Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ
ଆଜିର ଖବର

ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ

July 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Jharkhand High Court
ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ

The Samikhsya Desk: ପୌର ନିର୍ବାଚନ କରିବାରେ ବିଫଳ ହେବା ପାଇଁ ରାଜ୍ୟ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଝାଡ଼ଖଣ୍ଡ ହାଇକୋର୍ଟ। ଗତ ବର୍ଷ ଜାନୁଆରୀ ୪ ତାରିଖରେ ହାଇକୋର୍ଟ ପୌର ସଂସ୍ଥା ନିର୍ବାଚନ କରିବାକୁ ନିର୍ଦ୍ଦେଶ କରିଥିଲେ। ହେଲେ ଏହାକୁ କାର୍ଯ୍ୟକାରୀ ନ କରିବା କୋର୍ଟ ଅବମାନନା ବୋଲି କୁହାଯାଇଛି।  ମାମଲାର ନିର୍ଦ୍ଧାରିତ ଶୁଣାଣି ପାଇଁ ବିଚାରପତି ଆନନ୍ଦ ସେନଙ୍କ କୋର୍ଟ ମୁଖ୍ୟ ସଚିବଙ୍କୁ ଆସନ୍ତା ଶୁକ୍ରବାର ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମନ ଜାରି କରିଛନ୍ତି।

କୋର୍ଟ ରାଜ୍ୟ ସରକାରଙ୍କ ଏପରି ମନୋଭାବକୁ ସମାଲୋଚନା କରିବା ସହିତ ଏହା ମଧ୍ୟ କହିଛନ୍ତି ଯେ ସରକାର ଖୋଲାଖୋଲି ଭାବରେ “rule of law”କୁ ଅବମାନନା କରୁଛନ୍ତି। ଏହା ଦେଖାଯାଉଛି ଯେ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ଏଠାରେ ସୂଚନା ଯୋଗ୍ୟ ଯେ, ଝାଡ଼ଖଣ୍ଡର ସମସ୍ତ ପୌର ସଂସ୍ଥାର କାର୍ଯ୍ୟକାଳ ଏପ୍ରିଲ ୨୦୨୩ ରେ ଶେଷ ହୋଇଯାଇଛି। ତା’ପରେ ତୁରନ୍ତ ନିର୍ବାଚନ କରାଯିବା କଥା ଥିଲା, କିନ୍ତୁ ରାଜ୍ୟ ସରକାର ପୌର ନିର୍ବାଚନ କରିବା ପୂର୍ବରୁ ଓବିସି ସଂରକ୍ଷଣ ପ୍ରତିଶତ ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନେବା ପରେ ପ୍ରକ୍ରିୟା ବନ୍ଦ ହୋଇଯାଇଥିଲା।

ପୌର ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ବରରେ ହେବ ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମୋକଦ୍ଦମାର ସମାଧାନ

September 14, 2025

ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ

September 14, 2025

୧୦୮ ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 14, 2025

ମତ୍ସ୍ୟଚାଷ ପ୍ରଶିକ୍ଷଣ ଏବଂ ସଚେତନତା ଶିବିରରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 14, 2025
Latest News

ଭୁବନେଶ୍ବରରେ ହେବ ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମୋକଦ୍ଦମାର ସମାଧାନ

September 14, 2025

ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ

September 14, 2025

୧୦୮ ଆମ୍ବୁଲାନ୍ସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ପ୍ରଥମ ପ୍ରତିକ୍ରିୟାକାରୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 14, 2025

ମତ୍ସ୍ୟଚାଷ ପ୍ରଶିକ୍ଷଣ ଏବଂ ସଚେତନତା ଶିବିରରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

September 14, 2025

ବିଧି ପ୍ରତି ସମ୍ମାନ ସମ୍ବିଧାନର ସୁରକ୍ଷା କବଚ: ନ୍ୟାୟମୂର୍ତ୍ତୀ ଦୀକ୍ଷିତ

September 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.