Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ବର କଟକରେ କାଳବୈଶାଖୀର ତାଣ୍ଡବ ଲିଳା, ଭାଙ୍ଗିଲା ଗଛ, ଯାତାୟତରେ ଅସୁବିଧା
ଆଜିର ଖବର

ଭୁବନେଶ୍ବର କଟକରେ କାଳବୈଶାଖୀର ତାଣ୍ଡବ ଲିଳା, ଭାଙ୍ଗିଲା ଗଛ, ଯାତାୟତରେ ଅସୁବିଧା

April 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
KalaBaisakhi
ଭୁବନେଶ୍ବର କଟକରେ କାଳବୈଶାଖୀର ତାଣ୍ଡବ ଲିଳା, ଭାଙ୍ଗିଲା ଗଛ, ଯାତାୟତରେ ଅସୁବିଧା

ଭୁବନେଶ୍ବର: ଆଜି ସକାଳେ କଟକ ଭୁବନେଶ୍ବରରେ କାଳ ବୈଶାଖୀ ତାଣ୍ଡବ ରଚିଛି। ହଠାତ ଆକାଶରେ କଳା ହାଣ୍ଡିଆ ମେଘ ଆସି ପୁରା ଦୁଇ ସହରକୁ ଅନ୍ଧାରିଆ କରିଦେଲା। ଏହାପରେ ଝଡ ପବନ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ଏହାଦ୍ବାରା ଦୁଇ ସହରର ବହୁ ଗଛ ଉପୁଡି ପଡି ରାସ୍ତା ଉପରେ ପଡିରାହିଥିଲା।

ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀ କଟର ମେସିନ ସାହାଯ୍ୟରେ ଗଛକାଟି ରାସ୍ତା ସଫା କରିଥିଲେ। ସୂଚନା ଅନୁସାରେ ଭୁବନେଶ୍ବରର ନ୍ୟିୟୁ ଏଜି କଲୋନୀ, ଲକ୍ଷ୍ମୀସାଗର, ପଟିଆ, ଫରେଷ୍ଟପାର୍କ, ଗଜପତି ନଗର ପ୍ରଭୃତି ଅଞ୍ଚଳରେ ଗଛ ଉପୁଡିଥିବା ଜଣାପଡିଛି। ସେହିପରି କଟକର ଆଠଗଡ ଅଞ୍ଚଳରେ ଗଛ ଉପୁଡି ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା।

KalaBaisakhi କାଳବୈଶାଖୀ କାଳବୈଶାଖୀ କ୍ଷୟକ୍ଷତି ବର୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026
Latest News

ତିନି ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

March 17, 2026

ଓଡ଼ିଶା ପୋଲିସର “ଅପରେସନ ସାଇବର କବଚ”: ୩୭୯ ଅଭିଯୁକ୍ତ ଗିରଫ

March 17, 2026

ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବରୁଣ ଗାନ୍ଧୀ: ସାମ୍ନାକୁ ଆସିଲା ଫଟୋ

March 17, 2026

LPG ରୁ PNG କୁ ପରିବର୍ତ୍ତନ କଲେ ମିଳୁଛି ବଡ଼ ରିହାତି: ଜାଣନ୍ତୁ ଅଫର

March 17, 2026

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.