Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»IPL 2025 Playoffs Schedule: ଜାଣନ୍ତୁ କେଉଁ ଦଳ କେବେ ଖେଳିବ, କେଉଁଠି ହେବ ମ୍ୟାଚ୍?
ଆଜିର ଖବର

IPL 2025 Playoffs Schedule: ଜାଣନ୍ତୁ କେଉଁ ଦଳ କେବେ ଖେଳିବ, କେଉଁଠି ହେବ ମ୍ୟାଚ୍?

May 28, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଇପିଏଲ
୨୦୨୬ ଆଇପିଏଲ ରୁ ବାଦ ପଡିଲେ ୭ ଖେଳାଳି: ଜାଣନ୍ତୁ କିଏ?

ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ର ଲିଗ୍ ପର୍ଯ୍ୟାୟ ଏବେ ଶେଷ ହୋଇଛି। ଯାହାର ଶେଷ ତଥା ୭୦ ତମ ମ୍ୟାଚ୍ ମଇ ୨୭ ତାରିଖରେ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ RCB କେବଳ LSGକୁ ପରାସ୍ତ କରି ପ୍ଲେଅଫ୍‌ରେ ନିଜର ସ୍ଥାନ ନିଶ୍ଚିତ କରିନଥିଲା। ବରଂ ଗୁଜରାଟ ଟାଇଟାନ୍ସକୁ ବଡ ଝଟକା ଦେଇଥିଲା। ଏହି ହାଇ-ସ୍କୋରିଂ ମ୍ୟାଚ୍‌ରେ ବାଙ୍ଗାଲୋର ଲକ୍ଷ୍ନୌ ବିପକ୍ଷରେ ୨୨୮ ରନ୍‌ର ଟାର୍ଗେଟକୁ ପିଛା କରି ୬ ୱିକେଟ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲ୍‌ର ଶୀର୍ଷ ୨ ରେ ନିଜର ସ୍ଥାନ ନିଶ୍ଚିତ କରିଥିଲା। ଏହି ବିଜୟ ସହିତ ପ୍ଲେଅଫ୍‌ର ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି।

ପ୍ଲେଅଫ୍ ସ୍ଥିତି:

ଆରସିବିର ବିଜୟ ପରେ, ସମସ୍ତ ଚାରୋଟି ସ୍ଥାନ ନିର୍ଣ୍ଣୟ କରାଯାଇଛି:

ପଞ୍ଜାବ କିଙ୍ଗସ – ଲିଗ୍ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ

ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର – ଦ୍ୱିତୀୟ ସ୍ଥାନ

ଗୁଜୁରାଟ ଟାଇଟାନ୍ସ – ତୃତୀୟ ସ୍ଥାନ

ମୁମ୍ବାଇ ଇଣ୍ଡିଆନ୍ସ – ଚତୁର୍ଥ ସ୍ଥାନ

ପ୍ଲେଅଫ୍ ସୂଚୀ:

କ୍ୱାଲିଫାୟର୍-୧

ସ୍ଥାନ – ମହାରାଜା ଯାଦବିନ୍ଦ୍ର ସିଂହ ଆନ୍ତର୍ଜାତୀୟ ଷ୍ଟାଡିୟମ୍, ମୁଲ୍ଲାନପୁର, ଚଣ୍ଡିଗଡ଼

ସମୟ – ୨୯ ମଇ ୨୦୨୫, ସନ୍ଧ୍ୟା ୭:୩୦ ରୁ

ଦଳ – ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ ପଞ୍ଜାବ କିଙ୍ଗ୍ସ

ଏହି ମ୍ୟାଚ୍ ଜିତିଥିବା ଦଳ ସିଧାସଳଖ ଆଇପିଏଲ୍ ଫାଇନାଲ୍ ରେ ପହଞ୍ଚିବ

ଏଲିମିନେଟର୍

ସ୍ଥାନ – ମହାରାଜା ଯାଦବିନ୍ଦ୍ର ସିଂହ ଆନ୍ତର୍ଜାତୀୟ ଷ୍ଟାଡିୟମ୍, ମୁଲ୍ଲାନପୁର, ଚଣ୍ଡିଗଡ଼

ସମୟ – ୩୦ ମଇ ୨୦୨୫, ସନ୍ଧ୍ୟା ୭:୩୦

ଦଳ – ଗୁଜୁରାଟ ଟାଇଟାନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ

ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଯିବ ଏବଂ ବିଜେତା ଦଳ କ୍ୱାଲିଫାୟର୍-୨ ରେ ଖେଳିବ।

କ୍ୱାଲିଫାୟର୍-୨

ସ୍ଥାନ- ନରେନ୍ଦ୍ର ମୋଦି ଷ୍ଟାଡିୟମ୍, ଅହମ୍ମଦାବାଦ
ସମୟ- ୧ ଜୁନ୍ ୨୦୨୫, ସନ୍ଧ୍ୟା ୭:୩୦
ଦଳ- କ୍ୱାଲିଫାୟର୍-୧ ର ପରାଜିତ ଦଳ ବନାମ ଏଲିମିନେଟରର ବିଜେତା ଦଳ

ଫାଇନାଲ୍

ସ୍ଥାନ- ନରେନ୍ଦ୍ର ମୋଦି ଷ୍ଟାଡିୟମ୍, ଅହମ୍ମଦାବାଦ
ସମୟ- ୩ ଜୁନ୍ ୨୦୨୫, ସନ୍ଧ୍ୟା ୭:୩୦ ର
ଦଳ- କ୍ୱାଲିଫାୟର୍-୧ ଏବଂ କ୍ୱାଲିଫାୟର୍-୨ ର ବିଜେତା ଦଳ

ଏହି ମ୍ୟାଚ୍ ଗୁଡ଼ିକୁ କେଉଁଠାରେ ଦେଖିବେ?:

ଟିଭି ପ୍ରସାରଣ: ସମସ୍ତ ମ୍ୟାଚ୍ ଷ୍ଟାର ସ୍ପୋର୍ଟସ୍ ନେଟୱାର୍କରେ ସିଧା ପ୍ରସାରଣ କରାଯିବ।

ଅନଲାଇନ୍ ଷ୍ଟ୍ରିମିଂ: ମୋବାଇଲ୍ ଏବଂ ଅନଲାଇନ୍ ଦର୍ଶକଙ୍କ ପାଇଁ JioHotstar ଆପରେ ଲାଇଭ୍ ଷ୍ଟ୍ରିମିଂ ଉପଲବ୍ଧ ହେବ।

ଆରସିବି ପ୍ରଶଂସକମାନେ ଏଥର ବହୁତ ଉତ୍ସାହିତ, କାରଣ ଦଳର ଫର୍ମ ଜବରଦସ୍ତ। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଶୀର୍ଷରେ ଥିବା ବେଳେ ପ୍ରଥମ ଥର କ୍ୱାଲିଫାୟର୍-୧ ରେ ଖେଳିବ। ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞତା ଅଛି ଏବଂ ଉଭୟ ଦଳ ଏପରି ପରିସ୍ଥିତିରେ ନିଜକୁ ଅନେକ ଥର ପ୍ରମାଣିତ କରିଛନ୍ତି। ଏବେ ଦେଖିବା ରୋମାଞ୍ଚକର ହେବ ଯେ ଏଥର କିଏ IP-୨୦୨୫ ଟାଇଟଲ୍ ଜିତିବ।

mumbai indians PBKS RCB
Share. Facebook Twitter LinkedIn Email WhatsApp Copy Link

Related Posts

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Latest News

ଜିଲ୍ଲାସ୍ତରୀୟ ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ସମାରୋହରେ ଉପମୁଖ୍ୟମନ୍ତ୍ରୀ

June 27, 2026

ଶ୍ରେୟସ ଆୟରଙ୍କ ଖରାପ ଆରମ୍ଭ: ପ୍ରଥମ ଥର ପାଇଁ ଆୟରଲ୍ୟାଣ୍ଡଠାରୁ ହାରିଲା ଭାରତ

June 27, 2026

ଆଜି ଜୁନ୍ ୨୭ ତାରିଖ ଶନିବାର ଦିନ କଣ ରହିଛି ଆପଣଙ୍କର ରାଶିଫଳ, ଜାଣନ୍ତୁ

June 27, 2026

ଏକା ବିମାନରେ ଫଡନଭିସ-ଉଦ୍ଧବ! ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ଝଡ଼

June 26, 2026

ନିର୍ବାଚନ ମୋଡ୍‌ରେ କଂଗ୍ରେସ, ୟୁପିରେ ନୂଆ ରାଜନୈତିକ ସମୀକରଣ ଆରମ୍ଭ

June 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.