Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଛ ପ୍ରତି ଆଦର, ପୃଥିବୀ ପ୍ରତି ଦାୟିତ୍ୱ: ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ
ଆଜିର ଖବର

ଗଛ ପ୍ରତି ଆଦର, ପୃଥିବୀ ପ୍ରତି ଦାୟିତ୍ୱ: ବଜ୍ରକୋଟ ବିଦ୍ୟାଳୟରେ ୭୬ତମ ବନମହୋତ୍ସବ ପାଳିତ

July 2, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଆଜି ବଜ୍ରକୋଟ ବିଦ୍ୟାଳୟରେ ଉତ୍ସାହ ଓ ଉଲ୍ଲାସରେ ୭୬ତମ ବନମହୋତ୍ସବ ପାଳିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷବିତ ଲକ୍ଷ୍ମୀଧର ସାହୁ, ମୁଖ୍ୟ ବକ୍ତା ଭାବେ ଫରେଷ୍ଟର ରଞ୍ଜିତ ବେହେରା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଶ୍ୱରଞ୍ଜନ ଆଚାର୍ଯ୍ୟ, ଫରେଷ୍ଟ ଗାର୍ଡ ରଞ୍ଜନା ପରିଡା, ସ୍ଥାନୀୟ ୱାର୍ଡ ମେମ୍ବର ସରୋଜିନୀ ପ୍ରଧାନ, ମୋ ସ୍କୁଲ ସଭାପତି ଗଣେଶ୍ୱର ପ୍ରଧାନ, ଗ୍ରାମର ବରିଷ୍ଠ ବ୍ୟକ୍ତି ଶତ୍ରୁଘ୍ନ ମାନସିଂହ, ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା ଚାରୁଲତା ରାଉତରାୟ, ସଂଯୁକ୍ତା ସାର୍ଦୁଲଲସିଂହ, ଚାରୁଲତା ରାଉତରାୟ, ସଞ୍ଜିତା ନାୟକ, ଅଙ୍ଗନବାଡି କର୍ମୀ ପୁଷ୍ପ ମଞ୍ଜରୀ ଦେଇ ପ୍ରମୁଖ ଯୋଗ ଦେଇଥିଲେ।

ବନମହୋତ୍ସବର ଉଦ୍ଦେଶ୍ୟ ହେଉଛି ପରିବେଶ ସୁରକ୍ଷା, ଗଛର ଗୁରୁତ୍ୱ ବିଷୟରେ ଜଣସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି କରିବା ବୋଲି ଶିକ୍ଷବିତ ଶ୍ରୀ ସାହୁ କହିଥିଲେ। ବନମହୋତ୍ସବ ମାନେ ଗଛ ପ୍ରତି ଆଦର ଓ ପୃଥିବୀ ପ୍ରତି ଦାୟିତ୍ୱ ବୋଲି ଫରେଷ୍ଟର ରଞ୍ଜିତ ବେହେରା କହିଥିଲେ।

ଅବସରରେ ଛାତ୍ରଛାତ୍ରୀମାନେ ଗଛ ଲାଗାଇ ଏହାର ଦୟାଳୁ ବ୍ୟବହାର ବିଷୟରେ ଅନେକ ସୂଚନା ସମ୍ବନ୍ଧରେ ଶିଖି ପାରିଥିଲେ। ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା ମଧ୍ୟ ଗଛର ଗୁରୁତ୍ୱ, ପରିବେଶ ସଂରକ୍ଷଣ ଓ ଗ୍ରୀନ୍ କ୍ଲାସରୁମ୍ ତିଆରି ପ୍ରତି ଆଲୋକପାତ କରିଥିଲେ।

କାର୍ଯ୍ୟକ୍ରମର ଅନ୍ତିମରେ ଛାତ୍ରଛାତ୍ରୀମାନେ ପୋଷ୍ଟର, ଗୀତ ଓ ନାଟିକା ମାଧ୍ୟମରେ ଗଛ ରୋପଣର ଉପକାରିତା ବ୍ୟାଖ୍ୟା କରି ସମସ୍ତେଙ୍କ ମନ ଜିତି ଥିଲେ। ଆମ୍ବ, ଲିମ୍ବ, ଲିମ୍ବ, ପାଟୁଳି, ଅର୍ଜୁନ, କରଞ୍ଜ, ବଉଳକୋଳି, ଫାଣପଣା, କଦମ୍ବ ଆଦି ବୃକ୍ଷରୋପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଶ୍ରୀ ରଣାଙ୍କ ତତ୍ୱାବଧାନରେ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ଦିଲ୍ଲୀପ କୁମାର ସାହୁ, ପାଚିକା ବାସନ୍ତୀ ମାଝୀ, ଅହଲ୍ୟା ଦେଇ, ଟୁନିଲତା ସାହୁ, କୁନି ଖଟେଇ ପ୍ରମୁଖଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାରେ ପରିଚାଳିତ ହୋଇ ଥିଲା। ପ୍ରମୋଦ ଦାଶ, ବିଶ୍ୱଶ୍ରୀ ପଟ୍ଟନାୟକ ବନ ବିଭାଗ କର୍ମଚାରୀ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

BJP Ads
ବନମହୋତ୍ସବ ପାଳିତ ରଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025

ନୂଆପଡା ଉପନିର୍ବାଚନ ପ୍ରଚାରରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ, ଜାଣନ୍ତୁ କେବେ

November 2, 2025

ଆଜିଠାରୁ ପଞ୍ଚୁକ ବ୍ରତ, ଏଥର ପାଞ୍ଚଦିନ ନୁହେଁ ଚାରିଦିନ ପାଳନ, ଆଜି ବଡ ଏକାଦଶୀ

November 2, 2025
BJP Ads
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025

ନୂଆପଡା ଉପନିର୍ବାଚନ ପ୍ରଚାରରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ, ଜାଣନ୍ତୁ କେବେ

November 2, 2025

ଆଜିଠାରୁ ପଞ୍ଚୁକ ବ୍ରତ, ଏଥର ପାଞ୍ଚଦିନ ନୁହେଁ ଚାରିଦିନ ପାଳନ, ଆଜି ବଡ ଏକାଦଶୀ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.