Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟା ରତ୍ନ ସମ୍ମାନ ପାଇଲେ କୋଣାର୍କ ସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ଆଜିର ଖବର

ବିଦ୍ୟା ରତ୍ନ ସମ୍ମାନ ପାଇଲେ କୋଣାର୍କ ସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ

July 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଜାତୀୟ ସ୍ତରୀୟ ହାପି ମୋମେଣ୍ଟ ଇଣ୍ଡିଆ ତରଫରୁ ପ୍ରତିଭା ସମ୍ମାନ ସମାରୋହ ଓଡିଶା ସଂସ୍କୃତି ଭବନ, ପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା, ସାହିତ୍ୟ, ସଂସ୍କୃତି ଏବଂ ସମାଜ କଲ୍ୟାଣ କ୍ଷେତ୍ରରେ ଅଗ୍ରିଣ ଅଧିକାରୀ ହୋଇ ପାରିଥିବା କୃତି ପ୍ରଧାନ ଶିକ୍ଷକ ନିହାର ପ୍ରସାଦ ଲେଙ୍କାଙ୍କୁ ବିଦ୍ୟା ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ନିହାର ପ୍ରସାଦ ଲେଙ୍କା କୋଣାର୍କ ସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଓଡିଶା ସରକାର) ର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।

ଉକ୍ତ ସମାରୋହରେ ରାଜ୍ୟ ପ୍ରମୁଖ ସଶୀଧର ପଣ୍ଡା, ଜାତୀୟ ପ୍ରତିନିଧି ଶଙ୍କର ପରିଡା ଏବଂ ରାଷ୍ଟ୍ରୀୟ ପ୍ରମୁଖ ରାଜେନ୍ଦ୍ର ପ୍ରସାଦ ପଣ୍ଡା ସମେତ ଓଡିଶା ଚଳଚ୍ଚିତ୍ର ଜଗତର ସଂଗୀତ ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ, ବ୍ୟଙ୍ଗ କବି ସମ୍ପଦ କୁମାର ଉପସ୍ଥିତ ଥିଲେ।

କୋଣାର୍କ ନିହାର ପ୍ରସାଦ ଲେଙ୍କା ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଦ୍ୟା ରତ୍ନ ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

HAM ନେତାଙ୍କ ହତ୍ୟାକାଣ୍ଡ ମାମଲା: ୟୁପି ରେ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ଏସଟିଏଫ

July 28, 2025

ନିରନ୍ତର ହ୍ରାସ ପାଉଛି ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

July 28, 2025

ମଞ୍ଚେଷ୍ଟର ଟେଷ୍ଟ ଡ୍ର ପରେ ବିସିସିଆଇର ବଡ଼ ପଦକ୍ଷେପ, ଦଳରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି, ନୂଆ ଖେଳାଳିକୁ ସୁଯୋଗ

July 28, 2025

ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ବଲାଙ୍ଗିର ଜିଲ୍ଲାରେ ଧାର୍ଯ୍ୟ ହେଲା ଲଗ୍ନ

July 28, 2025
Latest News

HAM ନେତାଙ୍କ ହତ୍ୟାକାଣ୍ଡ ମାମଲା: ୟୁପି ରେ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ଏସଟିଏଫ

July 28, 2025

ନିରନ୍ତର ହ୍ରାସ ପାଉଛି ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଆଜିର ଦର

July 28, 2025

ମଞ୍ଚେଷ୍ଟର ଟେଷ୍ଟ ଡ୍ର ପରେ ବିସିସିଆଇର ବଡ଼ ପଦକ୍ଷେପ, ଦଳରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି, ନୂଆ ଖେଳାଳିକୁ ସୁଯୋଗ

July 28, 2025

ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ବଲାଙ୍ଗିର ଜିଲ୍ଲାରେ ଧାର୍ଯ୍ୟ ହେଲା ଲଗ୍ନ

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.