରିବ ଜାଳେଣି ଗ୍ୟାସ, ଅଏଲ ଇଣ୍ଡିଆ ସହ ବୁଝାମଣା କଲା ସିଏମସି

କଟକ: ପୁରୁଣା ସହର କଟକରୁ ବାହାରୁ ଥିବା ଅଳିଆ ଆବର୍ଜନା ଏବେ ସେହି ଲୋକଙ୍କର କାମରେ ଆସିବ। ଏହି ବ୍ୟର୍ଜ ବସ୍ତୁରୁ ବାହାରିବ ରନ୍ଧନ ଗ୍ୟାସ। ଏଥିପାଇଁ କଟକ ମହାନଗର ନିଗମ ଏବଂ ଅଏଲ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଛି। ଏଥିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ।

ଏହି ବୁଝାମଣା ଅନୁସାରେ କଟକ ମହାନଗର ଅଏଲ ଇଣ୍ଡିଆକୁ ପ୍ରତିଦିନ ଦୁଇ ଶହ ଟନ ଓଦା ଅଳିଆ ଯୋଗାଇଦେବ। ଏଥିରେ କଂପାନୀ ପ୍ରକ୍ରିୟାକରଣ କରି ଦୈନିକ ଛଅ ଶହ ଟନ ଜାଳେଣି ଗ୍ୟାସ ଉତ୍ପନ କରିବ। ଏଥିପାଇଁ କଂପାନୀକୁ ନିଗମ ଜଗତପୁର ଅଞ୍ଚଳରେ ଏଗାର ଏକର ଜାଗା ଯୋଗାଇ ଦେବ। କଂପାନୀ ଏହି ପ୍ଲାଣ୍ଟ ନିର୍ମାଣ ପାଇଁ ପ୍ରାୟ ଦେଢ ଶହ କୋଟି ଟଙ୍କା ଖର୍ଚ୍ଚ କରିବ।

ଏହି ପ୍ଲାଣ୍ଟରେ ପ୍ରାୟ ନବେ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ଲାଣ୍ଟ ନିର୍ମାଣ ଓ ରକ୍ଷାଣବେକ୍ଷଣ ଅଏଲ ଇଣ୍ଡିଆ କରିବ। କଟକ ମହାନଗର ଆସନ୍ତା ପଚିଶ ବର୍ଷ ପାଇଁ ଆବର୍ଜନା ଯୋଗାଇବା ସହିତ ଜାଗା ପ୍ରଦାନ କରିବ। ତେବେ ବୁଝାମଣା ଅନୁସାରେ କଂପାନୀ କଟକ ମହାନଗରକୁ ଯାଗା ବାବଦରେ ପାଞ୍ଚ ଲକ୍ଷ ଟଙ୍କା ବର୍ଷକୁ ପ୍ରଦାନ କରିବ।

cuttack କଟକ ମହାନଗର କଟକ ମହାନଗର ନିଗମ ରନ୍ଧନ ଗ୍ୟାସ ସିଏମସି
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026

ଗିରଫ ହେଲେ ରାମ ମନ୍ଦିରରେ ନମାଜ ପାଠ କରୁଥିବା ଅଭିଯୁକ୍ତ: ଜାଣନ୍ତୁ ଏହି ମାମଲାରେ କ’ଣ ହେବ ଦଣ୍ଡ?

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.