Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଟିଏର ଦାମ ମାତ୍ର ୧ ଟଙ୍କା, ହେଲେ ଗତ ବର୍ଷ କରିଛି ୭୫୦୦୦୦୦୦୦୦ ଟଙ୍କାର ବେପାର
ଆଜିର ଖବର

ଗୋଟିଏର ଦାମ ମାତ୍ର ୧ ଟଙ୍କା, ହେଲେ ଗତ ବର୍ଷ କରିଛି ୭୫୦୦୦୦୦୦୦୦ ଟଙ୍କାର ବେପାର

June 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
pulse
ଗୋଟିଏର ଦାମ ମାତ୍ର ୧ ଟଙ୍କା, ହେଲେ ଗତ ବର୍ଷ କରିଛି ୭୫୦୦୦୦୦୦୦୦ ଟଙ୍କାର ବେପାର

The Samikhsya Desk: ଏକ ଚକୋଲେଟ ବା କାଣ୍ଡି ଯାହାର ଦାମ ତାହାର ମାତ୍ର ୧ ଟଙ୍କା। ହେଲେ ଏହି କଂପାନୀ ଗତ ବର୍ଷ ଯାହା ବେପାର କରିଛି ତାହା ଜାଣିଲେ ଆପଣଙ୍କ ମୁଣ୍ଡ ଖରାପ ହୋଇଯିବ। ଆପଣ ଆଶ୍ଚର‌୍ୟ୍ୟ ହେବେ ଚଳିତ ୨୦୨୪ ଓ ୨୦୨୫ ବର୍ଷରେ ଏହି ଚକୋଲେଟ ୭୫୦୦୦୦୦୦୦୦ ଟଙ୍କାର ବେପାର କରିଛି। ଏହି କଥାଟି କାହାରି ବିଶ୍ବାସ ଯୋଗ୍ୟ ନ ହେଲେ ମଧ୍ୟ ତାହା ସତ କଥା।

ଏହାର ନାମ ହେଉଛି ପଲ୍ସ କ୍ୟାଣ୍ଡି, ଯାହା ଛୋଟ ପାନ ଦୋକାନଠାରୁ ଆରମ୍ଭ କରି ବଡ ମଲରେ ମଧ୍ୟ ଉପଲବ୍ଧ ହେଉଛି। ପ୍ରାୟ ସମସ୍ତେ ଏହାକୁ ଖାଇବା ପାଇଁ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି। ହେଲେ ଗତ ଆର୍ଥିକ ବର୍ଷରେ ଏହା ରୋଜଗାର ଦେଇଛି 750 କୋଟି ଟଙ୍କା।

ଏହାର ନିର୍ମାତା ହେଉଛନ୍ତି ଡିଏସ ଗ୍ରୁପ ବା ଧର୍ମପାଲ ସତ୍ୟପାଳ ଗ୍ରୁପ। ଏହି କଂପାନୀ କେବେ ବି ଭାବି ନ ଥିଲା ଯେ, ଏହି କ୍ୟାଣ୍ଡି ଏତେ ରୋଜଗାର ଦେବ ବୋଲି। ମୁଖ୍ୟତଃ ଏହି କଂପାନୀ ସ୍ଥାନୀୟ ବଜାରର ଫ୍ଲେବରକୁ ଆଖି ଆଗରେ ରଖି ପ୍ରସ୍ତୁତ କରିଥାଏ। ଫଳରେ ଗ୍ରାହକମାନେ ତାହା କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ବର୍ତ୍ତମାନ କଂପାନୀ ବଜାରରେ ଏହାର ଗୁରୁତ୍ବ ଦେଖିବା ପରେଭଲ ମାର୍କେଟିଂ କରି ଏହା ବିକ୍ରି କରିବ। ଆସନ୍ତା ଦୁଇ ବର୍ଷ ମଧ୍ୟରେ କଂପାନୀ ପ୍ରାୟ ୧୦୦୦ କୋଟି ଟଙ୍କାର ବେପାର କରିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ବର୍ତ୍ତମାନ ଦେଶରେ ଏହି ପଦାର୍ଥର ପ୍ରାୟ ୪୦୦୦ କୋଟି ଟଙ୍କାର ବଜାର ରହିଛି। ତାହାର ସିଂହ ଭାଗ ଡିଏସ ଗ୍ରୁପ ଅକ୍ତିୟାର କରିବ ବୋଲି ଲକ୍ଷ୍ୟ ରଖିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026
Latest News

ଅଷ୍ଟ୍ରେଲିଆ ଗସ୍ତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ ମୋଦି!: କ୍ରିକେଟ ପ୍ରଶଂସକଙ୍କୁ ମିଳିବ ଉପହାର

June 10, 2026

ପ୍ରଧାନମନ୍ତ୍ରୀ ମୋଦୀ ଶାସନ କ୍ଷମତାରେ ରହିବାର ଏକ ରେକର୍ଡ କରିଥିବାରୁ ରାଜ୍ୟ ବିଜେପିର ବିଭିନ୍ନ କାର୍ଯ୍ୟକ୍ରମ

June 10, 2026

ଆଫଗାନ ଘର ଉପରେ ବୋମା ମାଡ଼ କଲା ପାକିସ୍ତାନୀ ସେନା: ୧୧ ଶିଶୁ ସମେତ ୧୩ ମୃତ

June 10, 2026

Kalinga Literary Festival: ସଫଳତାର ସହ ଶେଷ ହେଲା କାଠମାଣ୍ଡୁ କଳିଙ୍ଗ ସାହିତ୍ୟ ଉତ୍ସବ

June 10, 2026

ମହଙ୍ଗା ପଡିଲା ରୁଷ ସହିତ ବନ୍ଧୁତା!: ଭାରତୀୟ ଏବଂ ଚୀନ୍ ଉପରେ କଠୋର ପ୍ରତିବନ୍ଧକ ଲଗାଇଲା ଇୟୁ

June 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.