Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡିରୁ ନିଲମ୍ବିତ ହେଲେ ଜିଲ୍ଲା ପରିଷଦ ସଦସ୍ୟ
ଆଜିର ଖବର

ବିଜେଡିରୁ ନିଲମ୍ବିତ ହେଲେ ଜିଲ୍ଲା ପରିଷଦ ସଦସ୍ୟ

August 14, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡି
ଆଜିଠୁ ବିଧାନସଭା ଅଧିବେଶନ: ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିବ ବିଜେଡ଼ି

ଭୁବନେଶ୍ବର: ବିଜୁ ଜନତା ଦଳ ଦଳ ବିରୋଧୀ କାର୍ଯ୍ୟ ପାଇଁ ଜଣେ ନେତାଙ୍କୁ ଦଳରୁ ନିଲମ୍ବିତ କରିଛି। ସେ ହେଉଛନ୍ତି ନୟାଗଡର ଜିଲ୍ଲା 19 ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ। ଏ ନେଇ ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।  ଦଳର ଉପସଭାପତି ତଥା ମୁଖ୍ୟାଳୟର ଦାୟିତ୍ବରେ ଥିବା ପ୍ରତାପ ଜେନାଙ୍କ ଦସ୍ତଖତରେ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ଏଥିରେ କୁହାଯାଇଛି ଯେ, ନୟାଗଡ ଜିଲ୍ଲା ଜୋନ 19 ର ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି ବୋଲି ଏଥିରେ କୁହାଯାଇଛି।

BJD ବିଜୁ ଜନତା ଦଳ ବିଜେଡି ବିଜେଡିରୁ ନିଲମ୍ବିତ
Share. Facebook Twitter LinkedIn Email WhatsApp Copy Link

Related Posts

ମହମ୍ମଦ ଶାମିଙ୍କୁ SIR ଯାଞ୍ଚ ସମ୍ପର୍କରେ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ: କାରଣ କ’ଣ?

January 6, 2026

ଆଣ୍ଡାମାନ ଓ ନିକୋବରର ସାଧନ କର୍ମୀମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

January 6, 2026

ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

January 6, 2026

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଚିଲିକା ହ୍ରଦ ପ୍ରସଙ୍ଗରେ ଆଲୋଚନା କଲେ ଆଇନ ମନ୍ତ୍ରୀ ଏବଂ ପୁରୀ ସାଂସଦ

January 6, 2026
Latest News

ମହମ୍ମଦ ଶାମିଙ୍କୁ SIR ଯାଞ୍ଚ ସମ୍ପର୍କରେ ନୋଟିସ୍ ଜାରି କଲେ ନିର୍ବାଚନ କମିଶନ: କାରଣ କ’ଣ?

January 6, 2026

ଆଣ୍ଡାମାନ ଓ ନିକୋବରର ସାଧନ କର୍ମୀମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

January 6, 2026

ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର

January 6, 2026

ମିଶନ ୧୦୦ ପ୍ରତିଶତ ବିଦ୍ୟୁତୀକରଣ: ସଶକ୍ତ ହେଉଛି ଭାରତୀୟ ରେଳବାଇର ଭବିଷ୍ୟତ

January 6, 2026

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଚିଲିକା ହ୍ରଦ ପ୍ରସଙ୍ଗରେ ଆଲୋଚନା କଲେ ଆଇନ ମନ୍ତ୍ରୀ ଏବଂ ପୁରୀ ସାଂସଦ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.