Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେହ ଅଖଣ୍ଡ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ
ଆଜିର ଖବର

ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେହ ଅଖଣ୍ଡ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ

August 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Santha Kabi BHIMA BHOI
ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ପ୍ରତ୍ୟେହ ଅଖଣ୍ଡ ଦୀପ ଓ ପୁଷ୍ପ ମାଲ୍ୟାର୍ପଣ

ରେଢ଼ାଖୋଲ (କନ୍ଦର୍ପ ବେହେରା): ରେଢ଼ାଖୋଲ ସହରର ମଧ୍ୟ ସ୍ଥଳରେ ଥିବା ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ରେ ପ୍ରତିଦିନ ଫୁଲମାଳ ଓ ଅଖଣ୍ଡ ଦୀପ ଦିଆଯିବାକୁ ଏନଏସି ତରଫରୁ ପ୍ରସ୍ତାବ ଆଗତ ହୋଇଛି ଏବଂ ଆଜିଠାରୁ ଏହା ମଧ୍ୟ କାର୍ଯ୍ୟକାରି ହୋଇଛି। ଆଜି ରେଢ଼ାଖୋଲ ବିଜ୍ଞାପିତ ଅଂଚଳ ପରିଷଦର ସାଧାରଣ ବୈଠକରେ ଅନେକ ସମସ୍ୟା ଉପରେ ଆଲୋଚନା ହେବା ପରେ ଅଧ୍ୟକ୍ଷ ଶିବରାମ ସାହୁଙ୍କ ପ୍ରସ୍ତାବ ଅନୁଯାୟୀ ରେଢ଼ାଖୋଲ ବସ୍ ଷ୍ଟାଣ୍ଡ ଠାରେ ସ୍ଥାପିତ ଥିବା ସନ୍ଥ କବି ଭୀମଭୋଇଙ୍କ ପ୍ରତିମୂର୍ତ୍ତି ଠାରେ ଅଖଣ୍ଡ ଦୀପ ଏବଂ ଫୁଲ ମାଳା ଦିଆଯାଇଥିଲା।

ନିଜେ ଅଧ୍ୟକ୍ଷ ଦାୟିତ୍ୱ ନେବା ସହ ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ କାଉନସିଲର ସହମତି ଦେଇ ଥିଲେ। ଆଜି ସମସ୍ତ କାଉନସିଲର ଭାଇ ଭଉଣୀ ମାନେ ପ୍ରତିମୂର୍ତ୍ତି ପାଖକୁ ଯାଇ ଅଖଣ୍ଡଦୀପ ଓ ଫୁଲ ମାଳା ମାଲ୍ୟାର୍ପଣ କରି ଥିଲେ। ଏହି କାର୍ଯ୍ୟ ପ୍ରତିଦିନ ଚାଲିବ ବୋଲି ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ପ୍ରକାଶ କରିଛନ୍ତି।

ଅଖଣ୍ଡ ଦୀପ ପୁଷ୍ପମାଲ୍ୟାର୍ପଣ ରେଢାଖୋଲ ସନ୍ଥ କବି ଭୀମ ଭୋଇ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026
Latest News

ଦ୍ୱିତୀୟ ସନ୍ଧ୍ୟାରେ ରଣପୁର ମହୋତ୍ସବ “ଅର୍ଜୁନ”: ସଂସ୍କୃତି, ସୃଜନଶୀଳତା ଓ ଶ୍ରଦ୍ଧାର ଅପୂର୍ବ ସମନ୍ୱୟ

January 6, 2026

ଓଡ଼ିଶାରେ ଜାତୀୟ ଅନୁସୂଚିତ ଜନଜାତି କମିଶନଙ୍କ ସମୀକ୍ଷା ବୈଠକ

January 6, 2026

୧୬୬ ଗ୍ରାମ ହେରୋଇନ୍ ସହିତ ଦୁଇ ଚୋରା ଚାଲାଣକାରୀ ଗିରଫ

January 6, 2026

ଓଡ଼ିଶାରେ ୧.୫ କୋଟି ଲୋକଙ୍କୁ ସେବା: ଏକ ନୂଆ ମାନକ ସୃଷ୍ଟି କଲା ୧୦୮ ଆମ୍ବୁଲାନ୍ସ ସେବା

January 6, 2026

BCCI ଆଗରେ ମୁଣ୍ଡ ନୁଆଁଇବ କି ବାଂଲାଦେଶ? ଜୟ ଶାହଙ୍କ ଅଧ୍ୟକ୍ଷତାରେ ICCର ବଡ଼ ପଦକ୍ଷେପ

January 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.