Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରୀ ମୃତ୍ୟୁ ନେଇ ପୁଣି ଥରେ ବିକ୍ଷୋଭ କରିବ ବିଜେଡି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବାର ଧମକ
ଆଜିର ଖବର

ଛାତ୍ରୀ ମୃତ୍ୟୁ ନେଇ ପୁଣି ଥରେ ବିକ୍ଷୋଭ କରିବ ବିଜେଡି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବାର ଧମକ

July 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BJD
ଛାତ୍ରୀ ମୃତ୍ୟୁ ନେଇ ପୁଣି ଥରେ ବିକ୍ଷୋଭ କରିବ ବିଜେଡି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବାର ଧମକ

ଭୁବନେଶ୍ବର: ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜେଡି। ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଜେଡି ବିକ୍ଷୋବ କରିବ ବୋଲି ଘୋଷଣା କରିଛନ୍ତି। ଏ ନେଇ ଦଳ ତରଫରୁ କୁହାଯାଇଛି ଯେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେଡି ବିକ୍ଷୋଭ ଜାରୀ ରଖିବ। ସେଥିପାଇଁ ଦଳ ପୁରା ପ୍ରସ୍ତୁତ ହୋଇ ରହିଛି ବୋଲି କୁହାଯାଇଛି। ନିକଟରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ କରିଥିଲା। ଲୋକସେବା ଭବନ ଆଡକୁ ମାଡି ଆସିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୋଲିସର ରବର ଗୁଳିରେ ବଡ ନେତା ଆହତ ହୋଇଛନ୍ତି।

ତେବେ ଏଥର ବିଜେଡି ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ। ଏ ନେଇ ଦଳ ସ୍ଥାନୀୟ କର୍ମିମାନଙ୍କୁ ଅବଗତ କରାଇଛି। ଦଳ କହିଛି ଯେ, ସରକାର ଯେଉଁ ଆଖିଦେଖାଣିଆ ତଦନ୍ତ ନିର୍ଦ୍ଦେଶ ଦେଇଛି ସେଥିରେ କୌଣସି ସତ ବାହାରିବ ନାହିଁ। ଏହି ଘଟଣାଟି ଜଣେ ସିଟିଂ ବିଚାରପତିଙ୍କ ଦ୍ବାରା କରାଯାଉ। ଫଳରେ ଏହା ପଛରେ କିଏ ରହିଛି ତାହାର ସତ୍ୟାସତ୍ୟ ମିଳିପାରିବ। ତେବେ ବିଜେଡିର ଏହି ବିକ୍ଷୋଭ ଡାକରା ସରକାରଙ୍କୁ ଅଡୁଆରେ ପକାଇଛି।

Biju Janata Dal BJD ଏଫଏମ କଲେଜ ଛାତ୍ରୀ ବାଲେଶ୍ବର ଛାତ୍ରୀ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ବିଜୁ ଜନତା ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.