Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାଭିତ ହେବ ଟ୍ରେନ ସେବା
ଆଜିର ଖବର

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ: ପ୍ରଭାଭିତ ହେବ ଟ୍ରେନ ସେବା

August 21, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଟ୍ରେନ୍‌
ହୋଲି ଅବସରରେ ଯାତ୍ରୀ ସୁବିଧା ବୃଦ୍ଧି ପାଇଁ ଚଳାଚଳ କରିବ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ଵର: ଦକ୍ଷିଣ ପୂର୍ବ ରେଳବାଇର ଚକ୍ରଧରପୁର ଡିଭିଜନର ଜରାଇକେଲା – ମନୋହରପୁର ଡାଉନଲାଇନ୍ ସେକ୍ସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ ଦେଇ ଚଳାଚଳ କରୁଥିବା କିଛି ଟ୍ରେନ୍ ସେବା ନିମ୍ନଲିଖିତ ଭାବରେ ପ୍ରଭାବିତ ହେବ:

ଟ୍ରେନର ଗନ୍ତବ୍ୟସ୍ଥଳ ଆଗରୁ ବାତିଲ:

୧. ହାଓଡ଼ାରୁ ଛାଡୁଥିବା ଟ୍ରେନ୍ ନମ୍ବର ୧୨୮୭୧ ହାଓଡ଼ା-ଟିଟଲାଗଡ଼ ଏକ୍ସପ୍ରେସ୍ ଏବଂ ଟ୍ରେନ୍ ନମ୍ବର ୨୨୮୬୧ ହାଓଡ଼ା-କଣ୍ଟାବାଜି ଇସ୍ପାତ ଏକ୍ସପେସ୍ ତାରିଖ ୩୦.୦୮.୨୦୨୫, ୦୬.୦୯.୨୦୨୫, ୧୩.୦୯.୨୦୨୫, ୨୦.୦୯.୨୦୨୫, ୨୭.୦୯.୨୦୨୫ ଏବଂ ୦୪.୧୦.୨୦୨୫ ରେ ଟାଟାରେ ଯାତ୍ରା ଶେଷ କରିବ। ଏହି ଦୁଇଟି ଟ୍ରେନ୍ ପାଇଁ ଟାଟାରୁ ଟିଟଲାଗଡ଼ ଏବଂ ଟାଟାରୁ କଣ୍ଟାବାଞ୍ଜି ମଧ୍ୟରେ ଟ୍ରେନ୍ ସେବା ବାତିଲ ରହିବ।

୨. ଟିଟଲାଗଡ଼ରୁ ଛାଡୁଥିବା ଟ୍ରେନ ନମ୍ବର ୧୨୮୭୨ ଟିଟଲାଗଡ଼-ହାଓଡ଼ା ଏକ୍ସପ୍ରେସ ଏବଂ କଣ୍ଟାବାଞ୍ଜିରୁ ଛାଡୁଥିବା ଟ୍ରେନ ନମ୍ବର ୨୨୮୬୨ କଣ୍ଟାବାଜି – ହାଓଡ଼ା ଇସ୍ପାତ ଏକ୍ସପ୍ରେସ ତାରିଖ ୩୦.୦୮.୨୦୨୫, ୦୬.୦୯.୨୦୨୫, ୧୩.୦୯.୨୦୨୫, ୨୦.୦୯.୨୦୨୫, ୨୭.୦୯.୨୦୨୫ ଏବଂ ୦୪.୧୦.୨୦୨୫ ରେ ରାଉରକେଲାରେ ଯାତ୍ରା ଶେଷ କରିବ। ଏହି ଦୁଇଟି ଟ୍ରେନ ପାଇଁ ରାଉରକେଲାରୁ ହାଓଡ଼ା ମଧ୍ୟରେ ଟ୍ରେନ ସେବା ବାତିଲ ରହିବ।

ଟ୍ରେନର ମାର୍ଗ ପରିବର୍ତ୍ତନ:

ତାରିଖ ୨୯.୦୮.୨୦୨୫ ,୦୫.୦୯.୨୦୨୫ ,୧୨.୦୯.୨୦୨୫,୧୯.୦୯.୨୦୨୫,୨୬.୦୯.୨୦୨୫ ଏବଂ ୦୩.୧୦.୨୦୨୫ ରେ ଛାଡୁଥିବା ଟ୍ରେନ୍ ନଂ. 18478 ଯୋଗ ନଗରୀ ଋଷିକେଶ-ପୁରୀ ଏକ୍ସପ୍ରେସ୍ ଏହାର ମୂଳ ମାର୍ଗ ଅର୍ଥାତ୍ ବ୍ରଜରାଜ ନଗର,ଝାରସୁଗୁଡା ଜଙ୍କସନ୍, ରାଉରକେଲା, ଟାଟା, ହିଜଲି, ଭଦ୍ରକ, କଟକ ପରିବର୍ତ୍ତେ ବ୍ରଜରାଜ ନଗର, ଝାରସୁଗୁଡା ରୋଡ୍, ସମ୍ବଲପୁର ସିଟି, କଟକ ମଧ୍ୟଦେଇ ଚଳାଚଳ କରିବ।

ଆଧୁନିକୀକରଣ କାର୍ଯ୍ୟ ଚକ୍ରଧରପୁର ଡିଭିଜନ ଜରାଇକେଲା - ମନୋହରପୁର ଟ୍ରେନ ସେବା ଦକ୍ଷିଣ ପୂର୍ବ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026

ନୂଆଦିଲ୍ଲୀରେ ନୂଆ ଓଡିଶା ଭବନର ଭିତ୍ତିପ୍ରସ୍ତାର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

February 26, 2026

ଯୁବ କଂଗ୍ରେସ ରାଷ୍ଟ୍ରୀୟ ସଭାପତିଙ୍କୁ ଗିରଫ ପ୍ରତିବାଦରେ ଓଡିଶା ଯୁବ କଂଗ୍ରେସର ବିକ୍ଷୋଭ

February 26, 2026
Latest News

ଭାରତ- ଇସ୍ରାଏଲ ମିଳିତ ବିବୃତ୍ତି

February 27, 2026

ଆଜି ହେଉଛି ଫେବୃୟାରୀ ୨୭ ତାରିଖ ଶୁକ୍ରବାର: ଏହି ରାଶି ପ୍ରତି ମା’ ସନ୍ତୋଷୀଙ୍କ ରହିଛି ଆଶୀର୍ବାଦ

February 27, 2026

ଜିମ୍ବାୱେକୁ 72 ରନରେ ପରାସ୍ତ କରି ସେମିଫାଇନାଲର ରାସ୍ତା ସହଜ କଲା ଭାରତ

February 26, 2026

ଏଆଇ ମାଧ୍ୟମରେ ଭାରତୀୟ ସ୍ୱାସ୍ଥ୍ୟସେବାରେ ପରିବର୍ତ୍ତନ 

February 26, 2026

ରାଜ୍ୟ ନୀତି ଆୟୋଗ ନୋଡାଲ ଅଫିସରଙ୍କ ନାକଟିଦେଉଳ ବ୍ଲକ ପରିଦର୍ଶନ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.