Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛାତ୍ରୀ ମୃତ୍ୟୁ ନେଇ ପୁଣି ଥରେ ବିକ୍ଷୋଭ କରିବ ବିଜେଡି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବାର ଧମକ
ଆଜିର ଖବର

ଛାତ୍ରୀ ମୃତ୍ୟୁ ନେଇ ପୁଣି ଥରେ ବିକ୍ଷୋଭ କରିବ ବିଜେଡି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବାର ଧମକ

July 18, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
BJD
ଛାତ୍ରୀ ମୃତ୍ୟୁ ନେଇ ପୁଣି ଥରେ ବିକ୍ଷୋଭ କରିବ ବିଜେଡି, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବାର ଧମକ

ଭୁବନେଶ୍ବର: ପୁଣି ଥରେ ରାସ୍ତାକୁ ଓହ୍ଲାଇବ ବିଜେଡି। ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ବିଜେଡି ବିକ୍ଷୋବ କରିବ ବୋଲି ଘୋଷଣା କରିଛନ୍ତି। ଏ ନେଇ ଦଳ ତରଫରୁ କୁହାଯାଇଛି ଯେ, ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବିଜେଡି ବିକ୍ଷୋଭ ଜାରୀ ରଖିବ। ସେଥିପାଇଁ ଦଳ ପୁରା ପ୍ରସ୍ତୁତ ହୋଇ ରହିଛି ବୋଲି କୁହାଯାଇଛି। ନିକଟରେ ବିଜେଡି ଭୁବନେଶ୍ବରରେ ବିକ୍ଷୋଭ କରିଥିଲା। ଲୋକସେବା ଭବନ ଆଡକୁ ମାଡି ଆସିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୋଲିସର ରବର ଗୁଳିରେ ବଡ ନେତା ଆହତ ହୋଇଛନ୍ତି।

ତେବେ ଏଥର ବିଜେଡି ଆସନ୍ତା ୨୧ରେ ଆରଡିସି ସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବ। ଏ ନେଇ ଦଳ ସ୍ଥାନୀୟ କର୍ମିମାନଙ୍କୁ ଅବଗତ କରାଇଛି। ଦଳ କହିଛି ଯେ, ସରକାର ଯେଉଁ ଆଖିଦେଖାଣିଆ ତଦନ୍ତ ନିର୍ଦ୍ଦେଶ ଦେଇଛି ସେଥିରେ କୌଣସି ସତ ବାହାରିବ ନାହିଁ। ଏହି ଘଟଣାଟି ଜଣେ ସିଟିଂ ବିଚାରପତିଙ୍କ ଦ୍ବାରା କରାଯାଉ। ଫଳରେ ଏହା ପଛରେ କିଏ ରହିଛି ତାହାର ସତ୍ୟାସତ୍ୟ ମିଳିପାରିବ। ତେବେ ବିଜେଡିର ଏହି ବିକ୍ଷୋଭ ଡାକରା ସରକାରଙ୍କୁ ଅଡୁଆରେ ପକାଇଛି।

Biju Janata Dal BJD ଏଫଏମ କଲେଜ ଛାତ୍ରୀ ବାଲେଶ୍ବର ଛାତ୍ରୀ ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ବିଜୁ ଜନତା ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026

ଶଶୁର ଉପରକୁ ଗରମ ତେଲ ଫିଙ୍ଗିଲା ବୋହୁ

May 18, 2026

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

May 18, 2026
Latest News

ସହିଦ ଜବାନ ଏବଂ ନକ୍ସଲ ହିଂସାରେ ପୀଡିତଙ୍କ ପରିବାରକୁ ଭେଟିଲେ ଅମିତ ଶାହ

May 18, 2026

ନରୱେର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

May 18, 2026

ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

May 18, 2026

ନରସିଂହପୁର ପଞ୍ଚାୟତରେ ମେଧା ସମ୍ମାନ କାର୍ଯ୍ୟକ୍ରମ

May 18, 2026

ନୂଆଦିଲ୍ଲୀରେ ସୋଆକୁ ସିଏସ୍‌ଆର୍ ସମ୍ମାନ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.