Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତୁରନ୍ତ ପୁରୀର ନୂଆ ଜିଲ୍ଲାପାଳ ଏବଂ ଏସପି କାର୍ଯ୍ୟରେ ଦେଲେ ଯୋଗ, ଆରମ୍ଭ କଲେ ପଦକ୍ଷେପ
ଆଜିର ଖବର

ତୁରନ୍ତ ପୁରୀର ନୂଆ ଜିଲ୍ଲାପାଳ ଏବଂ ଏସପି କାର୍ଯ୍ୟରେ ଦେଲେ ଯୋଗ, ଆରମ୍ଭ କଲେ ପଦକ୍ଷେପ

June 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
puri
ତୁରନ୍ତ ପୁରୀର ନୂଆ ଜିଲ୍ଲାପାଳ ଏବଂ ଏସପି କାର୍ଯ୍ୟରେ ଦେଲେ ଯୋଗ, ଆରମ୍ଭ କଲେ ପଦକ୍ଷେପ

ପୁରୀ: ଆଜି ତୁରନ୍ତ ପୁରୀରେ ନୂଆ ଜିଲ୍ଲାପାଳ ଏବଂ ଏସପି କାର୍ଯ୍ୟରେ ଯୋଗଦେଇଛନ୍ତି। ଜିଲ୍ଲାପାଳ ଚଞ୍ଚଳ ରଣା ଏବଂ ଏସପି ଭାବେ ପିନାକ ମିଶ୍ର ଦାୟିତ୍ବ ନେଇ ପଦକ୍ଷେପ ଆରମ୍ଭ କରିଛନ୍ତି। ଉଭୟ ପୂର୍ବରୁ ଏହି ଦୁଇଜଣ ପୁରୀରେ କାର୍ଯ୍ୟ କରୁଥିଲେ। ଏସପି ପିନାକ ମିଶ୍ର ଗୁଣ୍ଡିଚା ମନ୍ଦିରରେ ଆଗରେ ଉପସ୍ଥିତ ରହି ଭକ୍ତମାନଙ୍କୁ ଧାଡିରେ ଯିବାକୁ କହୁଥିବାର ଦେଖିବାକୁ ମିଳିଥିଲା।

ଉଭୟ କିଛି ସମୟ ବ୍ୟବସ୍ଥା ତଦାରଖ କରିବା ପରେ ସେମାନେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ, ବର୍ତ୍ତମାନ ସମସ୍ତ କାର୍ଯ୍ୟ ଠିକଠାକ ଚାଲିଛି। ପ୍ରଭୃଙ୍କ ଆଡପ ବିଜେ ଦର୍ଶନ ଏବଂ ବାହୁଡା ପାଇଁସମସ୍ତ ବନ୍ଦୋବସ୍ତ କରାଯାଉଛି।

Puri ଚଞ୍ଚଳ ରଣା ନୂଆ ଜିଲ୍ଲାପାଳ ପିନାକ ମିଶ୍ର ପୁରୀ ଜିଲ୍ଲାପାଳ ବଦଳିଲେ ପୁରୀ ଜିଲ୍ଲାପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025

ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଭାବେ ପ୍ରକାଶ ଜେନାଙ୍କୁ ନିଯୁକ୍ତ ପରେ ଆଜି କଲେ ଗର୍ଜ୍ଜନ

September 29, 2025

ସୋଆ ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ ଶାଖା ପକ୍ଷରୁ ସ୍ୱତନ୍ତ୍ର ସେବା ଶିବିର ଆୟୋଜିତ

September 29, 2025
Latest News

ଲଦାଖ ପ୍ରସଙ୍ଗ: ଲେହ ଓ କାର୍ଗିଲ ଗଣତାନ୍ତ୍ରିକ ମେଣ୍ଟ ସହିତ ଆଲୋଚନା ପାଇଁ ସରକାର ପ୍ରସ୍ତୁତ

September 30, 2025

ବେଆଇନ ଆତସବାଜି ଓ ବିସ୍ଫୋରକ ବ୍ୟବସାୟ ବିରୋଧରେ “ଅଗ୍ନି” ଅଭିଯାନ: 133 ଗିରଫ

September 30, 2025

ଆଜି ସେପ୍ଟେମ୍ବର ୩୦ ତାରିଖ ମଙ୍ଗଳବାରରେ ଆଠଟି ରାଶି ପାଇଁ ରହିଛି ଶୁଭଦାୟକ

September 30, 2025

ବିହାର ପାଇଁ ୭ଟି ନୂତନ ଟ୍ରେନର ଶୁଭାରମ୍ଭ କଲେ ରେଳମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ

September 29, 2025

ଟ୍ରମ୍ଫ ଦେଲେ ଆଉ ଏକ ବଡ଼ ଝଟକା: ଏବେ ଏହି କ୍ଷେତ୍ର ପାଇଁ ଲଗାଇଲେ ୧୦୦% ଶୁଳ୍କ

September 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.