Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇପିଏଲ୍ ମଝିରେ ବିସିସିଆଇ ର ବଡ କାର୍ଯ୍ୟାନୁଷ୍ଠାନ, କୋଚ୍ ଙ୍କ ସମେତ ୩ ବହିଷ୍କୃତ
ଆଜିର ଖବର

ଆଇପିଏଲ୍ ମଝିରେ ବିସିସିଆଇ ର ବଡ କାର୍ଯ୍ୟାନୁଷ୍ଠାନ, କୋଚ୍ ଙ୍କ ସମେତ ୩ ବହିଷ୍କୃତ

April 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗୌତମ ଗମ୍ଭୀର
ଦିନିକିଆ ବିଶ୍ୱକପ୍ ପାଇଁ ଭାରତୀୟ ଦଳର ବ୍ଲୁପ୍ରିଣ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ବର୍ଡର ଗାଭାସ୍କର ଟ୍ରଫିରେ ୧-୩ ପରାଜୟ ଏବଂ ସିରିଜ୍ ସମୟରେ ଡ୍ରେସିଂ ରୁମ୍ ବାର୍ତ୍ତାଳାପ ଲିକ୍ ହେବା ପରେ ବିସିସିଆଇ ବଡ ପଦକ୍ଷେପ ନେଇଛି। କାର୍ଯ୍ୟକାଳ ମାତ୍ର ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲେ ହେଁ ବିସିସିଆଇ ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କୁ ହଟାଇ ଦେଇଛି। ପ୍ରକାଶ ଯୋଗ୍ୟ ଯେ, BGT ସିରିଜ୍ ରେ ପରାସ୍ତ ପରେ ବିସିସିଆଇ ଏକ ସମୀକ୍ଷା ବୈଠକ କରିଥିଲା, ଯେଉଁଥିରେ ଡ୍ରେସିଂ ରୁମର ଖବର ବାହାରକୁ ଯାଉଛି ବୋଲି ଦଳର ପରିଚାଳନା ସଦସ୍ୟ ଅଭିଯୋଗ କରିଥିଲେ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟାରଙ୍କ ବ୍ୟତୀତ ଭାରତୀୟ ଦଳର ଫିଲ୍ଡିଂ କୋଚ୍ ଟି ଦିଲୀପ ଏବଂ ପ୍ରଶିକ୍ଷକ ସୋହମ୍ ଦେଶାଇଙ୍କୁ ମଧ୍ୟ ବରଖାସ୍ତ କରାଯାଇଛି। ଏହି ରିପୋର୍ଟ ସୂତ୍ରରୁ ପ୍ରକାଶ ଯେ, ଅଭିଷେକ ନାୟାରଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆଯିବ ନାହିଁ କାରଣ ଶୀତାଂଶୁ କୋଟକ୍ ପୂର୍ବରୁ ବ୍ୟାଟିଂ କୋଚ୍ ଭାବରେ ଟିମ୍ ଇଣ୍ଡିଆ ସହ ଜଡିତ ଅଛନ୍ତି। ଦିଲୀପଙ୍କ କାର୍ଯ୍ୟ ସହକାରୀ ପ୍ରଶିକ୍ଷକ ରିଆନ୍ ଟେନ୍ ଡେସ୍କାଟେ ଦେଖିବେ।

ପ୍ରଶିକ୍ଷକ ସୋହମ୍ ଦେଶାଇଙ୍କ ସ୍ଥାନ ଆଡ୍ରିଆନ୍ ଲି ରୁ ଙ୍କୁ ୨୦୦୮ ରୁ ୨୦୧୯ ପର୍ଯ୍ୟନ୍ତ କେକେଆର୍ ଟିମ୍ ସହିତ ଥିଲେ, ୨୦୦୨ ରୁ ୨୦୦୩ ପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ସହିତ ମଧ୍ୟ କାମ କରିଥିଲେ। ସେ ବିସିସିଆଇ ସହିତ ଏକ ଚୁକ୍ତିନାମା କରିଛନ୍ତି।

BGT ସିରିଜ୍ ବିବାଦ ଘେରରେ ରହିଥିଲା:

ଭାରତୀୟ ଦଳ ବର୍ଡର ଗାଭାସ୍କର ଟ୍ରଫିକୁ ୧-୩ ରେ ପରାଜିତି ହୋଇଥିଲା। ଏହି ସିରିଜରେ ଅଶ୍ୱିନ ହଠାତ୍ ଅବସର ନେଇଥିଲେ। ରୋହିତ ଶର୍ମା ନିଜକୁ ସିଡନୀ ଟେଷ୍ଟରୁ ବାଦ୍ ଦେଇଥିଲେ, ଏହା ପରେ ଦଳ ଭିତରେ ସବୁ ଠିକ୍ ନାହିଁ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ଭାରତୀୟ ଡ୍ରେସିଂ ରୁମରୁ ଖବର ମଧ୍ୟ ବାହାରକୁ ଆସିଥିଲା, ଯାହା ଏହି ଘଟଣାକୁ ଆହୁରି ଗରମ କରିଥିଲା। ଜଣେ ସଦସ୍ୟ ବିସିସିଆଇରେ ମଧ୍ୟ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା। ଟେଷ୍ଟ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୩-୦ ରେ ପରାସ୍ତ କରିଥିଲା।

BCCI Cricket News GAUTAM GAMBHIR indian cricket team team india
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.