ଦିଲ୍ଲୀରେ AAPକୁ ବଡ଼ ଝଟକା: ଦଳରୁ ଇସ୍ତଫା ଦେଲେ ୧୩ କାଉନସିଲର, ନେଲେ ଏହି ବଡ଼ ପଦକ୍ଷେପ

Published: May 17, 2025, 3:10 pm IST
ଦିଲ୍ଲୀ ନିର୍ବାଚନ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟିର ୧୩ ଜଣ କାଉନସିଲର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ହେମଚନ୍ଦ୍ର ଗୋୟଲଙ୍କ ନେତୃତ୍ୱରେ ଏକ ତୃତୀୟ ସାମ୍ମୁଖ୍ୟ ଦଳ ଗଠନ ହେବାକୁ ଯାଉଛି। ସମସ୍ତ ପୌର ପରିଷଦ ସଦସ୍ୟ ଇସ୍ତଫା ଦେଇଛନ୍ତି ଏବଂ ‘ଇନ୍ଦ୍ରପ୍ରସ୍ଥ ବିକାଶ ପାର୍ଟି’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦଳର ନେତା ହେବେ ମୁକେଶ ଗୋୟଲ।

ଇସ୍ତଫା ଦେଇଥିବା ୧୩ ଜଣ କାଉନସିଲରଙ୍କ ନାମ:

ହେମନ ଚାନ୍ଦ ଗୋୟଲ
ଦିନେଶ ଭରଦ୍ୱାଜ
ହିମାନୀ ଜୈନ
ଉଷା ଶର୍ମା
ସାହିବ କୁମାର
ରାଖି କୁମାର
ଅଶୋକ ପାଣ୍ଡେ
ରାଜେଶ କୁମାର
ଅନିଲ ରାଣା

ଆମ ଆଦମୀ ପାର୍ଟି ପାଖରେ ଅଛନ୍ତି:

ଦେବେନ୍ଦ୍ର କୁମାର
ହିମାନୀ ଜୈନ

Related posts