Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ ରହଣି ସ୍ଥାନ ଗୁଡିକର ପୁନଃସ୍ଥାପନ
ଆଜିର ଖବର

ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରେନ ରହଣି ସ୍ଥାନ ଗୁଡିକର ପୁନଃସ୍ଥାପନ

August 30, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
train
ମେଲ୍/ଏକ୍ସପ୍ରେସ୍ ଟ୍ରେନର ରହଣିସ୍ଥଳ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଷ୍ଟେସନରେ ଅନେକ ଗୁରୁତ୍ୱପୂର୍ଣ୍ଣ ମେଲ୍/ଏକ୍ସପ୍ରେସ୍ ଟ୍ରେନର ରହଣିସ୍ଥଳ ପୁନଃସ୍ଥାପିତ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ପ୍ରତ୍ୟାହାର କରାଯାଇଥିବା ଏହି ରହଣିସ୍ଥଳ ଗୁଡ଼ିକୁ ଯାତ୍ରୀ ଏବଂ ଜନପ୍ରତିନିଧିଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏବେ ପୁନଃସ୍ଥାପିତ କରାଯାଉଛି। ଏହା ୧ ସେପ୍ଟେମ୍ବର ୨୦୨୫ ଠାରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ।

ତଦନୁସାରେ, ଟ୍ରେନ ନମ୍ବର ୧୨୮୨୨ ପୁରୀ-ଶାଲିମାର ଧଉଳି ଏକ୍ସପ୍ରେସର ରହଣି ମାର୍କୋଣା ରେଳ ଷ୍ଟେସନରେ ଏବଂ ଟ୍ରେନ ନମ୍ବର ୧୨୮୭୨ ଟିଟଲାଗଡ଼-ହାୱଡା ଇସ୍ପାତ ଏକ୍ସପ୍ରେସ ୧ ସେପ୍ଟେମ୍ବର ୨୦୨୫ ରୁ ବାଗଦେହି ଷ୍ଟେସନରେ ପୁନଃସ୍ଥାପିତ ହେବ।

– ଟ୍ରେନ ନମ୍ବର ୧୮୦୦୬ ଜଗଦଲପୁର-ହାୱଡା ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବିଶ୍ରା ଏବଂ ରାଜଖରସାୱାନ ଜଙ୍କସନରେ ପୁନଃସ୍ଥାପନ କରାଯିବ।
– ଟ୍ରେନ ନମ୍ବର ୧୮୧୧୮ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବାଗଦେହି ଷ୍ଟେସନରେ ପୁନଃସ୍ଥାପନ କରାଯିବ।
– ଟ୍ରେନ ନମ୍ବର ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ ଉତ୍କଳ ଏକ୍ସପ୍ରେସର ରହଣି ୧ ସେପ୍ଟେମ୍ବର ୨୦୨୫ ରୁ ବସ୍ତା ଏବଂ ବିଶ୍ରା ଷ୍ଟେସନରେ ପୁନଃସ୍ଥାପନ କରାଯିବ।
– ଟ୍ରେନ ନମ୍ବର ୧୮୪୧୦ ପୁରୀ-ଶାଲିମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସର ରହଣି ରୂପସା ଜଙ୍କସନରେ ୨ ସେପ୍ଟେମ୍ବର ୨୦୨୫ ରୁ ପୁନଃସ୍ଥାପନ କରାଯିବ। ।
– ଟ୍ରେନ ନମ୍ବର ୧୮୪୪୯ ପୁରୀ-ପାଟନା ବୈଦ୍ୟନାଥଧାମ ଏକ୍ସପ୍ରେସର ରହଣି ୨ ସେପ୍ଟେମ୍ବର ୨୦୨୫ ରୁ ବର୍ଣ୍ଣପୁର ଷ୍ଟେସନରେ ପୁନଃସ୍ଥାପିତ ହେବ।
– ଟ୍ରେନ ନମ୍ବର ୨୨୮୭୪ ବିଶାଖାପାଟଣା-ଦୀଘା ଏକ୍ସପ୍ରେସର ରହଣି ୫ ସେପ୍ଟେମ୍ବର ୨୦୨୫ ରୁ ଜଳେଶ୍ୱର ଷ୍ଟେସନରେ ପୁନଃସ୍ଥାପିତ ହେବ।
– ଟ୍ରେନ ନମ୍ବର ୨୨୮୯୦ ପୁରୀ-ଦୀଘା ଏକ୍ସପ୍ରେସର ରହଣି ୭ ସେପ୍ଟେମ୍ବର ୨୦୨୫ ରୁ ଜଳେଶ୍ୱର ଷ୍ଟେସନରେ ପୁନଃସ୍ଥାପିତ ହେବ।

ଭାରତୀୟ ରେଳ ଯାତ୍ରୀମାନଙ୍କୁ ଉପରୋକ୍ତ ରହଣି ପୁନଃସ୍ଥାପନ ଉପରେ ଧ୍ୟାନ ଦେବାକୁ ଏବଂ ସୁବିଧାର ଲାଭ ଉଠାଇବାକୁ ଅନୁରୋଧ କରୁଛି।

ଟ୍ରେନ ରହଣି ସ୍ଥାନ ଭାରତୀୟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ସଂସଦ ଭବନରେ ସ୍ଥାନିତ ହେବ ପୁରୀ ରଥର ତିନିଟି ଚକା, ଲୋକସଭା ବାଚସ୍ପତିଙ୍କ ସମ୍ମତି

August 30, 2025

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା

August 30, 2025

ଜାପାନରେ ସେମିକଣ୍ଡକ୍ଟର କାରଖାନା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

August 30, 2025

ପୁଣି ବଢିବ ଚାଷୀ ପଂଜିକରଣ ସମୟ, ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ

August 30, 2025
Latest News

ସଂସଦ ଭବନରେ ସ୍ଥାନିତ ହେବ ପୁରୀ ରଥର ତିନିଟି ଚକା, ଲୋକସଭା ବାଚସ୍ପତିଙ୍କ ସମ୍ମତି

August 30, 2025

ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କାହିଁକି ଏକାଠି ହେଲେ ମୋହନ ଏବଂ ଧର୍ମେନ୍ଦ୍ର, ଜାଣନ୍ତୁ କଣ ହେଉଛି ଚର୍ଚ୍ଚା

August 30, 2025

ଜାପାନରେ ସେମିକଣ୍ଡକ୍ଟର କାରଖାନା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

August 30, 2025

ପୁଣି ବଢିବ ଚାଷୀ ପଂଜିକରଣ ସମୟ, ମୁଖ୍ୟମନ୍ତ୍ରୀ ଦେଲେ ସଙ୍କେତ

August 30, 2025

୨୦୨୫ ଏସିଆ କପ୍: ଏହି କାରଣରୁ ପରିବର୍ତ୍ତନ ହେଲା ମ୍ୟାଚର ସମୟ, ଜାଣନ୍ତୁ କେବେ?

August 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.