Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମୋଦୀ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଛନ୍ତି’: ପୁଣି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ
ଆଜିର ଖବର

‘ମୋଦୀ ଚୋରି କରି ପ୍ରଧାନମନ୍ତ୍ରୀ ହୋଇଛନ୍ତି’: ପୁଣି ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

August 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
RahulGandhi
ବିହାର ନିର୍ବାଚନ ଫଳାଫଳ ପୂର୍ବରୁ କଂଗ୍ରେସ ପାଇଁ ଖୁସି ଖବର: ଏହି ଉପନିର୍ବାଚନରେ ପଛରେ ପଡିଲା ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ପୁଣି ଥରେ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଛନ୍ତି। ଆଜି ବେଙ୍ଗାଲୁରୁର ଏକ ରାଲିକୁ ସମ୍ବୋଧିତ କରି ସେ କହିଥିଲେ ଯେ, ମହାରାଷ୍ଟ୍ରର ଲାକସଭା ନିର୍ବାଚନରେ ଆମ ମେଣ୍ଟ ଜିତୁଛି ଏବଂ ୪ ମାସ ପରେ ବିଜେପି ବିଧାନସଭା ନିର୍ବାଚନ ଜିତିଯାଉଛି। ଆମେ ଜାଣିବାକୁ ପାଇଛୁ ଯେ, ନିର୍ବାଚନରେ ବଡ ତ୍ରୁଟି ହୋଇଛି। ନିର୍ବାଚନ କମିଶନ ମଧ୍ୟ ରାହୁଲଙ୍କ ଅଭିଯୋଗର ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କୁ ପ୍ରମାଣ ଉପସ୍ଥାପନ କରିବାକୁ କହିଥିଲେ।

ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ପ୍ରସଙ୍ଗ ଦର୍ଶାଇ ରାହୁଲ କହିଛନ୍ତି ଯେ, ଯେତେବେଳେ ଆମେ ଜାଣିବାକୁ ପାଇଲୁ ଯେ, ୧ କୋଟି ନୂଆ ଲୋକ ଭୋଟ ଦେବା ପାଇଁ ବାହାରିଥିଲେ, ଯେଉଁମାନେ ଲୋକସଭାରେ ଭୋଟ୍ କରିବାକୁ ଆସିନଥିଲେ, ସେମାନେ ୧ କୋଟି ଲୋକ ଯାଦୁରେ ଭୋଟ କରିବାକୁ ଆସିଥିଲେ। ସେମାନେ ଏହି ବର୍ଦ୍ଧିତ ଭୋଟ୍ ସାହାଯ୍ୟରେ ନିର୍ବାଚନ ଜିତିଥିଲେ। କର୍ଣ୍ଣାଟକରେ ମଧ୍ୟ ଆମେ ନିର୍ବାଚନରେ ୧୬ ଟି ସିଟ୍ ଜିତୁଥିଲୁ, କିନ୍ତୁ ଆମେ କେବଳ ୯ ଟି ଆସନ ଜିତିଲୁ। ଏହା ମଧ୍ୟ ଏକ ନକଲି ଉପାୟରେ ଘଟିଥିଲା। କିନ୍ତୁ ନିର୍ବାଚନ କମିଶନ କୌଣସି ଉତ୍ତର ଦେଉନାହାନ୍ତି।

ସେ କହିଛନ୍ତି ଯେ, “ନରେନ୍ଦ୍ର ମୋଦି କେବଳ ୨୫ ଟି ଆସନ ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଏବଂ ଯଦି ଆମେ ଇଲେକ୍ଟ୍ରୋନିକ୍ ତଥ୍ୟ ପାଇବୁ, ତେବେ ଆମେ ପ୍ରମାଣ କରିବୁ ଯେ ମୋଦି ଚୋରି କରି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୫ ଟି ଆସନ ଅଛି ଯେଉଁଠାରେ ବିଜେପି ମାତ୍ର ୩୫ ହଜାର ଭୋଟର ବ୍ୟବଧାନରେ ଜିତିଥିଲା। ମୁଁ ଏକା ନୁହେଁ, ଭାରତର ସମସ୍ତ ବିରୋଧୀ ଦଳ ସମାନ ପ୍ରଶ୍ନ ପଚାରୁଛନ୍ତି। ନିର୍ବାଚନ କମିଶନ ୱେବସାଇଟ୍ ବନ୍ଦ କରିଦେଇଛି। ରାଜସ୍ଥାନ ଏବଂ ବିହାରର ୱେବସାଇଟ୍ ବନ୍ଦ କରିଦିଆଯାଇଛି।”

Breaking News election commission narendra modi rahul gandhi vote
Share. Facebook Twitter LinkedIn Email WhatsApp Copy Link

Related Posts

ନୂଆପଡା ଫଳାଫଳ ନେଇ ବାଣ ମାରିଲେ ଶ୍ରୀମୟୀ, କହିଲେ ଏହା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତ

November 14, 2025

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

କମିଲା ସୁନା ଦର: ଜାଣନ୍ତୁ ଆଜି ଭୁବନେଶ୍ଵରରେ କେତେ ହ୍ରାସ ପାଇଲା ସୁନାର ମୂଲ୍ୟ 

November 14, 2025

Rising Star Asia Cup 2025: ଆଜି ୟୁଏଇ ବିପକ୍ଷରେ ଆତଙ୍କ ସୃଷ୍ଟି କରିବେ ବୈଭବ ସୂର୍ଯ୍ୟବଂଶୀ

November 14, 2025
Latest News

ନୂଆପଡା ଫଳାଫଳ ନେଇ ବାଣ ମାରିଲେ ଶ୍ରୀମୟୀ, କହିଲେ ଏହା ଭଣ୍ଡ ସନ୍ୟାସୀଙ୍କ ଚକ୍ରାନ୍ତ

November 14, 2025

ଅନ୍ତା ଉପନିର୍ବାଚନ: ବିଜେପିକୁ ବଡ଼ ଝଟକା, ବସୁନ୍ଧରା ରାଜେଙ୍କ ଗଡ଼ ଜିତିଲା କଂଗ୍ରେସ

November 14, 2025

ନୂଆପଡା ଉପ ନିର୍ବାଚନ ଫଳାଫଳ: ସରିଲା ୧୫ ରାଉଣ୍ଡ ଗଣତି, ଜାଣନ୍ତୁ ବିଜେପି-ବିଜେଡ଼ି-କଂଗ୍ରେସର ସ୍ଥିତି

November 14, 2025

କମିଲା ସୁନା ଦର: ଜାଣନ୍ତୁ ଆଜି ଭୁବନେଶ୍ଵରରେ କେତେ ହ୍ରାସ ପାଇଲା ସୁନାର ମୂଲ୍ୟ 

November 14, 2025

Rising Star Asia Cup 2025: ଆଜି ୟୁଏଇ ବିପକ୍ଷରେ ଆତଙ୍କ ସୃଷ୍ଟି କରିବେ ବୈଭବ ସୂର୍ଯ୍ୟବଂଶୀ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.